Latest Odisha News

BREAKING NEWS

Yearly Archives

2022

ଜାଲ୍ ନୋଟ୍ କାରବାର : ଯୋଜନାବଦ୍ଧ ଭାବେ ବାନ୍ଧିଲା ଏସଟିଏଫ୍

ଢେଙ୍କାନାଳ : ଜାଲ ନୋଟ୍ କାରବାର କରିବା ଅଭିଯୋଗରେ ଏସଟିଏଫ୍ ଢେଙ୍କାନାଳରୁ ଜଣକୁ ଗିରଫ କରିଛି । ବିଶେଷ ସୂଚନା ପାଇ ଏସଟିଏଫ୍ ଓ ପୋଲିସ ପ୍ରଥମେ ଯୋଜନା କରିଥିଲେ । ଗତକାଲି ସନ୍ଧ୍ୟାରେ ଚଢାଉ କରି ରଥପଡାଠା ଗାଁରୁ ତୁଷାର କୁମାର ବିଶ୍ୱାଳ ନାମକ ଜଣେ ବ୍ୟବସାୟୀକୁ ଗିରଫ କରିଛି । ତାଙ୍କ ଘର…

ଭାଷା ଭାଗବତ : ଆତ୍ମସଂଶୋଧନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭୁଲ୍‌ କରିଲେ ମାଗୁଁ କ୍ଷମା କେବେ ବି ଖୋଜୁଁନାହୁଁ ଜମା ସେଭଳି ଭୁଲ୍‌ର କାରଣ ଏହା ହିଁ ବଡ଼ ଭୁଲ୍‌, ଜାଣ ତେଣୁ ତା କରୁଁ ବାରଂବାର ମିଳେନି ତା'ର ପ୍ରତିକାର ଭୁଲ୍‌ କରି ରହିଲେ ବଂଚି ସୁକର୍ମ ହୁଏନାହିଁ…

ଶୋଇଥିବା ବେଳେ ଘରେ ଲାଗିଗଲା ନିଆଁ, ଗୋଟିଏ ପରିବାରର ୬ଜଣ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ : ଘରେ ନିଆଁ ଲାଗି ୬ ଜଣ ଜୀବନ୍ତ ଦଗ୍ଧ  । ଏଭଳି ଦୁଃଖଦ ଖବର ମନଚାଯ୍ୟାଲା ଜିଲ୍ଲାର ମାଣ୍ଡାମାରି ମଣ୍ଡଳର ଭେଙ୍କଟାପୁରରୁ ଆସିଛି  । ସୂଚନା ଅନୁଯାୟୀ, କୌଣସି କାରଣରୁ ବିଳମ୍ବିତ ରାତିରେ ଘରେ ନିଆଁ ଲାଗିଯାଇଥିଲା  । ନିଆଁର ପ୍ରକୋପ ଏତେ ମାତ୍ରାରେ ରହିଥିଲା ଯେ ପରିବାର ଲୋକେ…

ଇଡି ହାତରେ ଅର୍ଚ୍ଚନାଙ୍କ ୨ ଡାଏରୀ; ଖୋଲିବ କି କଳା ସାମ୍ରାଜ୍ୟର ଗୁମର

ଭୁବନେଶ୍ୱର: ଆଜି ପୁଣି ଇଡିରେ ହାଜର ହୋଇଛନ୍ତି ହନିଟ୍ରାପ କୁଇନ ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା । ଲେଡି ବ୍ଲକମେଲର ଅର୍ଚ୍ଚନା ନାଗ ମାମଲାରେ ଶ୍ରଦ୍ଧାଞ୍ଜଳିଙ୍କୁ ଜେରା କରିବ ଇଡି । ଏହା ପୂର୍ବରୁ ଶ୍ରଦ୍ଧାଞ୍ଜଳି ୨ ଥର ଇଡିରେ ହାଜର ହୋଇଥିଲେ ହେଁ ତାଙ୍କଠାରୁ ସବିଶେଷ…

