ବୈଜ୍ଞାନିକମାନେ ଖୋଜି ବାହାର କଲେ ସବୁଠାରୁ ଭୟଙ୍କର ଓ ମୂଲ୍ୟବାନ ଗ୍ରହ
ୱାଶିଂଟନ:ବୈଜ୍ଞାନିକମାନେ ମହାକାଶରେ ଏକ ଭୟଙ୍କର ଗ୍ରହ ଖୋଜି ବାହାର କରିଛନ୍ତି । ପୃଥିବୀ ସମକକ୍ଷ ଆକାରର ଏହି ଗ୍ରହର ଉତାପ ଆବଶ୍ୟକତାଠାରୁ ବହୁତ ଅଧିକ । ବୈଜ୍ଞାନିକମାନେ ଏହାର ନାମ ଜନଶନ ଦେଇଛନ୍ତି । ଆମ ସୌରଜଗତ ବାହାରେ ଥିବା ଏହି ଗ୍ରହର ଉତାପ ୨୦୦୦ ଡିଗ୍ରୀ ସେଲସିୟସ । ସେଠାରେ ପାଦ…