ବସ୍ ଯିବା ପରେ ପରେ ଧସିଗଲା ରାସ୍ତା; ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ
ପୁରୀ: ଧସିଗଲା ପୁରୀ ଚକ୍ରତୀର୍ଥ ରୋଡ । ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏକ ଯାତ୍ରୀବାହୀ ଯିବା ପରେ ଧସିଗଲା ରାସ୍ତା । ରାସ୍ତା ମଝିରେ ବିରାଟ ଗାତ । ଏହାକୁ ନେଇ ଏବେ ପୁରୀବାସିନ୍ଦାଙ୍କ ମଧ୍ୟର ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।
ଆଜି ସକାଳୁ ସକାଳୁ ପୁରୀ ଚକ୍ରତୀର୍ଥ ରୋଡରେ…