Latest Odisha News

BREAKING NEWS

Yearly Archives

2022

ଚନ୍ଦ୍ରଗିରି ଜଙ୍ଗଲରେ ମାଟି ତଳୁ ବାହାରିଲା ହାତୀ ମୃତଦେହ

ଭୁବନେଶ୍ୱର: ଜଙ୍ଗଲରେ ହାତୀ ମାରି ପୋତି ଦେଲେ ଦୁବୃର୍ତ । ମାଟି ତଳୁ ମିଳିଲା ହାତୀର ଗଳିତ ମୃତ ଦେହ । କଟକ ଗୋପପୁର ସେକ୍ସନ ଚନ୍ଦ୍ରଗିରି ଜଙ୍ଗଲରେ ବନ ବିଭାଗ ଏସଟିଏଫ ମାଟି ଖୋଳି ହାତୀର ମୃତଦେହ କାଢ଼ିଛି । ଦୁଇଟି ହାତୀଙ୍କୁ ହତ୍ୟା କରି ପୋତି ଦିଅଯାଇଥିବା ସନ୍ଦେହ କରି ତଦନ୍ତ କରୁଥିଲା…

ଏମ୍‌କେସିଜିରେ କାର୍ଯ୍ୟକ୍ଷମ ହେବ ୫୪ ଆଇସିୟୁ ଶଯ୍ୟା

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ଆଉ ୫୪ଟି ଆଇସିୟୁ ଶଯ୍ୟା କାର୍ଯ୍ୟକ୍ଷମ ହେବ। ଏଗୁଡ଼ିକ ସୁପରସ୍ପେସିଆଲିଟି କୋଠାରେ କାର୍ଯ୍ୟକ୍ଷମ କରାଯିବ । ପୂର୍ବରୁ ମେଡ଼ିସିନ ବିଭାଗରେ ୨୦ଟି ଆଇସିୟୁ ଶଯ୍ୟା ରହିଥିଲା । କିନ୍ତୁ ବର୍ତ୍ତମାନ ମେଡ଼ିସିନ…

“କରୋନା ଯୋଦ୍ଧା ସମ୍ମାନ: ୨୦୧୯-୨୨” ସମ୍ମାନିତ ହେଲେ ସାମ୍ବାଦିକ ଲାଲା ପ୍ରମୋଦ ରାୟ

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ସରସଦାଠାରେ ଅନୁଷ୍ଠିତ ହୋଇଯାଇଛି କରୋନା ଯୋଦ୍ଧା ସମ୍ମାନ: ୨୦୧୯-୨୨ କାର୍ଯ୍ୟକ୍ରମ । ଏହି ଅବସରରେ ବହୁ ଜଣାଶୁଣା ବ୍ୟକ୍ତିତ୍ୱଙ୍କ ଗହଣରେ ମୁଖ୍ୟ ଅତିଥି ଭାବେ ଏଡିଏମ୍ ମନୋଜ ପାତ୍ର ଯୋଗ ଦେଇଥିଲେ । ଆମ ମାତୃଭୂମି ସେବା ସଙ୍ଗଠନ ଆନୁକୂଲ୍ୟରେ…

ଶୁକ୍ରବାର ଗଞ୍ଜାମର ୨୩୦ଟି ରୂପାନ୍ତରିତ ବିଦ୍ୟାଳୟକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ଦ୍ବିତୀୟ ପର୍ଯ୍ୟାୟ ୫-ଟି ବିଦ୍ୟାଳୟ ରୂପାନ୍ତରଣର ଲୋକାର୍ପଣ ଉତ୍ସବ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀରେ ଜିଲାର ୨୩୦ଟି ବିଦ୍ୟାଳୟରେ ରୂପାନ୍ତରଣର ଲୋକାର୍ପଣ କରିବେ । ଜିଲା ସ୍ତରୀୟ ଲୋକାର୍ପଣ ଉତ୍ସବ ବ୍ରହ୍ମପୁର…

ବିହାରରେ ହେବ ଜାତି ଭିତ୍ତିକ ଜନଗଣନା; କ୍ୟାବିନେଟରେ ହେଲା ନିଷ୍ପତ୍ତି

ଭୁବନେଶ୍ୱର: ବିହାରରେ ଜାତି ଭିତ୍ତିକ ଜନଗଣନା ଆସନ୍ତା ବର୍ଷ ଫେବୃଆରୀ ସୁଦ୍ଧା ଶେଷ ହେବ । ବୁଧବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜାତି ଭିତ୍ତିକ ଜନଗଣନା ବିଷୟରେ ଘୋଷଣା କରିଥିଲେ । ଗୁରୁବାର ଏହି ସ୍ୱତନ୍ତ୍ର ଜନଗଣନା ପାଇଁ ବିହାର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଏହି ଐତିହାସିକ…

ଶାହାରୁଖ-ଅଟଲୀଙ୍କ ଆଗାମୀ ଫିଲ୍ମର ନାମ ଯବାନ !

