Latest Odisha News

BREAKING NEWS

Yearly Archives

2023

ମୁଁ ବି ନକ୍ସଲ ଓ ବାମପନ୍ଥୀ ଚିନ୍ତାଧାରାରେ ପ୍ରଭାବିତ ଥିଲି :ବିବେକ

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ସର୍ବଦା ତାଙ୍କ ବୟାନ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ କହିଛନ୍ତି, ମୁଁ ବି ନକ୍ସଲ ଓ ବାମପନ୍ଥୀ ଚିନ୍ତାଧାରାରେ ପ୍ରଭାବିତ ଥିଲି । ମାତ୍ର ପରେ ମୋ ବିଚାରଧାରାରେ ପରିବର୍ତନ ଆସିଥିଲା । ସର୍ବଦା ବିରୋଧ ଓ ସମାଲୋଚନା…

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ବୁଧବାର ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଟୋନି। ନବୀନ ନିବାସରେ ଉଭୟ ନେତା ପ୍ରାୟ ଏକ ଘଣ୍ଟା ଧରି କିଛି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଆଲୋଚନା…

ବିଦ୍ୟୁତ୍ ପଳାଇବାରୁ ମହାକାଶ କେନ୍ଦ୍ର ସହ ତୁଟିଗଲା ନାସାର ସମ୍ପର୍କ

ୱାଂଶିଟନ୍: ଆମେରିକାର ଅନ୍ତରୀକ୍ଷ ସଂସ୍ଥା ନାସାରୁ ବିଦ୍ୟୁତ କଟିଯିବା ଫଳରେ ମଙ୍ଗଳବାର ମିଶନ କଣ୍ଟ୍ରୋଲ୍ ଓ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇ ଯାଇଥିଲା । ମହାକେଶ କେନ୍ଦ୍ରକୁ ମିଶନ କଣ୍ଟ୍ରୋଲରୁ କମାଣ୍ଡ ଦିଆ ଯାଇ ପାରି ନଥିଲା । ଅନ୍ତରୀକ୍ଷରେ ଥିବା ୭…

‘ଅପମାନ’: ସଂସଦରେ କଂଗ୍ରେସ ସଭାପତି ଖଡ଼ଗେ କହୁଥିଲେ, ବନ୍ଦ ହୋଇଗଲା ମାଇକ୍

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନରେ ମଣିପୁର ହିଂସା ପ୍ରସଙ୍ଗ ସରକାର ଏବଂ ବିରୋଧୀ ଦଳ ମଧ୍ୟରେ ବିବାଦର କାରଣ ପାଲଟିଛି। ଏହାର କାରଣ ହେଉଛି ଯେ ଅଧିବେଶନ ଆରମ୍ଭରୁ ଅଦ୍ୟାବଧି ଗୋଟିଏ ଦିନ ବି ହୋଇ ନାହିଁ ଯେତେବେଳେ ଗୃହର ପ୍ରକ୍ରିୟା ସ୍ଥଗିତ ରଖାଯାଇ ନାହିଁ। ବୁଧବାର ମଧ୍ୟ ମଣିପୁରରେ ହୋଇଥିବା…

ସବୁଠୁ ଛୋଟ ହନୁମାନ ଚାଳିିସା : ଏକ ସେଣ୍ଟିମିଟର ଏହି ପୁସ୍ତକରେ ରହିଛି ମୋଟ ୧୫ ପୃଷ୍ଠା

ହରିୟାଣା: ସନାତନ ଧର୍ମରେ ପ୍ରଭୁ ହନୁମାନ ଏବଂ ହନୁମାନ ଚାଳିସାର ଏକ ବିଶେଷ ସ୍ଥାନ ରହିଛି । ଯଦି ଆପଣ ସନାତନ ଧର୍ମକୁ ବିଶ୍ୱାସ କରୁଥିବେ , ତେବେ ଆପଣ ନିଶ୍ଚିତ ଭାବରେ ହନୁମାନ ଚାଳିସା ପଢିଥିବେ । କିନ୍ତୁ ଆପଣ କେବେ ଏକ ସେଣ୍ଟିମିଟର ଆକାରର ହନୁମାନ ଚାଳିସା ଦେଖିଛନ୍ତି? ହରିୟାଣାର ଜଣେ…

ସଂସଦରେ ରୁଲ୍ ୨୬୭ ଏବଂ ୧୭୬କୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ, ଜାଣନ୍ତୁ କ’ଣ ଏହି ରୁଲ୍?

