Latest Odisha News

BREAKING NEWS

Yearly Archives

2022

ମୃତ୍ୟୁ ପୂର୍ବରୁ ଷ୍ଟେଜରେ କେକେଙ୍କର ଜୀବନର ଶେଷ ଗୀତ ‘ହମ୍ ରହେଁ ୟା ନାରହେଁ’

ମୁମ୍ବାଇ: ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ କୃଷ୍ଣକୁମାର କୁନାଥଙ୍କ ପରଲୋକରେ ସାରା ଦେଶ ସ୍ତବ୍ଧ । ଏହାକୁ ନେଇ ଅନେକ ତାଙ୍କ ଗୀତକୁ ମନେ ପକାଇ ସୋଶିଆଲ ମିଡିଆରେ ପ୍ରତିକ୍ରିୟା ରଖୁଥିବା ବେଳେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକି ତାଙ୍କର ପ୍ରଂଶସକ ଏବଂ ସହଯୋଗୀ କଳାକାରଙ୍କୁ ମର୍ମାହତ…

ବ୍ରଜରାଜନଗର ଉପ-ନିର୍ବାଚନ, ଡ୍ୟୁଟି ସମୟରେ ଦୁଇ ଜଣଙ୍କର ମୃତ୍ୟୁ

ଝାରସୁଗୁଡା (କେ ରୋଶନ ପୃଷ୍ଟି): ବ୍ରଜରାଜନଗର ଉପ-ନିର୍ବାଚନ ମତଦାନ ସମୟରେ ଜଣେ ହୋମଗାର୍ଡଙ୍କ ସମେତ ଦୁଇଜଣ ମତଦାନ ଅଧିକାରୀଙ୍କ ମୃତ୍ୟୁ ଘଟିଛି । ଉପନିର୍ବାଚନ ଡ୍ୟୁଟିରେ ଥିବା ବେଳେ ଜଣେ ହୋମଗାର୍ଡ ଅସୁସ୍ଥ ହୋଇପଡିଥିଲେ ପରେ ତାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ତ୍ରିଲୋଚନ ମହାନ୍ତି…

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ, ୭୧.୯୦ ପ୍ରତିଶତ ମତଦାନ

ଝାରସୁଗୁଡ଼ା: ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ। ମୋଟ ୨୭୯ଟି ବୁଥରେ ୭୧.୯୦ ପ୍ରତିଶତ ମତଦାନ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ପୂର୍ବାହ୍ନ ୧୧ଟା ସୁଦ୍ଧା ୩୨% ମତଦାନ ହୋଇଥିଲା। ସନ୍ଧ୍ୟା ୬ଟାରେ ନିୟମ ଅନୁଯାୟୀ ମତଦାନ ଶେଷ ହୋଇଥିଲା।…

ବଲିଉଡ ସିଙ୍ଗର କେକେଙ୍କ ବିୟୋଗ: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି ଅକ୍ଷୟ କୁମାର ଏବଂ ଅନ୍ୟାନ୍ୟ…

ମୁମ୍ବାଇ: ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ କୃଷ୍ଣକୁମାର କୁନାଥଙ୍କ ପରଲୋକରେ ଶୋକର ଛାୟା ଖେଳିଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ କୋଲକାତା ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ସିଏମଆରଆଇ)ରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ବିୟୋଗରେ…

ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପାଇଁ ପେଟିଏମରେ ଟିକେଟ୍ ବିକ୍ରି ଆରମ୍ଭ

ଭୁବନେଶ୍ୱର: ଆସନ୍ତା ଜୁନ୍ ୧୨ରେ କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ପାଇଁ ଜୁନ୍ ୧ ତାରିଖରୁ ଟିକେଟ୍ ବିକ୍ରି ଆରମ୍ଭ ହେଉଛି । ବୁଧବାର ସକାଳ ୧୧ଟା ବେଳରୁ ଅନଲାଇନ ଟିକେଟ୍ ବିକ୍ରି ଆରମ୍ଭ ହେବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ଅନଲାଇନ…

ହାଇଟେକ୍ ହସ୍ପିଟାଲରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ମଙ୍ଗଳବାର ସଂଧ୍ୟା ସମୟରେ ହାଇଟେକ୍ ହସ୍ପିଟାଲ ଓ ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନି କାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ସଟ ସର୍କିଟରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି । ନିଆଁ ଲାଗିବାର କିଛି କ୍ଷଣ ମଧ୍ୟରେ ଅବଶ୍ୟ ଆୟତ୍ତ…

ରାୟଗଡ଼ାରେ ମିଡିଆ କେୟାର ସାଧାରଣ ବୈଠକ ଅନୁଷ୍ଠିତ; ସାମ୍ବାଦିକଙ୍କୁ ସରକାରୀ ସ୍ୱୀକୃତି ଦାବି

ରାୟଗଡ଼ା: ମଙ୍ଗଳବାର ରାୟଗଡ଼ା ଜିଲ୍ଲା ମିଡିଆ କେୟାରର ସାଧାରଣ ବୈଠକ କୃଷ୍ଣଚନ୍ଦ୍ର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡ଼ିଶା ବାଇଟସ୍ ଏବଂ ଓଡ଼ିଶା ସମ୍ବାଦର ସମ୍ପାଦକ ସନ୍ଦୀପ ମିଶ୍ର, କନକ ଟିଭିର ସମ୍ପାଦକ ମନୋରଞ୍ଜନ ମିଶ୍ର ଏବଂ ବରିଷ୍ଠ ସାମ୍ବାଦିକ ଭକ୍ତ ତ୍ରିପାଠୀ ଭର୍ଚୁଆଲରେ ଯୋଗ ଦେଇ…

ପୁଟିନଙ୍କୁ କ୍ୟାନ୍ସର: ଜୀବନ ଆଉ ତିନି ବର୍ଷ

ଭୁବନେଶ୍ୱର: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାଂଘାତିକ କ୍ୟାନ୍ସର ରୋଗ ହୋଇଛି । ସେ ଆଉ ତିନି ବର୍ଷ ବଞ୍ଚିବେ । ଏକଥା ଡାକ୍ତର ତାଙ୍କୁ କହି ଦେଇଛନ୍ତି । ଏପରିକି ତାଙ୍କର ଦୃଷ୍ଟି ଶକ୍ତି ମଧ୍ୟ ଖରାପ ହୋଇଗଲାଣି । ସେ ଆଉ ଭଲ ଭାବରେ ଦେଖିପାରୁ ନାହାନ୍ତି । କୌଣସି ସାଧାରଣ…

ଚିତ୍ରଶିଳ୍ପୀ ଲଲାଟ ମୋହନ ଧର୍ମପଦ ପୁରସ୍କାରରେ ସମ୍ମାନିତ

ଭୁବନେଶ୍ୱର: ଲଳିତ କଳା ଏକାଡେମୀ ପକ୍ଷରୁ ଚିତ୍ରଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକଙ୍କୁ ବର୍ଷ - ୨୦୨୧ ପାଇଁ ଧର୍ମପଦ ପୁରସ୍କାର ପ୍ରଦାନ କରାଯାଇଛି। ଚିତ୍ରକଳା ଓ ଭାସ୍କର୍ଯ୍ୟ କ୍ଷେତ୍ରରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଶିଳ୍ପୀ ଲଲାଟ ମୋହନଙ୍କୁ ୫ ଲକ୍ଷ ଟଙ୍କା ଅର୍ଥ ରାଶି ସହ ପୁରସ୍କାର…