Latest Odisha News

BREAKING NEWS

Yearly Archives

2022

ଶୀତଳଷଷ୍ଠୀ ପାଇଁ ଉତ୍ସବମୁଖର ସମ୍ବଲପୁର; ବାହାରିଲା ଶୋଭାଯାତ୍ରା, ସର୍ଗିପତ୍ର ଦେଇ କନ୍ୟାପକ୍ଷଙ୍କ ସହ ହେଲା ନିର୍ବନ୍ଧ

ସମ୍ବଲପୁର : ଆସନ୍ତା ୪ ତାରିଖରେ ହେବ ସମ୍ବଲପୁର ସହରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ଏଥିପାଇଁ ଉତ୍ସବମୁଖର ହୋଇଉଠିଲାଣି ସମ୍ବଲପୁର ସହର । ଏହି କ୍ରମରେ ଗତକାଲି ହୋଇଥିଲା ପତରପେଣ୍ଡି ତଥା ନିର୍ବନ୍ଧ ଉତ୍ସବ । ନନ୍ଦପଡାର ବମ୍ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ପାଇଁ କନ୍ୟା ଖୋଜା ଯାଇଥିଲା ।…

ମୋବାଇଲ ନେଟ୍‌ୱାର୍କ ଦାବି: ୫ ପଞ୍ଚାୟତବାସୀଙ୍କ ୧୨ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ

ଦେବଗଡ଼: ମୋବାଇଲ ଟାୱାର ନାହିଁ ତ ଭୋଟ୍ ନାହିଁ। ଏହି ଦାବିରେ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ୍ ଡିମିରିକୁଦା , ଗଣ୍ଡମ , ଝରାଗୋଗୁଆ , ପାରପୋଷି , ଝାରମୁଣ୍ଡା ପଞ୍ଚାୟତବାସୀ ପଂଚାୟତ ନିର୍ବାଚନ ଭୋଟ ବର୍ଜନ ନିଷ୍ପତ୍ତି ନେଇଥିଲେ। ଫଳରେ ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ବି କୌଣସି ପ୍ରାର୍ଥୀ…

କବିତା : ହୃଦୟ ବି କିଛି ଏମିତି

ମଞ୍ଜୁଲତା ସାହୁ ଯାହାକୁ ଏ ମନ ଯେତିକି ଚାହୁଁଛି ସେ ସେତେ ଦୂରେଇ ଯାଏ, ଦିଏ ସେ ଯାହାକୁ ଅସରନ୍ତି ସୁଖ ସେ ସେତେ କନ୍ଦାଉ ଥାଏ । ମନେ ନୁହଁ ଯିଏ ମନରେ ରହଇ ସେ ସହଜେ ଭୁଲି ଯାଏ, ହୃଦୟ ଭିତରେ ରହିଥାଏ ଯିଏ ସେ ତ ହୃଦ ଭାଙ୍ଗିଦିଏ । ଖୋଜିବାର ଆଶା ରଖି ଯାହା ଠାରେ ନିଜକୁ…

ଆମ ଭାଷା, ଆମ ବ୍ୟାକରଣ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଅକ୍ଷର ଆମ ଓଡ଼ିଆ ଅକ୍ଷର ପ୍ରାଚୀନ ବ୍ରାହ୍ମୀ ଲିପିରୁ ଆସିଛି। ଲିପି ହେଉଛି ପ୍ରତ୍ୟେକ ଭାଷାର ଉତ୍ସ। ବ୍ରାହ୍ମୀ ଲିପିରୁ ସୃଷ୍ଟି ଆମ ଅକ୍ଷରର ଲିଖନ ପଦ୍ଧତି ସ୍ୱତନ୍ତ୍ର ଧରଣର। ବଙ୍ଗଳା, ଅସମୀୟା, ହିନ୍ଦୀ , ମୈଥିଳୀ ଆଦି ଅନ୍ୟାନ୍ୟ ଭାଷାଠାରୁ…

