Latest Odisha News

BREAKING NEWS

Yearly Archives

2022

କବିତା : ଚାନ୍ଦିନୀର ରୁମାଲ

ନିରଞ୍ଜନ ନାୟକ ସ୍କୁଲ ସମୟରେ ଚାନ୍ଦ ଭଳି ଦିଶୁଥିଲା ଚାନ୍ଦିନୀ ତା'ର କଳାରଙ୍ଗର ବେଣୀରେ ଧଳା ରଙ୍ଗର ରିବନ ଶୋଭା ଶୋଭାପାଉଥିଲା ଫୁଲଟିଏ ପରି । ସେ ଫୁଲଟି ସତ୍ୟ ଓ ଶାନ୍ତିର ବାର୍ତ୍ତା ବାଣ୍ଟୁଥିଲା ହାତର ନୀଳ ରଙ୍ଗର ରୁମାଲଟି ଗାଉଥିଲା ଏକତାର ମନ୍ତ୍ର । ତା ନାରଙ୍ଗି…

ଧାରାବାହିକ ଉପନ୍ୟାସ : ସୁଲୋଚନା (୫୭)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଯେଉଁ ପୁତ୍ର ପିତାଙ୍କର ଆଦେଶ ଅବମାନନା କରେ ଈଶ୍ୱର ମଧ୍ୟ ତାଙ୍କୁ ଭଲପାଆନ୍ତି ନାହିଁ। ପ୍ରଭୁଙ୍କ ହାତରେ ମୃତ୍ୟୁ ହେଲେ , ମୋଠାରୁ ଅଧିକ ଭାଗ୍ୟବାନ ବା କିଏ ହେବ! ଯୁଦ୍ଧ କରି ବୀର ପରି ମୃତ୍ୟୁ ହେଉ। " ଏହିପରି କହି ମେଘନାଦ…

ଭାଷା ଭାଗବତ : ବଚନ ଉଚ୍ଚାରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୩ ପ୍ରଥମେ ତୁଂଡର ବଚନ ତା ପରେ ଲିପିରେ ଲିଖନ ପ୍ରକାର ହେଲେ ସୁଦ୍ଧା ଭିନ୍ନ ବଦଳେନାହିଁ ଉଚ୍ଚାରଣ ଗୁନ୍‌ଜନ, ଗୁଞ୍ଜନ, ଗୁଂଜନ ଯେମିତି କଲେ ବି ଲିଖନ କହିଲେ ଶୁଭିବ ଗୁନ୍‌ଜନ ନିଜେ ପରଖି ଥରେ ଶୁଣ ଞ ବର୍ଣ ସତେ ଅଟେ କ'ଣ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୫୦ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରରେ ସ୍ଥିତ ପ୍ରାଚୀନ ତୀର୍ଥ ମାର୍କଣ୍ଡ ପୁଷ୍କରିଣୀର ଉତ୍ପତ୍ତି ବିଷୟ କିଛି ଆଲୋଚନ କରାଯାଇଥିଲା । ଗୋଟିଏ ମତ ଅନୁସାରେ ସ୍ୱୟଂ ବିଷ୍ଣୁ…

‘ସମ୍ଭୋଗ ବେଳେ ଅନୁରୋଧ ପରେ ବି କଣ୍ଡୋମ ବ୍ୟବହାର ନକରିବା ଯୌନ ହିଂସା’

ନୂଆଦିଲ୍ଲୀ: ଶାରୀରିକ ସମ୍ପର୍କ ସମୟରେ ଅନୁରୋଧ ପରେ ବି କଣ୍ଡୋମ ବ୍ୟବହାର ନକରିବା ଯୌନ ହିଂସା। କାନାଡାର ସୁପ୍ରିମକୋର୍ଟ ଏକ ରାୟର ଶୁଣାଣି କରି ଏହା କହିଛନ୍ତି। ଯଦି ଜଣେ ବ୍ୟକ୍ତି ପାର୍ଟନରଙ୍କ ଅନୁରୋଧ ପରେ ମଧ୍ୟ ଶାରୀରିକ ସମ୍ପର୍କ ସମୟରେ କଣ୍ଡୋମ ବ୍ୟବହାର ନକରନ୍ତି, ତେବେ ଏହା ଯୌନ…

