ଅଷ୍ଟ୍ରେଲିଆର ସମୁଦ୍ର ତଟରୁ ମିଳିଲା ରହସ୍ୟମୟୀ ବସ୍ତୁ, ସନ୍ଦେହରେ ଚନ୍ଦ୍ରଯାନ-୩
ନୂଆଦିଲ୍ଲୀ: ପଶ୍ଚିମ ଅଷ୍ଟ୍ରେଲିଆର ଗ୍ରୀନ୍ ହେଡ୍ ଉପକୂଳରେ ଏକ ରହସ୍ୟମୟ ବସ୍ତୁ ଦେଖିବାକୁ ମିଳିଛି । ଏହି ବସ୍ତୁଟି ଭାରତରୁ ଉତକ୍ଷେପଣ କରାଯାଇଥିବା ଚନ୍ଦ୍ରଯାନ -୩ ସହ ଜଡ଼ିତ ବୋଲି ଅନୁମାନ କରାଯାଉଛି । ରହସ୍ୟମୟ ବସ୍ତୁର ଉଚ୍ଚତା ଏବଂ ଚଉଡ଼ା ପ୍ରାୟ ୨ ମିଟର । ୬୪୨ ଟନ୍, ୪୩.୫ ମିଟର…