ଭାଷା ଭାଗବତ : ଅକ୍ଷର ବୀଜ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୧୮
ଅକ୍ଷର ବୀଜ ପରି ଥାଏ
ମନରେ ଅଂକୁରିତ ହୁଏ
କାର୍ଯର ବଳେ ହୋଇ ବୃକ୍ଷ
ସାଧନ କରିପାରେ ଲକ୍ଷ୍ୟ
ଅନେକ ବୃକ୍ଷ ମିଶି ବନ
ହୋଇ କରଂତି ଫଳ ଦାନ
ଏହା ତ ପ୍ରକୃତି ବିଧାନ
ଏକ ଆରେକ ଠାରୁ ଭିନ୍ନ
ପୋଷିଲେ ସହଯୋଗ ଭାବ
ରହେନି…