Latest Odisha News

BREAKING NEWS

Yearly Archives

2022

କବିତା : ଜୀବନ ଲତା

ଡମ୍ବରୁଧର ବେହେରା ଭଲ ଲୋକଟିଏ କରିଦିଅ ପ୍ରଭୁ ଖରାପେ ଗଣା ନ ହେବି ଲୋକଙ୍କ ଆଗରେ ଭଲ ନିଜେ ବୋଲି କେବେ ପୁଣି ନ କହିବି...।। କର୍ମ ପ୍ରତି ତ୍ୟାଗ ବଳିଦାନ ଭାବ ରହୁ ସଦା ମୋର ମନେ କର୍ମ ପାଇଁ କେବେ ଆଳସ ପ୍ରବୃତ୍ତି ନ ଆସୁ କେବେ ବି ଦିନେ....।। ନିଷ୍ଠା,ଏକାଗ୍ରତା, ଆତ୍ମ…

ଆମେରିକାର ସ୍କୁଲ ଭିତରେ ଆଖିବୁଜା ଗୁଳିମାଡ଼, ୨୧ ମୃତ

ଓ୍ୱାଶିଂଟନ୍: ଆମେରିକା ଟେକ୍ସାସର ଏକ ସ୍କୁଲରେ ଗୁଳିକାଣ୍ଡ । ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଅଛନ୍ତି ୧୮ ଜଣ ସ୍କୁଲ ପିଲା । ସେମାନଙ୍କର ବୟସ ୭ରୁ ୧୦ ବର୍ଷ ଭିତରେ ହୋଇଥିବା ସୂଚନା ମିଳିଛି । ଜଣେ ୧୮ ବର୍ଷୀୟ ବନ୍ଧୁକଧାରୀ ସ୍କୁଲ ଭିତରେ…

ଭାଷା ଭାଗବତ : ନିଜ ଭାଷାରେ ବିଶ୍ବଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୬ ଏ ମାଟି ମନ ନୁହେ ବାଂଝ ଯାହାର ଯାହା ଇଚ୍ଛା ଖଂଜ ବିତିଯିବ ଏ କାଳସଂଜ ମଂଜିରୁ ବାହାରିବ ମଂଜ ଜ୍ଞାନୀଏ ହେଲେ ଲୋକଛଡ଼ା ସାହିତ୍ୟ ହୋଇଲା ଅଲୋଡ଼ା ପରକଥାରେ ଗଲେ ଭଳି ମନରେ ଜମିଯାଏ ମଳି ନିଜର ଭାଷାକୁ ପାସୋରି ଅପର ଭାଷାକୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୮୩  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରତି ଭକ୍ତି ନିବେଦନ ଆମକୁ ତିନୋଟି ଚରମ ଉପଲବ୍ଧି ପ୍ରାପ୍ତ କରାଏ  । ଯଥା :  ସିଦ୍ଧି, ମୁକ୍ତି, ଓ ନିତ୍ୟ ଆନନ୍ଦ । ଏହାର ପ୍ରମାଣ ତନ୍ତ୍ର…

କଳିଙ୍ଗା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍: ୬ ମୃତ, ୪୫ ଆହତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭଞ୍ଜନଗର ଦୁର୍ଗାପ୍ରସାଦରେ ଓଲଟିଲା ପଶ୍ଚିମବଙ୍ଗ ଟୁରିଷ୍ଟ ବସ୍ । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୫ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଛନ୍ତି । ମୃତକଙ୍କ ଭିତରେ ୬ ଜଣ ମହିଳା ଓ ୨ ଜଣ ପୁରୁଷ ଥିବା ସୂଚନା…

