Latest Odisha News

BREAKING NEWS

Yearly Archives

2023

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୯୧)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସିଡ଼୍‌କୁ ଦେଖିବା ମାତ୍ରେ ରାଗିକି କହିଲା “ତୋର ଏମିତି ଛୁଆଳିଆ ଓ ଅପରିପକ୍ୱ ବ୍ୟବହାର କ'ଣ ପାଇଁ ଶୁଣେ!” । “ପ୍ଲିଜ୍‌, ମୋ' କଥା ଟିକେ ଆଗ ଶୁଣ ବ୍ରୋ! ତମେ ଜାଣ ଗୋଟେ ରକ୍‌ଷ୍ଟାର ହେବା ପାଇଁ ମୋ' ଭିତରେ…

ସୁଖନିଦ୍ରା ପାଇଁ ପେଙ୍ଗସୁଇ ଟିପ୍ପ, ଆସନ୍ତୁ ଜାଣିବା…

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭଲ ଭାବେ ନିଦ ନ ହେଲେ ଅନେକ ପ୍ରକାର ସ୍ଵାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଅନିଦ୍ରାକୁ ଦୂରେଇ ଦେବା ପାଇଁ ଲୋକେ ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି। ତେବେ ପେଙ୍ଗସୁଇରେ ଏଭଳି କିଛି ଉପାୟ ରହିଛି, ଯାହାଦ୍ଵାରା ସୁଖନିଦ୍ରା ଆସିଥାଏ। ସେହି ଉପାୟଗୁଡ଼ିକ…

ଭ୍ୟାନ୍‌ ଓଲଟି ୧୨ କାଉଡ଼ିଆ ଆହତ, ଜଣେ ଗୁରୁତର

ଆନନ୍ଦପୁର: ପୁଣି ଦୁର୍ଘଟଣାର ଶିକାର ହେଲା କାଉଡ଼ିଆଙ୍କ ଗାଡି଼। ଘଷିପୁରା ଥାନା ଗୋହିରା ନିକଟରେ ଓଲଟିଲା କାଉଡ଼ିଆଙ୍କ ଭ୍ୟାନ୍‌। ଘଟଣାରେ ୧୨ କାଉଡ଼ିଆ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ରହିଛି। ସମସ୍ତ ଗୁରୁତର ଓ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି…

କବିତା : ମାଟିଘୋଡ଼ା

ଗଦାଧର ସାହୁ  ମାଟି ପୋଡି ମାଟି ଘୋଡା ଗଢ଼ିଥିଲି ସେନେହ ମମତା ଭରି, ଘୋଡା ଭାଙ୍ଗିଗଲା ହୃଦୟ ଭାଙ୍ଗିଲା ଘୋଡା ନଆସିଲା ଫେରି । ରକ୍ତ ମାଂସ ହାଡ ଶରୀର କାନ୍ଦିଲା ମାଟି ପୋଡା ଘୋଡା ପାଇଁ, ରକ୍ତ ମାଂସ ହାଡ ଘୋଡାର ନଥିଲା ମନ କାନ୍ଦି ଝୁରୁଥାଇ । ସେନେହ ମମତା ଯହିଁ…

ଅନେକ ରୋଗରୁ ମୁକ୍ତି ଦିଏ ଏହି ପତ୍ର, ଜାଣନ୍ତୁ ଏହି ପତ୍ରର ଉପକାରିତା…

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯେତେବଳେ ପିଜୁଳି କଥା ମନେପଡେ ସେତେବେଳେ ତା’ ସ୍ୱାଦକୁ ନେଇ ଚର୍ଚ୍ଚା ହୋଇଥାଏ । ଏହା ଖାଇବାକୁ ଯେତିକି ସୁଆଦିଆ ଶରୀର ପାଇଁ ମଧ୍ୟ ସେତିକି ଲାଭଦାୟକ । ପିଜୁଳି ପରି ତା’ ପତ୍ର ମଧ୍ୟ ଆମ ଶରୀର ପାଇଁ ବେଶ ଗୁଣକାରୀ । ପିଜୁଳି ପତ୍ରରେ ଏଭଳି ଅନେକ ପୋଷକ ତତ୍ତ୍ୱ…

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସଇଁତଳାରେ ଅଟକିଲା ଇସ୍ପାତ ଏକ୍ସପ୍ରେସ୍‌

ବଲାଙ୍ଗିର: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦେଢ଼ ଘଣ୍ଟା ହେଲା ଅଟକି ରହିଛି ଇସ୍ପାତ ଏକ୍ସପ୍ରେସ୍। ବଲାଙ୍ଗିର ଜିଲ୍ଲା ସଇଁତଳା ଷ୍ଟେସନରେ ୫.୪୫ ମିନିଟରେ ଟ୍ରେନ ପହଞ୍ଚିବା ପରେ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏକ୍ସପ୍ରେସଟି ଟିଲାଗଡ଼ରୁ ହାୱାଡ଼ା ଅଭିମୁଖେ ବାହାରିଥିଲା। କିନ୍ତୁ…

ଭାଷା ଭାଗବତ : ପକ୍ଷୀଂକର ଭାଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପକ୍ଷୀର ଭାଷା ଆନୁଗତ୍ୟ ହୁଏନି କେବେ ବିଚଳିତ କେକା, କୁହୁ ଆଉ କାକଳି କେବେ ନ ଯାଆଂତି ବଦଳି ପକ୍ଷୀ ତ ବିଶ୍ବ-ପର୍ଯଟକ ସବୁଠି ରଖେ ଭାଷା ଟେକ ଚିଁଚାଁ, କାଆକାଆ ଓ କୁହୁ ଯାହା ଯେମିତି ହୋଇଥାଉ ସବୁଠି ଚଳାଇ ତା ଭାଷା…

ଓଡ଼ିଶା ଆସିବ ଗ୍ଲୋବାଲ କମ୍ପାନୀ ସିନପସିସ୍‌, ୩୦୦ ଚିପ୍ ଡିଜାଇ ଇଞ୍ଜିନିୟରଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟ ସରକାର ସେମିକଣ୍ଡକ୍ଟର ଡିଜାଇନ କ୍ଷେତ୍ରକୁ ପ୍ରୋତ୍ସାହିତ କରିଆସୁଛନ୍ତି। ବର୍ତ୍ତମାନ ଏହି କ୍ଷେତ୍ରରେ ଆଉ ଏକ ସଫଳତା ଯୋଡି ହେବାକୁ ଯାଉଛି। ଇଲେକ୍ଟ୍ରୋନିକ୍ସ ଡିଜାଇନ ଏବଂ ଅଟୋମେସନ(ଇଡିଏ) କ୍ଷେତ୍ରରେ ଗ୍ଲୋବାଲ ଲିଡର ସିନପସିସ୍ ଭୁବନେଶ୍ୱରରେ ଏହାର ଡିଜାଇନ ସେଣ୍ଟର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମହାପ୍ରସାଦର ଉତ୍ପତ୍ତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦ ମାହାତ୍ମ୍ୟ ବର୍ଣ୍ଣନାରେ ଥିବା କିଛି ତର୍କ ଆହ୍ୱାନକାରୀ ବିଷୟ ଆଲୋଚନା ପରେ ଆଜି ଏହି ମହାପ୍ରସାଦର ଉତ୍ପତ୍ତି ସମୟ ବିଭିନ୍ନ ପୁରାଣ ବର୍ଣ୍ଣନା…

ଜିଇଏମ୍ ସମ୍ମିଳନୀ ଆୟୋଜିତ: ସରକାରୀ କ୍ରୟ ପ୍ରକ୍ରିୟାରେ ଓଡ଼ିଶାର ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଙ୍କୁ ପ୍ରୋତ୍ସାହନ

ଭୁବନେଶ୍ୱର: ସରକାରୀ ସେବା ଓ ସାମଗ୍ରୀ କ୍ରୟ ପ୍ରକ୍ରିୟାରେ ଓଡ଼ିଶାରେ କାରବାର କରୁଥିବା ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଆରମ୍ଭ ହୋଇଛି। ଏହି କ୍ରମରେ ୨୯ ଜୁଲାଇରେ ଭୁବନେଶ୍ୱରଠାରେ ସରକାରୀ ଇ- ମାର୍କେଟପ୍ଲେସ୍‌ ବା ଜିଇଏମ ସମ୍ମିଳନୀ…