Latest Odisha News

BREAKING NEWS

Yearly Archives

2023

ବଜାରରେ ବଢୁଛି କୃତ୍ରିମ ହୀରାର ଚାହିଦା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିର ସମୟରେ ଟେକ୍ନୋଲୋଜି ଏତେ ବୃଦ୍ଧି ପାଇଛି ଯେ ବର୍ତ୍ତମାନ ଲ୍ୟାବରେ ହୀରା ମଧ୍ୟ ତିଆରି କରାଯାଉଛି। ପ୍ରାକୃତିକ ହୀରା ଅପେକ୍ଷା ଲ୍ୟାବ ଦ୍ୱାରା ନିର୍ମିତ ହୀରା ଶସ୍ତା ବୋଲି କୁହାଯାଉଛି। ଏହି ହୀରା ୭୫ ପ୍ରତିଶତ ଶସ୍ତା ହୋଇପାରେ। ଲ୍ୟାବ ହୀରାର ବ୍ୟବସାୟକୁ ଭାରତ…

ବାହାନଗା ହାଇସ୍କୁଲ ପୁନଃନିର୍ମାଣ; ୨ କୋଟି ୪୯ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାଲେଶ୍ବର ଜିଲ୍ଲାର ବାହାନଗା ହାଇସ୍କୁଲର ପୁନଃନିର୍ମାଣ କରାଯିବ ।  ୫ଟି ଯୋଜନାରେ ଏହି ସ୍କୁଲର  ପୁନଃନିର୍ମାଣ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ୨ କୋଟି ୪୯ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।  ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅର୍ଥ ମଞ୍ଜୁର କରାଯାଇଛି…

ଭିଟାମିନ-ଡି ଅଭାବ ଥିଲେ ଜାଣିବେ କିପରି ? ଲକ୍ଷଣ ଦେଖା ଦେଲେ କରନ୍ତୁ ପ୍ରତିକାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୁସ୍ଥ ରହିବା ପାଇଁ ଶରୀର ପାଇଁ ସମସ୍ତ ପୋଷକ ତତ୍ତ୍ୱ ଆବଶ୍ୟକ। ଏହି ଜରୁରୀ ପୋଷକ ତତ୍ତ୍ୱ ମଧ୍ୟରେ ଭିଟାମିନ୍-ଡି ଅନ୍ୟତମ। ଯାହା ସ୍ୱାସ୍ଥ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ଏହି ଭିଟାମିନ୍ ଶରୀରରେ କ୍ୟାଲସିୟମ୍ ଏବଂ ଫସଫେଟ୍ ପରିମାଣକୁ ନିୟନ୍ତ୍ରଣ କରିବାରେ…

ଓଡ଼ିଶା ଛୁଇଁଲା ମୌସୁମୀ: ଦୁଇ ଦିନ ଭିତରେ ଭିଜାଇବ ସାରା ରାଜ୍ୟ

ଭୁବନେଶ୍ୱର:ରାଜ୍ୟକୁ ଅଗ୍ରସର ହେଲା ଦକ୍ଷିଣ ପଶ୍ଚିମ-ମୌସୁମୀ ବାୟୁ  । ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମାଲକାନଗିରି ଜିଲ୍ଲାର ଅଧିକାଂଶ ଅଞ୍ଚଳ, କୋରାପୁଟ ଏବଂ  ଗଜପତି ଜିଲ୍ଲାର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି  ।  ଆଗାମୀ ଦୁଇଦିନ ମଧ୍ୟରେ ସାରା ଓଡିଶାକୁ ଅଗ୍ରସର ହେବ । ଏଥିପାଇଁ ପାଗ…

ଚୁଡ଼ା ବନାମ ଭାତ: ଏଥି ମଧ୍ୟରୁ କେଉଁଟି ସ୍ୱାସ୍ଥ୍ୟକର ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚୁଡ଼ା ଭାରତରେ ଖାଉଥିବା ଏକ ପ୍ରିୟ ଜଳଖିଆ। ଏହା ହଜମ ପ୍ରକ୍ରିୟା ପାଇଁ ବହୁତ ଭଲ ଏବଂ ସକାଳ ଜଳଖିଆ ପାଇଁ ମଧ୍ୟ ସୁସ୍ଥ ବୋଲି ବିବେଚନା କରାଯାଏ। ଅନ୍ୟପଟେ ଭାତକୁ ମଧ୍ୟ ଭାରତୀୟମାନେ ଅଧିକ ପସନ୍ଦ କରନ୍ତି।  ପୋହା ବା ଚୁଡ଼ା ଏବଂ ଭାତ ସମାନ ଧାନରୁ ତିଆରି…