ପ୍ରାଥମିକ ସ୍କୁଲରେ ଗର୍ଜିଲା ବନ୍ଧୁକ: ୧୪ ଛାତ୍ର ଏବଂ ଜଣେ ଶିକ୍ଷକଙ୍କ ମୃତ୍ୟୁ

ଟେକ୍ସାସ: ଆମେରିକାର ଟେକ୍ସାସର ଏକ ସ୍କୁଲରେ ଗୁଳିକାଣ୍ଡ । ଜଣେ ୧୮ ବର୍ଷୀୟ ସୁଟର ୧୪ ଜଣ ଛାତ୍ର ଏବଂ ଜଣେ ଶିକ୍ଷକଙ୍କୁ ଗୁଳି କରି ହତ୍ୟା କରିଛି । ଆମେରିକାର ଟେକ୍ସାସର ଗଭର୍ଣ୍ଣର ଗ୍ରେଗ ଆବଟ ଏହି ସୂଚନା ଦେଇଛନ୍ତି। ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସମସ୍ତଙ୍କୁ ହତ୍ୟା କରିବା…

ବିଶ୍ୱ ସ୍ୱାସ୍ଥ୍ୟ ପରିଷଦର ଅଧ୍ୟକ୍ଷ ହେଲେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କୁ 75ତମ ବିଶ୍ୱ ସ୍ୱାସ୍ଥ୍ୟ ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ସ୍ୱିଜରଲାଣ୍ଡର ଜେନେଭାଠାରେ ମେ 22ରୁ 28 ତାରିଖ ଯାଏ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବାର୍ଷିକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି।…

ରାଫେଲ୍ ଉଡ଼ାଇଲେ ଓଡ଼ିଆ ପାଇଲଟ ଡିକେ ପଟ୍ଟନାୟକ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଇଷ୍ଟର୍ଣ୍ଣ ଏୟାର କମାଣ୍ଡ ମୁଖ୍ୟ ଏୟାର ମାର୍ଶାଲ ଦିଲ୍ଲୀପ କୁମାର ପଟ୍ଟନାୟକ ସୋମବାର ରାଫେଲ ଯୁଦ୍ଧ ବିମାନ ଉଡ଼ାଇଛନ୍ତି। ପ୍ରଥମ ଓଡ଼ିଆ ଭାବେ ସେ ରାଫେଲ୍ ଯୁଦ୍ଧ ବିମାନ ଉଡ଼ାଇଛନ୍ତି। ଭାରତୀୟ ବାୟୁସେନାରୁ ମିଳିଥିବା ସୂଚନା ଅନୁଯାୟୀ ଡିକେ ପଟ୍ଟନାୟକ…

କ୍ୱାଡ୍ ବୈଠକରେ ଆତଙ୍କବାଦ ନିପାତ ଉପରେ ଗୁରୁତ୍ବ ଦେଲେ ଆମେରିକା ସମେତ ତିନି ଦେଶ

ଟୋକିଓ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଜାପାନର ଟୋକିଓ ଠାରେ ଆୟୋଜିତ ଦ୍ୱିତୀୟ କ୍ୱାଡ୍ ନେତୃ ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା, ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଯୋଶେଫ୍…

ଓବିସିସିକୁ ହସ୍ତାନ୍ତର ହେବ ଜିପିଆର ସର୍ଭେ ରିପୋର୍ଟ

ପୁରୀ: ମଙ୍ଗଳବାର ରାତି ଅଧିଆ ଜିପିଆର ସର୍ଭେ ଶେଷ ହୋଇଛି । ଶେଷଦିନରେ ଏମାର ମଠର ହୋଇଥିଲା ଯାଂଚ । ଖୁବଶୀଘ୍ର ଓଡ଼ିଶା ବି୍ରଜ୍ ଆଣ୍ଡ କନଷ୍ଟ୍ରକ୍ସନ୍ କର୍ପୋରେସନ୍ ଲିମିଟେଡ଼କୁ ହସ୍ତାନ୍ତର ହେବ ସର୍ଭେ ରିପୋର୍ଟ । ୪ ଦିନରେ ସର୍ଭେ କାମ ସାରିବାକୁ ରହିଥିଲା ନିର୍ଦ୍ଦେଶ। ମଙ୍ଗଳବାର ଏମାର…