Latest Odisha News

BREAKING NEWS

Yearly Archives

2022

ବିଧାୟକଙ୍କ ଦରମା ବୃଦ୍ଧି ଦାବିରେ ଗୃହରେ ଏକାଠି ହେଲେ ସବୁ ଦଳ

ଭୁବନେଶ୍ୱର: ବିଧାୟକଙ୍କ ଦରମା ବୃଦ୍ଧି ଦାବିରେ ବିଧାନସଭାରେ ଏକାଠି ହୋଇଛନ୍ତି ସବୁ ଦଳ । ଶୂନ୍ୟକାଳରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ବିଜେପି, କଂଗ୍ରେସ ଓ ବିଜେଡି ସଦସ୍ୟ ଉଠାଇଛନ୍ତି । ପ୍ରଥମେ ଦରମା ବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ ମୋହନ ମାଝୀ । କହିଥିଲେ ୨୦୧୭ରେ ବିଧାୟକଙ୍କ ଦରମା ଶେଷ…

ବ୍ୟାପୁଛି ଝାଡ଼ାବାନ୍ତି, ସୁବର୍ଣ୍ଣପୁରରେ ଜଣଙ୍କର ମୃତ୍ୟୁ; ଏକାଧିକ ଅସୁସ୍ଥ

ସୋନପୁର: ବର୍ଷା ଋତୁରେ ବ୍ୟାପୁଛି ଝାଡ଼ାବାନ୍ତି । ମୁଣ୍ଡ ନେଉଛି ଡାଇରିଆ । ସୁବର୍ଣ୍ଣପୁର ଜିଲ୍ଲାରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଛି । ତରଭା ଥାନା ସୁର୍ଜିମୁଣ୍ଡା ଗାଁର ଧନଦେଇ ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଁରେ ୨୫ରୁ ଅଧିକ ଲୋକେ ଅସୁସ୍ଥ ହୋଇ ପଡ଼ିଛନ୍ତି । ଅସୁସ୍ଥ…

ବିଶ୍ବରେ ପ୍ରଥମ ମୁଣ୍ଡ ନେଲା ଭୟଙ୍କର ମଙ୍କିପକ୍ସ

ଦିଲ୍ଲୀ: ବିଶ୍ବରେ ଆତଙ୍କ ଖେଳାଇଲାଣି ମଙ୍କିପକ୍ସ  । ମଙ୍କିପକ୍ସ ଯୋଗୁ ଏବେ ଆତଙ୍କ ବଢି ବଢି ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ଏବେ ଜଣଙ୍କର ମୃତ୍ୟୁ ବି ହୋଇଛି । ବିଶ୍ବରେ ପ୍ରଥମ ମୁଣ୍ଡ ନେଲା ଭୟଙ୍କର ମଙ୍କିପକ୍ସ । ସର୍ବାଧିକ ମକ୍ସିପକ୍ସରେ ପ୍ରଭାବିତ ଦେଶ ସ୍ପେନରେ…

ଥାନା ସମ୍ମୁଖରେ କୀଟନାଶକ ପିଇଥିବା ମହିଳାଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଜିଲା ଗୋପାଳପୁର ଥାନା ସମ୍ମୁଖରେ ଟିକିନା ଦାଶ ନାମକ ଜଣେ ମହିଳା ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ କୀଟନାଶକ ପିଇ ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ…

ଏବେ ନିର୍ବାଚନ ହେଲେ ଓଡ଼ିଶାରେ ୨୧ ଲୋକସଭା ଆସନରୁ ବିଜେଡି ୮ଟି ଆସନ ଜିତିବ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏବେ ନିର୍ବାଚନ ହେଲେ ଦେଶରେ ବିଜେପି ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବାଜିମାତ କରିବ। କିନ୍ତୁ ୟୁପିଏର ପ୍ରଦର୍ଶନ ମଧ୍ୟ ସୁଧୁରିବ ବୋଲି ଜଣାପଡିଛି। ଯଦି ଦେଶରେ ଏବେ ଲୋକସଭା ନିର୍ବାଚନ ହୁଏ। ଇଣ୍ଡିଆ ଟିଭି-ମ୍ୟାଟ୍ରାଇଜ୍ ନ୍ୟୁଜ୍…

