Latest Odisha News

BREAKING NEWS

Yearly Archives

2023

ଟ୍ୱିଟର ମାଲିକ ଓ ମେଟା ସିଇଓଙ୍କ ମଧ୍ୟରେ କଡ଼ା ଟକ୍କର, ମସ୍କଙ୍କ ଚ୍ୟାଲେଞ୍ଜକୁ ସ୍ୱୀକାର କଲେ ଜୁକରବର୍ଗ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟ୍ୱିଟର ମାଲିକ ଏଲୋନ ମସ୍କ ଓ ମେଟା ସିଇଓ ମାର୍କ ଜୁକରବର୍ଗଙ୍କ ମଧ୍ୟରେ ହେବାକୁ ଯାଉଛି କଡ଼ା ଟକ୍କର। ଏଲୋନ ମସ୍କ 'କେଜ୍ ଫାଇଟ' ପାଇଁ ମାର୍କ ଜୁକରବର୍ଗଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ। ଆଉ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ମାର୍କ। ବୈଷୟିକ ଦୁନିଆରେ ଏଲୋନ୍ ମସ୍କ…

ଟାଇନଟନି ଭଗ୍ନାବଶେଷ ପାଖେ ନିଖୋଜ ଆଉ ଏକ ବୁଡ଼ାଜାହାଜ; ୫ ଦିନ ପରେ ବି ମିଳୁନି ପତ୍ତା

ଲଣ୍ଡନ:ଟାଇଟନିକ ଭଗ୍ନାବଶେଷ ପାଖରେ ନିଖୋଜ ହୋଇଯାଇଛି ଆଉ ଏକ ପନଡୁବି । ୫ ଦିନ ପରେ ବି ଏହାର କୌଣସି ସନ୍ଧାନ ମିଳିନି ।   ସାରା ବିଶ୍ୱର ରେସକ୍ୟୁ ଟିମ ଲାଗିପଡିଛନ୍ତି ଏହକୁ ଖୋଜିବା ପାଇଁ ।  ଏପଟେ ପନଡୁବିରୁ ସରି ସରି ଆସୁଛି ଅମ୍ଳଜାନ । ହାତରେ ଆଉ ମାତ୍ର ୧୦ ଘଣ୍ଟା ସମୟ ।  ୧୦ ଘଣ୍ଟା…

ଭିଜିଲାନ୍ସ ଜାଲରେ ପୂର୍ବତନ ଡିଏସଡବ୍ଲୁଓ; ତିନି ଜିଲ୍ଲାରେ ଥିବା ୧୧ ଘର ଓ କାର୍ଯ୍ୟାଳୟ ଉପରେ ଚଢାଉ

ଭୁବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ରଖିଥିବା ଅଭିଯୋଗରେ  ଭିଜିଲାନ୍ସ ଜାଲରେ ପଡିଛନ୍ତି  ଭଦ୍ରକର ପୂର୍ବତନ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଜୟନ୍ତୀ ବେହେରା । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭୁବନେଶ୍ୱର, ବାଲେଶ୍ୱର ଏବଂ ଭଦ୍ରକର ବିଭିନ୍ନ ସ୍ଥାନରେ ଥିବା ତାଙ୍କ ଘର ଓ…

ଟ୍ରକକୁ ଧକ୍କା ଦେଇ ପୋଲିସ ଭ୍ୟାନ ଚୁରମାର, ଏଏସଆଇଙ୍କ ସମେତ ୪ କର୍ମଚାରୀ ଗୁରୁତର

ବୌଦ୍ଧ:ବୌଦ୍ଧରେ ଭୟଙ୍କର ଦୁର୍ଘଟଣା । ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକକୁ ପିଟିଲା ପୋଲିସ ଭ୍ୟାନ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ପୋଲିସ ଗାଡିର ସାମ୍ନା ପଟ ଭାଙ୍ଗି ଚୁନା ହୋଇ ଯାଇଛି। ଦୁର୍ଘଟଣାରେ ଏଏସଆଇଙ୍କ ସମେତ ୪ ଗୁରୁତର ହୋଇଛନ୍ତି । ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ…

ଆସାମରେ ବନ୍ୟା ବିତ୍ପାତ; ୨୦ଟି ଜିଲ୍ଲାରେ ଲକ୍ଷେରୁ ଊର୍ଦ୍ଧ୍ୱ ଲୋକେ ପ୍ରଭାବିତ

ଗୌହାଟି: ଉତ୍ତର-ପୂର୍ବ ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ପରେ ପାଣିଘେରରେ ଅଛନ୍ତି ଅନେକ ଗ୍ରାମର ଲୋକେ। ୨୦ଟି ଜିଲ୍ଲାର ପ୍ରାୟ ୧.୨୦ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA)ର ରିପୋର୍ଟ ଅନୁଯାୟୀ…

ଜେଲ ହାଜତରେ କଏଦୀଙ୍କ ମୃତ୍ୟୁ; ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ଢେଙ୍କାନାଳ:ଢେଙ୍କାନାଳ ଜେଲ ହାଜତରେ ଜଣେ ବିଚାରାଧୀନ କଏଦୀଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ କଏଦୀ ଜଣକ  ହେଉଛନ୍ତି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବେଶଳିଆ ଗାଁର ଅଥାନି ବେହୁରି (40) । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ପୋଲିସ ତାଙ୍କୁ ପିଟି ପିଟି ମାରି ଦେଇଥିବା…

ୱାଶିଂଟନରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ: ଆଜି ଆମେରିକାର ମିଳିତ ସଂସଦରେ ଦେବେ ଉଦବୋଧନ

ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଜି ଆମେରିକା ଗସ୍ତର ୨ୟ ଦିନ । ଜାତିସଂଘରେ ଯୋଗ ଦିବସରେ ଯୋଗ ଦିବସରେ ଆୟାେଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ପିଏମ ମୋଦି ୱାଶିଂଟନ ଅଭିମୁଖେ ଯାତ୍ରା କରିଥିଲେ । ୱାଶିଂଟନ ଏୟାରବେସରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଲଗାଣ…

ଆତ୍ମ-ଦର୍ଶନ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଆତ୍ମା ଦ୍ୱାରା ଆତ୍ମାର ଦର୍ଶନ । ଯେଭଳି ମନୁଷ୍ୟ ତାର ପ୍ରତିବିମ୍ବକୁ ଦର୍ପଣରେ ଦର୍ଶନ କରେ । ସେଇଭଳି ପ୍ରେକ୍ଷାଧ୍ୟାନ ସାଧନା ଦ୍ୱାରା ଆତ୍ମାକୁ ସୁକ୍ଷ୍ମ ଭାବରେ ଅନୁଭବ କରେ । ପ୍ରକୃତ ଆତ୍ମଜ୍ଞାନୀମାନେ ଦେହାଭିମାନରୁ ଉର୍ଦ୍ଧ୍ୱରେ…

ଶରଧାବାଲିରେ ତିନି ଠାକୁର; ଆଜି କରିବେ ଆଡ଼ପ ବିଜେ

ପୁରୀ:ଶରଧା ବାଲିରେ ଛିଡା ହୋଇଛି ତିନି ରଥ । ରଥ ଉପରେ ମହାବାହୁଙ୍କୁ ମନଭରି ଦେଖୁଛନ୍ତି ଭକ୍ତ । ଗୁଣ୍ଡିଚା ମନ୍ଦିରରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ । ଏଥର  ରଥଯାତ୍ରା ବେଳେ ଅନେକ ବିଭ୍ରାଟ ଦେଖା ଦେଇଥିଲା । ରଥଯାତ୍ରା ଦିନ ଅଧାବାଟରେ ଅଟକି ରହିଥିଲା ନନ୍ଦିଘୋଷ ଓ ଦର୍ବଦଳନ । ପରଦିନ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୩)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ରୋହାନ୍ ଓ ସମୀରା ତାଙ୍କ ସୁଇଟ୍ କବାଟକୁ ବନ୍ଦ କରି ଆସୁଥିବାବେଳେ, ବୀରାକୁ ଅତ୍ୟନ୍ତ ବିବ୍ରତ ହେଇପଡ଼ୁଥିବାର ଦେଖି ସିଡ଼୍ ତାକୁ ଅତି ଧୀର ସ୍ୱରରେ ପଚାରିଲା, “ଏତେ ବ୍ୟସ୍ତ କାଇଁ ଲାଗୁଛ? ସବୁ ଠିକ୍‌ଠାକ ତ?” ।…