କ୍ରିକେଟର୍ ମୁନାଫ ପଟେଲ ଗଣିଲେ ୫୨ଲକ୍ଷ ଟଙ୍କା, ୨ଟି ବ୍ୟାଙ୍କ ଆକାଉଣ୍ଟ ଜବତ

ଲକ୍ଷ୍ନୌ: ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ମୁନାଫ ପଟେଲଙ୍କୁ ତଣ୍ଡ । ଗଣିଲେ ୫୨ ଲକ୍ଷ ଟଙ୍କା । ଉତ୍ତରପ୍ରଦେଶ ରିଅଲ ଇଷ୍ଟେଟ୍ ରେଗୁଲେଟରି ଅଥରଟି ତାଙ୍କର ୨ଟି ବ୍ୟାଙ୍କ ଆକାଉଣ୍ଟ ବି ଜବତ କରିଛି । ରିକଭରି ସାର୍ଟିଫିକେଟ୍ ଆଧାରରେ ଗୌତମ ବୁଦ୍ଧ ନଗର ଜିଲ୍ଲା ପ୍ରଶାସନ ପୂର୍ବତନ…

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ;ରହିଥିଲା ମାଳମାଳ ଦୁର୍ନୀତି ଅଭିଯୋଗ

ବ୍ରହ୍ମପୁର: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲା ରାୟଗଡ଼଼ ବ୍ଲକର ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁଙ୍କ ଉପରେ ରାଜ୍ୟ ଭିଜିଲାନ୍ସର ଚଢ଼ଉ ଶନିବାର ସକାଳେ ହୋଇଛି। ଭିଜିଲାନ୍ସ ତରଫରୁ ସାହୁଙ୍କ ବ୍ରହ୍ମପୁର ସହର ଗୋପବନ୍ଧୁନଗରସ୍ଥିତ ବାସଭବନ, ବ୍ରହ୍ମପୁର ଜ୍ୟୋତିନଗରସ୍ଥିତ…

୧୪ ଓକିଲଙ୍କ ଜାମିନ ଖାରଜ, ଆଉ ୧୧ ଓକିଲଙ୍କ ଲାଇସେନ୍ସ ରଦ୍ଦ

ସମ୍ୱଲପୁର: ଓକିଲ ଆନ୍ଦୋଳନ ଘଟଣାକୁ ନେଇ ଗିରଫ ୧୪ ଓକିଲଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଜିଲ୍ଲା ଜଜ୍ କୋର୍ଟ ଭିତରେ ପଶି ଭଙ୍ଗାରୁଜା କରିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିଲା । ସମ୍ୱଲପୁର ସବଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଙ୍କ ନିକଟରେ କୁଚିଣ୍ଡାର ୧୪ ଜଣ ଓକିଲ ଜାମିନ ଆବେଦନ କରିଥିଲେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ବେଢାବୁଲା ଅବସରରେ ମା ଭୁବନେଶ୍ୱରୀଙ୍କ ମନ୍ଦିର ବା ପଞ୍ଚ ଶକ୍ତି ମନ୍ଦିର ବିଷୟରେ ଚର୍ଚ୍ଚା ଜାରି ରହିଛି। ଆଜି ମା ଭୁବନେଶ୍ୱରୀଙ୍କ ପ୍ରକୃତ ସ୍ୱରୂପ…

ସୁନ୍ଦର ତ୍ୱଚା ପାଇଁ ହଳଦୀ..

ସକାଳୁ ଉଠିଲେ ମହିଳା ମାନଙ୍କ ପ୍ରଥମ ଚିନ୍ତା ନିଜ ସୌନ୍ଦର୍ଯ୍ୟର ସୁରକ୍ଷା  । ବୟସ ତ ବଢ଼ିବ କିନ୍ତୁ ତା’ ସତ୍ତ୍ୱେ କିପରି ନିଜର ସୁନ୍ଦରତା ବଜାୟ ରଖିପାରିବେ ସେନେଇ ସଭିଏଁ ତତ୍ପର  । ଏମିତି ତ ପ୍ରତ୍ୟେକ ଶୁଭ କାମରେ ହଳଦୀର ବ୍ୟବହାର କଥା ଆମେ ସମସ୍ତେ ଜାଣୁ  । ଏତଦ୍‌ବ୍ୟତୀତ ହଳଦୀର…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଗଜପତି: ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲା ରାୟଗଡା ପଞ୍ଚାୟତ ସମିତି ସହକାରୀ ଯନ୍ତ୍ରୀ ଦିଲ୍ଲିପ କୁମାର ସାହୁଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଚଢାଉରେ ସାମିଲ ହୋଇଛନ୍ତି ଜଣେ ଅତିରିକ୍ତ ଏସପି, ୫ ଜଣ ଇନ୍ସପେକ୍ଟର, ୨…