ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୪୯
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରର ସର୍ବ ପୁରାତନ ତୀର୍ଥ ମାର୍କଣ୍ଡେୟ ପୁଷ୍କରଣୀ ସୃଷ୍ଟିର ପୌରାଣିକ ଉପାଖ୍ୟାନ ଏହିପରି ।
ସେତେବେଳେ ସମଗ୍ର ବିଶ୍ୱ ପ୍ରଳୟ ଜଳରେ ପ୍ଲାବିତ…