ପୂର୍ବତନ ଡିଏସଡବ୍ଲୁଓଙ୍କର ଅସଂଖ୍ୟ କୋଠା, ଜାଗା; ତଥାପି ଭିଜିଲାନ୍ସର ହିସାବ ସରୁନି

ଭୁବନେଶ୍ୱର:  ଭଦ୍ରକର ପୂର୍ବତନ ଡିଏସଡବ୍ଲୁଓ ତଥା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କ ଘରୁ ମିଳିଛି ଆଖି ଖୋଲିହେଲା ପରି ସମ୍ପତ୍ତି । ଜୟନ୍ତୀଙ୍କ ଏତେ ଘର ଏତେ ସମ୍ପତ୍ତି ଦେଇ ଭିଜିଲାନ୍ସ ଟିମ ବି ଆଶ୍ଚର୍ଯ୍ୟ । ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି…

ପ୍ରବଳ ବର୍ଷାରେ ଭିଜିଲା ଭୁବନେଶ୍ୱର; ତାତିରୁ ମିଳିଲା ଆଶ୍ୱସ୍ତି

ଭୁବନେଶ୍ୱର: ରାଜଧାନୀରେ ଛେଚିଲା ବର୍ଷା । କିଛି ଘଣ୍ଟା ଧରି ପ୍ରବଳ ବର୍ଷିଲା । ସାରା ସହରକୁ ମିଳିଲା ଗରମରୁ ଆଶ୍ୱସ୍ତି । ରାଜ୍ୟରେ ଆରମ୍ଭ ହୋଇ ଯାଇଛି ପ୍ରାକ ମୌସୁମୀ ବର୍ଷା । ରାଜଧାନୀ ଭୁବନେଶ୍ୱର ସମେତ କଟକର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇଯାଇଛି । ଏଥିସହିତ ଆଗାମୀ ୩…

ଆଣ୍ଡ୍ରଏଡ଼ ୟୁଜର୍ସଙ୍କ କଥା ଶୁଣୁଥିଲା ହ୍ୱାଟ୍ସଆପ୍, ବଗ୍ ଫିକ୍ସ କଲା ଗୁଗୁଲ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ୱାଟ୍ସଆପ୍‌କୁ ବିଶ୍ୱସାରା ଲୋକେ ବ୍ୟବହାର କରନ୍ତି। ଆଉ ହ୍ୱାଟ୍ସଆପ୍‌ର ପ୍ରାଇଭେସି ଯଦି ଲିକ୍ ହୁଏ ତେବେ ଏହାର ପ୍ରଭାବ ସାରା ବିଶ୍ୱର ଲୋକଙ୍କ ଉପରେ ପଡେ। କିଛି ଦିନ ପୂର୍ବରୁ ଜଣେ ଟ୍ୱିଟର ଇଞ୍ଜିନିୟର ଏକ ଟ୍ୱିଟରେ ଦାବି କରିଥିଲେ…

ଆମ ହସ୍ପିଟାଲ ଦାବି: ବିକ୍ଷୋଭ କଲେ ଛେଣ୍ଡିପଦାର ୩୦ ଗାଁ ଲୋକେ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଡାକ୍ତରଖାନାକୁ ଆମ ହସ୍ପିଟାଲ ଯୋଜନାରେ ସାମିଲ କରିବା ଦାବିରେ ଆଜି ୩୦ଟି ଗ୍ରାମରୁ ପ୍ରାୟ ୧୦ ହଜାରରୁ ଅଧିକ ପୁରୁଷ ଓ ମହିଳାମାନେ ଏକତ୍ରିତ ହୋଇ ଦେବଗଡ଼ ଛକଠାରୁ ଏକ ବିରାଟ ରାଲିରେ ଆସି ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ…