ସଂସଦ ପରିସରରେ ଆପ ସାଂସଦ ରାଘବ ଚଢାଙ୍କୁ ଖୁମ୍ପିଲା କାଉ !
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ଖୁମ୍ପିଲା କାଉ। ମୌସୁମୀ ଅଧିବେଶନରେ ଯୋଗଦେବା ପାଇଁ ସେ ସଂସଦରେ ପହଞ୍ଚିଥିଲେ। ଏହି ସମୟରେ ଆକାଶରେ ଉଡୁଥିବା କାଉଟି ରାଘବଙ୍କ ମୁଣ୍ଡକୁ ଖୁମ୍ପିଥିବା ଦେଖିବାକୁ ମିଳିଛି। ଆଉ ସେହି ସମୟର ଘଟଣା କ୍ୟାମେରାରେ କଏଦ ହୋଇଛି।…