ନାଚି ନାଚି ଚାଲିଗଲା ୪୦୦ ଜୀବନ
ପ୍ୟାରିସ: ନାଚି ନାଚି ଚାଲିଗଲା ୪୦୦ ଜୀବନ । ଖୁବ ସାଂଘାତିକ ଘଟଣା ନିଶ୍ଚୟ । ମନରେ ପ୍ରଶ୍ନ ଆସୁଥିବ କେଉଁଠି ଏବଂ କେମିତି ଘଟିଲା ଏ ଘଟଣା ? ହେଲେ ଏ ପ୍ରଶ୍ନର ଉତ୍ତର ବି ଆହୁରି ସାଂଘାତିକ । ଅବଶ୍ୟ ଘଟଣାଟି ଆଜି ବା କାଲିର ନୁହେଁ । ତଥାପି ଶତାଧିକ ବର୍ଷ ତଳର ଏହି ଘଟଣାଟି ଆଜି ବି ମନେ…