ବ୍ୟାକଫୁଟରେ ମାନ ସରକାର: ସମସ୍ତଙ୍କୁ ମିଳିବ ପୂର୍ବ ଭଳି ସୁରକ୍ଷା
ଚଣ୍ଡୀଗଡ: ଶସ୍ତା ଲୋକପ୍ରିୟତା ହାସଲ କରିବା ପଞ୍ଜାବର ଆମ ଆଦମୀ ପାର୍ଟି ସରକାର ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ତରବରିଆ ଭାବେ ୪୨୪ ବିଶିଷ୍ଟ ବ୍ୟକ୍ତିଙ୍କ ଉପରୁ ସୁରକ୍ଷା ବ୍ୟବସ୍ଥା ହଟାଯିବାର ଦିନକ ପରେ ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ହୋଇଥିଲା । ଏହା ପରେ ରାଜ୍ୟରେ…