ଭାଷା ଭାଗବତ : ଶୁଗଣ ହିଁ ଭାଷାରକ୍ଷୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୩୩ ଅତୀତ ବଂଦନା, ଭର୍ତ୍ସନା କରିଲେ ହୋଇ ଏକମନା ଭବିଷ୍ୟତର ରୂପରେଖ ଆସେନି କାହାର ସମ୍ମୁଖ ଭବିଷ୍ୟତର କଥା ଭାଳି ଯେ ରହେ ସଂସାର ସଂଭାଳି ସେ କରେ କାମ ନାନା ଭଳି କାମରେ ଲାଗିପାରେ ବୋଲି ଅତୀତ ଗଲାଣି ବାହୁଡ଼ି ତାହା ସହିତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୯୦  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସ୍ମରଣ, ଧ୍ୟ୍ୟନ କରିବା ପାଇଁ କେବଳ ମନରେ ଭକ୍ତି, ପ୍ରଭୁଙ୍କ ପ୍ରତି ଅନୁରାଗ ଓ ଅନୁରକ୍ତି ରହିବା ଆବଶ୍ୟକ। ଏହି ଭକ୍ତି ସମ୍ବନ୍ଧରେ କିଛି ତାତ୍ତ୍ୱିକ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ପ୍ରଧାନ ବିଚାରପତିଙ୍କ ନିର୍ଦ୍ଦେଶ ନହେଲେ ଶୁଣାଣି ପାଇଁ ମନାକଲେ ଖଣ୍ଡପୀଠ

ନୂଆଦିଲ୍ଲୀ:  ସୁପ୍ରିମକୋର୍ଟ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ମାମଲାର ଶୀଗ୍ର ଶୁଣାଣି ପାଇଁ ମନା କରିଦେଇଛନ୍ତି। ଗତକାଲି ଏହି ମାମଲାର ଶୁଣାଣି ହେଉଥିଲା । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବି.ଆର୍. ଗଭାଇ ଓ ଜଷ୍ଟିସ ହିମା ‌କୋହଲୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର…

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ବିରୋଧ, ଲିଭିଯାଉଛି ବାରକୋଡ ଓ ଚିପ୍ !

ଭୁବନେଶ୍ୱର: ରାଜ୍ୟ ସରକାର ସମସ୍ତ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ଲଗାଇବାକୁ କହିଛନ୍ତି । ଗାଡିର ନମ୍ବର ଅନୁଯାୟୀ ଡେଡଲାଇନ୍ ମଧ୍ୟ ଦେଇ ସାରିଛନ୍ତି । ଏଥିପାଇଁ କିଛି ଡିଲର ପଏଣ୍ଟ ସରକାର ସ୍ଥିର କରିବେ ସେଠାରୁ ଯାଇ ହାଇ ସିକ୍ୟୁରିଟି ଗାଡି ନମ୍ବର ପ୍ଲେଟ ତିଆରି କରିହେବ । ଅବଧି ମଧ୍ୟରେ…

ଜୁନରେ ସ୍ୱାଭାବିକଠୁ ଟିକିଏ ଅଧିକ ବର୍ଷା ହେବ: ଆଇଏମଡି

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ପୂର୍ବାନୁମାନ କରିଛି ଯେ ଚଳିତ ବର୍ଷ ଜୁନ୍ ମାସରେ ସାରା ଦେଶରେ ବର୍ଷା ସ୍ୱାଭାବିକ ହେବ । ଆଗାମୀ ଚାରି ମାସ (ଜୁନରୁ ସେପ୍ଟେମ୍ବର) ମଧ୍ୟରେ ମୌସୁମୀ ବର୍ଷା ହାରାହାରି (ଏଲପିଏ)ର 103% ହେବ ବୋଲି ସମ୍ଭାବନା ରହିଛି। ତେବେ ଜୁନ୍…

କଂଗ୍ରେସ ନିଜ ବୁଡିବ, ଅନ୍ୟକୁ ବି ବୁଡାଇବ: ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ବେଶୀ ଦିନ ନୁହେଁ କିଛି ଦିନ ପୂର୍ବରୁ ଚର୍ଚ୍ଚା ହେଉଥିଲା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସର ମଙ୍ଗ ଧରିବେ । ସେ କଂଗ୍ରେସରେ ଯୋଗ ଦେବେ । ଆଉ 2024ରେ ମୋଦୀ ସରକାରକୁ ବଡ ଝଟକା ଦେବ । ଏବେ କିନ୍ତୁ ପ୍ରଶାନ୍ତଙ୍କ ସ୍ୱର ବଦଳିଯାଇଛି । ଆଉ ସେ ସମୟବି ଅତିବାହିତ…