ରାଷ୍ଟ୍ରପତିଙ୍କୁ ଭେଟିବାକୁ ଯିବେ ୨୫ ବିଧାୟକ

ଭୁବନେଶ୍ୱର: ଓଡ଼ିଶାର ବିଧାୟକ ଭେଟିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ । ଏଥିପାଇଁ ଅଗଷ୍ଟ ୨ରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ଗସ୍ତ କରିବେ ଓଡିଶାର ୨୫ ବିଧାୟକ। ୩ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ଭେଟଘାଟ ଏକ ସୌଜନ୍ୟମୂଳକ…

କୋଲକାତାରେ ତିନି କଂଗ୍ରେସ ବିଧାୟକଙ୍କଠୁ ପୁଳା ପୁଳା ଟଙ୍କା ଜବତ

କୋଲକାତା: ପଶ୍ଚିମବଙ୍ଗରେ ଝାଡ଼ଖଣ୍ଡର ତିନି ଜଣ କଂଗ୍ରେସ ବିଧାୟକ ବିପୁଳ ପରିମାଣର ଟଙ୍କା ସହ ଧରାପଡ଼ିଛନ୍ତି। ପୋଲିସର କହିବା ଅନୁଯାୟୀ, ବିଧାୟକଙ୍କୁ ମିଳୁଥିବା ଟଙ୍କା ଏତେ ପରିମାଣର ଯେ, ବିନା ମେସିନରେ ଏହାକୁ ଗଣି ହେବ ନାହିଁ। ଖବର ଲେଖାହେବା ସୁଦ୍ଧା ଟଙ୍କା ଗଣିବା ପାଇଁ କାଉଣ୍ଟିଂ…

କମନଓ୍ୱେଲଥରେ ପ୍ରଥମ ସ୍ୱର୍ଣ୍ଣ ଜିତିଲେ ମୀରାବାଇ ଚାନୁ

ଭୁବନେଶ୍ୱର: କମନଓ୍ୱେଲଥରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଲେ ମୀରବାଇ ଚାନୁ । ଭାରୋତ୍ତଳନରେ ୪୯ କେଜି ମହିଳା ବର୍ଗରେ ମୀରାବାଇ ଚାନୁ ପ୍ରଥମ ସ୍ଥାନ ଅଧିକାର କରି ଭାରତକୁ ସ୍ୱର୍ଣ୍ଣ ଜିତି ଆଣିଛନ୍ତି । ସର୍ବମୋଟ ଚାନୁ ୨୦୧ କେଜି ଭାରା ଉତ୍ତୋଳନ କରି ଭାରତକୁ ଗୌରବାନ୍ୱିତ କରିଛନ୍ତି ।

ରାଜ୍ୟଗୋଷ୍ଠୀ କ୍ରୀଡା: ଭାରତୀୟ ମହିଳା ହକି ଟିମରେ ଧସେଇ ପଶିଲା କୋଭିଡ, ନଭଜୋତଙ୍କ ରିପୋର୍ଟ ପଜିଟିଭ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ମହିଳା ହକି ଟିମ ମଧ୍ୟରେ ଅନିଚ୍ଛା ସତ୍ୱେ ଧସେଇ ପସିଛି କରୋନା । ପ୍ରଥମ ଦିବସରେ ଘାନାଙ୍କୁ ୫-୦ରେ ହରାଇ ଜବରଦସ୍ତ ଫର୍ମରେ ଥିବା ଟିମ ଇଣ୍ଡିଆର ମହିଳା ଖେଳାଳି ନଭକୋତ କୌରଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି । ୨୭ ବର୍ଷୀୟା ଏହି ମିଡ…

ୱେଟଲିଫ୍ଟିଂରେ ଭାରତକୁ ଦ୍ୱିତୀୟ ପଦକ, ଗୁରୁରାଜ ଜିତିଲେ ବ୍ରୋଞ୍ଜ

ବର୍ମିଂହାମ: ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ୱେଟଲିଫ୍ଟିଂରେ ଭାରତକୁ ଆଉ ଏକ ପଦକ ମିଳିଛି । ୬୧ କେଜି ବିଭାଗରେ ଗୁରୁରାଜା ପୂଜାରୀ ବ୍ରୋଞ୍ଜ ପଦକ ଜିତିଛନ୍ତି । ପୂର୍ବରୁ ୫୫ କେଜିରେ ସଙ୍କେତ ସରଗର ରୌପ୍ୟ ପଦକ ହାସଲ କରିଥିଲେ । କର୍ଣ୍ଣାଟକର ଗୁରୁରାଜା ସ୍ନାଚରେ ୧୧୮ ଓ କ୍ଲି ଆଣ୍ଡ…