ଜାଲରେ ପଡ଼ିଲା ବିଶାଳକାୟ ମାଛ: ବିକ୍ରି କରି ନ ପାରି ଚିନ୍ତାରେ ଚାଷୀ
ଭଦ୍ରକ: ଜାଲରେ ପଡିଛି ଏତେବଡ ମାଛ ! ଦେଖିଲେ ଆଖି ଖୋସି ହେଇଯିବ । ଓଜନ ବି କିଛି କମ ନୁହେଁ । ପୂରା ୩୦ କେଜି । ମାଛଧରାଳି କେଉଟ ତ ଏତେବଡ ମାଛକୁ ଦେଖି ବେଶ ଖୁସି ହୋଇ ଯାଇଥିଲେ । ହେଲେ ଏବେ ପଡିଛନ୍ତି ଚିନ୍ତାରେ । କ’ଣ କରିବେ ଏଇ ମାଛକୁ ନେଇ ? ଏତେ ବଡ ମାଛକୁ ନେବ କିଏ ? ଘରେ ବା…