ରାଷ୍ଟ୍ରପତିଙ୍କ ଖାଦ୍ୟ ତାଲିକାରେ ସାମିଲ ହେଲା ପଖାଳ, ଶାଗ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ତଥା ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବେ ଚର୍ଚ୍ଚାରେ। ଭାରତର ଏହି ପଞ୍ଚଦଶ ରାଷ୍ଟ୍ରପତିଙ୍କୁ ସାରା ଦେଶରୁ ଅଭିନନ୍ଦନ ବାର୍ତ୍ତାର ସୁଅ ଛୁଟିଛି। ସେ ନିଜ ଭିତରେ ଏକ ପ୍ରେରଣା। ଜୀବନରେ ଘାତ ପ୍ରତିଘାତର…

ଝାଡାବାନ୍ତିରେ ବାପ, ପୁଅଙ୍କ ମୃତ୍ୟୁ: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ହଇଜା !

ଝାରସୁଗୁଡା: ଜିଲ୍ଲାର ୧୩ ନମ୍ବର ୱାର୍ଡ ଦେବାଡ଼ିହି ଗାଁରେ ଝାଡା ବାନ୍ତିରେ ବାପ ପୁଅଙ୍କ ମୃତ୍ୟୁ। ଦୁଇ ଦିନ ତଳେ ଅକୁର ପ୍ରଧାନ (୪୦) ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ଗତକାଲି ରାତିରେ ବାପା ଶ୍ରୀପ୍ରସାଦ ପ୍ରଧାନ (୬୫)ଙ୍କ ମୃତ୍ୟୁ ଘଟିଛି। ପୁଅର ଅନ୍ତ୍ୟେଷ୍ଟି ସାରିବା…

କବିତା : ନିଦାଘ ସାଧିଲା ଦାଉ

ପ୍ରତିଭା ସାହୁ ଆଉ ସୁଖ ନିଦ୍ରା ଯିବି ମୁଁ କେମିତି ନିଦାଘ ସାଧିଲା ଦାଉ ଦୁଃସମୟ ବେଳା ଏମିତି ନାସିବ କିଏ ଜାଣିଥିଲା ଆଉ । (0) କୁଳ ଛାଡିଦେଲା ସାହାରା ଡ଼ଙ୍ଗା ମୋ ଆହୁଲା ଧରିଚି ହାତେ କେମିତି କେଜାଣି ଅକାତ ପାଣିରେ ପାରି ହେବିବାଟ ଏତେ। ସତେକି ଫେରିବ ନିରାଶ ନ କରି…

ଧାରାବାହିକ ଉପନ୍ୟାସ : ସୁଲୋଚନା (୫୬)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ବିକଟ ଅଟ୍ଟହାସ୍ୟ କରି ମେଘନାଦ, ସମ୍ମୁଖରେ ଉପସ୍ଥିତ ଥିବା ବିଭୀଷଣଙ୍କୁ କହିଲା, " ପୂର୍ବରୁ ରାଜଦ୍ରୋହୀ ଓ ଭ୍ରାତୃଦ୍ରୋହୀ ତ ଥିଲ ଏବେ ପୁତ୍ରଦ୍ରୋହୀ ବି ହେଲ ! ଶତ୍ରୁ ସମ୍ମୁଖରେ ମୋର ସମସ୍ତ ଗୁପ୍ତ ରହସ୍ୟ ଉନ୍ମୋଚିତ କରି ଦେଇଛ !…

ଭାଷା ଭାଗବତ : ସ୍ମୃତିନିର୍ଭର ଭାଷାକର୍ମୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୨ ଏକାଂତବାସୀ ପଦ୍ୟକାର ଲେଖୁଛିଁ ଭାବନା ନିଜର ମିଳୁ ଆଦର, ଅନାଦର କରୁଛିଁ ସବୁ ମୁଁ ସ୍ବୀକାର ସ୍ବଭାଷା ସହ ହୋଇ ଯୁକ୍ତ ହେଲିଣି ଯେତେ ଉପକୃତ କରିନି ତାହାର କଳନା କଥାରେ ବୋଳୁନି ଛଳନା କଥିତ ଭାଷାକୁ ଗୁରୁତ୍ବ ଦେଇ ମୁଁ…