Latest Odisha News

BREAKING NEWS

Yearly Archives

2023

ବିଜେଡି ନେତାଙ୍କୁ ଗୁଳିମାଡ଼ ଘଟଣା, ମାଷ୍ଟରମାଇଣ୍ଡ ସହ ଗ୍ୟାଙ୍ଗକୁ ଧରିଲା ପୋଲିସ

କାମାକ୍ଷାନଗର: ରଜରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ବିଜେଡି ନେତାଙ୍କୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ । ଗୁଳିମାଡ଼ କରିଥିବା ଗ୍ୟାଙ୍ଗ ସହ ଢେଙ୍କାନାଳ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ହେଉଛି ସୁବାଷ ଖୁଣ୍ଟିଆ । ସୁବାଷର ୩…

ଯୋଗୀଙ୍କୁ ମାତ ଦେବାକୁ ଏକାଠି ହେବେ ହାତୀ ହାତ!

ଭୁବନେଶ୍ୱର: ଉତ୍ତରପ୍ରଦେଶକୁ ନେଇ ଏବେ ରାଜନୈତିକ ଅଙ୍କକଷା ଅଧିକ ଦେଖିବାକୁ ମିଳୁଛି। ୟୁପିର ରାଜନୈତିକ ଚିତ୍ର କଣ ହେବ ତାକୁ ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଉଛି। ୟୁପିରେ ବିଜେପିକୁ ଚେକ ଦେବା ପାଇଁ ସମାଜବାଦୀ ପାର୍ଟି ଶକ୍ତି ସାଉଁଟୁ ଥିବା ବେଳେ କଂଗ୍ରେସ ମଧ୍ୟ ଭିନ୍ନ କିଛି…

ରାହୁଲଙ୍କ ହାତ ଧରିବେ ଶର୍ମିଳା!

ଭୁବନେଶ୍ୱର: କଂଗ୍ରେସରେ ମିଶିଵ କି ୱାଇଏସଆର ତେଲେଙ୍ଗାନା ପାର୍ଟି? ପାର୍ଟି ମୁଖ୍ୟ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନଙ୍କ ଭଉଣୀ ୱାଇଏସ ଶର୍ମିଳାଙ୍କ ଆଭିମୁଖ୍ୟକୁ ଦେଖି ଏମିତି କିଛି ଚର୍ଚ୍ଚା ଏବେ ଜୋର ଧରିଛି। ଚର୍ଚ୍ଚା ଅନୁଯାୟୀ ଆସନ୍ତା ଜୁଲାଇ ଆଠ ତାରିଖରେ ଶର୍ମିଳାଙ୍କ ଦଳ କଂଗ୍ରେସରେ…

ବିରୋଧୀଙ୍କ ବୈଠକ ପୂର୍ବରୁ ତେଜିଲା ରାଜନୀତି, ପ୍ରଧାନମନ୍ତ୍ରୀ ପଦ ପାଇଁ ରାହୁଲ କେଜରିୱାଲ ଲଢେଇ!

ଭୁବନେଶ୍ୱର: ରାତି ପାହିଲେ ବହୁ ପ୍ରତୀକ୍ଷିତ ବିରୋଧୀ ଦଳଗୁଡିକର ବୈଠକ ହେବ। ଏଥିପାଇଁ ବିହାରର ପାଟନା ଚଳଚଞ୍ଚଳ ହୋଇଉଠିଛି।ବିଜେପି ବିରୋଧରେ ଏକାଠି ହେବେ ୧୭ ରୁ ଅଧିକ ବିରୋଧୀ ଦଳ। କଂଗ୍ରେସ, ଆମ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି, ଟିଏମସି, ଉଦ୍ଧବ ଗୋଷ୍ଠୀ ଶିବସେନା ସମେତ ପ୍ରମୁଖ…

ଆଡ଼ପ ପହଣ୍ଡି ଆରମ୍ଭ, ଝୁଲି ଝୁଲି ଜନ୍ମବେଦୀକୁ ଯାଉଛନ୍ତି ବଡ଼ ଭାଇ

ପୁରୀ: ଶରଧାବାଲିରେ ରଥରୁ ଓହ୍ଲାଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଉଛନ୍ତି ଶ୍ରୀଜୀଉ । ପ୍ରଥମେ ସୁଦର୍ଶନଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନିଆଯିବା ପରେ ବଡ଼ ଭାଇ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି । ଘଣ୍ଟଘଣ୍ଟା, ମୃଦଙ୍ଗ, ହରିବୋଲ ଓ ହୁଳହୁଳିରେ ଶରଧାବାଲି ପ୍ରକମ୍ପିତ ହେଉଥିବା ବେଳେ ବଡ଼…

