ବାହାଘର ଉତ୍ସବରୁ ଫେରୁଥିବା ବେଳେ ଗଛକୁ ଧକ୍କା ଦେଲା କାର୍, ଚାଲିଗଲା ୩ ଜୀବନ
ନବରଙ୍ଗପୁର: ରାଜ୍ୟରେ ସିରିଜ ଦୁର୍ଘଣଟଣା ଜାରି ରହିଛି। ଗଞ୍ଜାମ ଦିଗପହଣ୍ଡି ଦୁର୍ଘଟଣା ଘଟିବା ପରେ ବିଭିନ୍ନ ଅଞ୍ଚଳରୁ ସଡ଼କୁ ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି। ପୁଣି ନବରଙ୍ଗପୁର ଜିଲ୍ଲା ଉମରକୋଟ ଝରିଗାଁ ବାସିନୀ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଗଛକୁ ଏକ କାର୍ ଧକ୍କା…