ନୂଆଦିଲ୍ଲୀ: ମଣିପୁର ହିଂସା ସଡକରୁ ଆସି ସଂସଦରେ ପହଁଚିଛି। କିନ୍ତୁ ଏହାକୁ ନେଇ ଆଲୋଚନା ହେଉ ବୋଲି ବିରୋଧୀ ଦାବି କରି ରାଜ୍ୟସଭାରେ ୨୬୭ ନିୟମ ଆଧାରରେ ନୋଟିସ୍ ଦେଇଛନ୍ତି। ୫୦ଟି ନୋଟିସ ଏହି ରୁଲରେ ଆସିଛି ବୋଲି ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନଖଡ କହିଛନ୍ତି।…

ଲଘୁଚାପ ସକ୍ରିୟ, ପ୍ରବଳ ବର୍ଷାରେ ୩୦ ତାରିଖ ଯାଏ ଭିଜିବ ଓଡ଼ିଶା

ଭୁବନେଶ୍ୱର: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି । ପ୍ରଭାବରେ ରାଜ୍ୟରେ ଆଗାମୀ ୫ ଦିନ ଯାଏ ପ୍ରବଳ ବର୍ଷା ହେବ । ଏନେଇ ବିଭିନ୍ନ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି…

ସତ ହେଲା ମୋଦୀଙ୍କ ଭବିଷ୍ୟବାଣୀ, ବିରୋଧୀଙ୍କ ଉପରେ ୨୦୧୯ରେ ଆକଳନ କରିଥିଲେ, ୨୦୨୩ରେ ସତ ହେଲା

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ଆସନ୍ତା ବର୍ଷ ହେବାକୁ ଯାଉଛି। ଏହା ପୂର୍ବରୁ ସଂସଦରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି । କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଲୋକସଭା ବାଚସ୍ପତି। କିନ୍ତୁ ଆଜି ସକାଳଠୁ ସୋଶିଆଲ ମିଡିଆ…

ନିଜ ବନ୍ଧୁକରୁ ଗୁଳି ଫଟାଇ ଆତ୍ମହତ୍ୟା ଉଦ୍ୟମ କଲେ ପୋଲିସ ଅଫିସର

କୋରାପୁଟ: ପୋଲିସ ଇନ୍ସପେକ୍ଟରଙ୍କ ଆତ୍ମହତ୍ୟା ଉଦ୍ୟମ । ନିଜ ବନ୍ଧୁକରୁ ଗୁଳିକଲେ ଇନ୍ସପେକ୍ଟର । ତାଙ୍କର ବେକ ଓ ମୁଣ୍ଡରେ ଗୁଳି ବାଜିଥିବା ଜଣାଯାଇଛ । ଏମିତି ଖବର ଆସିଛି କୋରାପୁଟ ଜିଲ୍ଲାରୁ । ଆଜି ସକାଳ ୧୧ଟା ୪୦ ମିନିଟରେ କୋରାପୁଟ ଏସପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ…

ଟି୨୦ରେ ବିଶ୍ୱ ରେକର୍ଡ ସ୍ଥାପନ କଲେ ମାଲେସିଆ ବୋଲର ସ୍ୟାଜରୁଲ ଇଦ୍ରୁସ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଏସିଆ ବି କ୍ୱାଲିଫାୟର ମୁକାବିଲାରେ ମାଲେସିଆର ସ୍ୟାଜରୁଲ ଇଦ୍ରୁସ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଟି୨୦ ଇତିହାସରେ ସେ ପ୍ରଥମ ବୋଲର ଭାବେ ୭ଟି ୱିକେଟ ହାସଲ କରିଛନ୍ତି । ଏହି ପେସ ବୋଲର ଜଣଙ୍କ ଚୀନର ସମସ୍ତ ବ୍ୟାଟ୍ସମ୍ୟାନଙ୍କୁ ବୋଲ୍ଡ କରିଥିଲେ ।…