ଲାଞ୍ଚ ନେଉଥିଲା ପୋଲିସ, ମାଡି ବସିଲା ଭିଜିଲାନ୍ସ
ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ପଡିଲେ ପୋଲିସ । ଲାଞ୍ଚ ନେବେବେଳେ ରେଡ ହାଣ୍ଡରେ ପୋଲିସକୁ ଧରିଛି ଭିଜିଲାନ୍ସ । ଅନୁଗୁଳ ଜିଲ୍ଲା କିଆକଟା ଥାନା ଏଏସଆଇ ପଡିଛନ୍ତି ଭିଜିଲାନ୍ସ ଜାଲରେ । ଏଏସଆଇ ନବୀନ କୁମାର ଶତପଥୀ ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ ତାଙ୍କୁ ବୌଦ୍ଧ…