ମୁମ୍ବାଇ:ସାଉଥର ଲୋକପ୍ରିୟ ଫିଲ୍ମମେକର ଅଟଲୀଙ୍କ ଆଗାମୀ ଫିଲ୍ମରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ଅଭିନୟ କରୁଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଏହି ଫିଲ୍ମର ନାମ ଯବାନ ରଖାଯାଇଛି । ୨୫ ଟାଇଟଲ ମଧ୍ୟରୁ ଏହାକୁ ବଛାଯାଇଛି ବୋଲି ମେକର୍ସଙ୍କ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି…

ଏମଏଲଏ କଲୋନୀ ଗଛ କଟାକୁ ଚିତ୍ରାଙ୍କନରେ ବିରୋଧ

ଭୁବନେଶ୍ୱର: ଏମଏଲଏ କଲୋନୀରେ ଗଛ କଟାକୁ ନେଇ ମହାନଦୀ ବଞ୍ଚାଅ ଆନ୍ଦୋଳନ ଏକ ଭିନ୍ନ ଢ଼ଙ୍ଗରେ ପ୍ରତିବାଦ କରିଛି । ଶିଶୁ ତଥା ଛାତ୍ରଛାତ୍ରୀଙ୍କ ଦ୍ୱାରା ‘ଗଛ ହିଁ ଜୀବନ’ ଶୀର୍ଷକ ଚିତ୍ରାଙ୍କନ କରି ନିର୍ଦ୍ଦୟ ଗଛ କଟାକୁ ବିରୋଧ କରିଛି । ସେପଟେ ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ମିଳିଛି ଝଟକା ।…

ଓଡିଶାକୁ ଠକିଲେ କି ଜାଫର !

ଭୁବନେଶ୍ୱର: ଓଡିଶା କ୍ରିକେଟ ଦଳର ବର୍ତମାନ କୋଚ ୱାସିମ ଜାଫରଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଜାଫର ଓଡିଶା କୋଚ ପଦ ଛାଡି ବାଂଲାଦେଶ କ୍ରିକେଟ ବୋର୍ଡରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେବାକୁ ଯାଉଛନ୍ତି । ଯଦି ଏହା ସତ ହୋଇଥାଏ ତାହାହେଲେ ଜାଫର ଓଡିଶା ସହ ଛଳନରା କରିଛନ୍ତି କହିଲେ ଭୁଲ…

ହଜିଗଲେ ଛାତ୍ରୀ!

ଗତ ମାଟ୍ରିକ୍ ପରୀକ୍ଷାରେ ଆଶାତୀତ ଭାବରେ ଛାତ୍ରଛାତ୍ରୀମାନେ ପରୀକ୍ଷା ନ ଦେବାରୁ ବିଭିନ୍ନ ପ୍ରକାରର ପ୍ରସଙ୍ଗ ଆଲୋଚନା ଭିତରକୁ ଆସିଥିଲା । ବିଦ୍ୟାଳୟର ମାନ୍ୟତା ରକ୍ଷା ପାଇଁ ଶିକ୍ଷକମାନେ ଉଚ୍ଚ ଛାତ୍ରଛାତ୍ରୀଙ୍କ ନାମ ଦେଇ ଆଡ୍‌ମିଟ୍ କାର୍ଡ୍ ମଧ୍ୟ ନେଇ ଯାଇଥିବାର ଚାଞ୍ଚଲ୍ୟକର ଅଭିଯୋଗ ସବୁ…

ନିଜକୁ ବିବାହ କରିବେ ଶମା ବିନ୍ଦୁ

ଭୁବନେଶ୍ୱର: ଗୁଜୁରାଟର ଜଣେ ୨୪ ବର୍ଷୀୟା ଯୁବତୀ ନିଜକୁ ବାହା ହେବା କଥା ଘୋଷଣା କରିଛନ୍ତି । ଏଥିପାଇଁ ପରିବାର ଲୋକେ ରାଜି ହେବା ସହ ମଣ୍ଡପ, ତାରିଖ ଓ ନିମନ୍ତ୍ରଣ ସବୁ ପ୍ରସ୍ତୁତ ହୋଇସାରିଛି । କେବଳ ମନ୍ତ୍ର ପଢ଼ା ହେବ ଆଉ ହାତ ଗଣ୍ଠି ପଡ଼ିବ । ସେ ବି ନିଜକୁ ନିଜେ ହେବ । ଶମା ବିନ୍ଦୁ…