ଶ୍ରୀମନ୍ଦିର ଗର୍ଭଗୃହ ଓ ନାଟମଣ୍ଡପର ହେବ ମରାମତି, ସିଂହଦ୍ୱାରର ହେବ ରୂପା ଛାଉଣୀ

ପୁରୀ: ଶ୍ରୀଜୀଉଙ୍କ ନବଦିନାତ୍ମକ ଯାତ୍ରା ବେଳେ ଶ୍ରୀମନ୍ଦିର ଗର୍ଭଗୃହ ଓ ନାଟମଣ୍ଡପର ହେବ ମରାମତି । ଶ୍ରୀମନ୍ଦିର ନାଟମଣ୍ଡପ, ଗର୍ଭଗୃହ ଓ ଗରୁଡ଼ସ୍ତମ୍ଭ ଉପରି ଭାଗ ପିଲାରରେ ଥିବା ଫାଟ ଅନୁଧ୍ୟାନ କରାଯିବ । ପୂର୍ବରୁ ଲାଗିଥିବା କ୍ରାକ ମିଟର ଅନୁଧ୍ୟାନ କରାଯାଇ ଆବଶ୍ୟକ ସ୍ଥଳେ ମରାମତି…

୨୦୨୨ ଓ ୨୦୨୩ ବର୍ଷ ଲାଗି ଜାତୀୟ ନାଇଟିଙ୍ଗେଲ ଆୱାର୍ଡ ପ୍ରଦାନ, ଓଡ଼ିଶାର ୨ ଜଣ ପୁରସ୍କୃତ

ଭୁବନେଶ୍ୱର: ଜାତୀୟ ଫ୍ଲୋରାନ୍ସ ନାଇଟିଙ୍ଗେଲ ଆୱାର୍ଡ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୦୨୨ ଓ ୨୦୨୩ ବର୍ଷ ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ପ୍ରଦାନ କରିଛନ୍ତି । ୨୦୨୨ ବର୍ଷ ଲାଗି ୧୫ ଜଣଙ୍କୁ ସମ୍ମାନିତ କରାଯାଇଥିବା ବେଳେ ୨୦୨୩ ବର୍ଷରେ ମଧ୍ୟ ୧୫ ଜଣଙ୍କୁ…

ଇତିହାସ ରଚିବ ଫିଲ୍ମ ‘ବୱାଲ’, ଏଫିଲ ଟାୱାରରେ ହେବ ୱାର୍ଲ୍ଡ ପ୍ରିମିୟର

ମୁମ୍ବାଇ: ଅଭିନେତା ବରୁଣ ଧୱନ ଏବଂ ଜାହ୍ନବୀ କପୁର ପ୍ରଥମ ଥର ପାଇଁ 'ବୱାଲ' ଫିଲ୍ମରେ ଏକାଠି ନଜର ଆସିବେ। ସାଜିଦ ନାଡିଆଜୱାଲାଙ୍କ ପ୍ରଡକ୍ସନ୍ ହାଉସ୍ ଅଧୀନରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ନୀତେଶ ତିୱାରୀ। ନିର୍ମାତା ଏହି ଚଳଚ୍ଚିତ୍ରକୁ ସର୍ବଭାରତୀୟ ସ୍ତରରେ…

କାହା ମଙ୍ଗଳ କରୁଥିଲେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ? ଭିଜିଲାନ୍ସ ରେଡ୍ ବେଳେ ମିଳିଲା କୋଟିଏ ଜମା

ଭୁବନେଶ୍ୱର: ମାଳ ମାଳ କୋଠା… ବିଡ଼ା ବିଡ଼ା ଟଙ୍କା…। ଏସବୁ ହେଉଛି ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କ ଅମାପ ସମ୍ପତ୍ତି । ଜୟନ୍ତୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା ହୋଇ ଯାଇଛି । ଚର୍ଚ୍ଚା ହେଉଛି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଥିବା ବେଳେ ନିଜ…

ନୈଶ ଭୋଜନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କ’ଣ ପରଷିବେ ବାଇଡେନ ?

ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯାଇଥିବାବେଳେ ତାଙ୍କୁ ସେଠାରେ ଭବ୍ୟ ସ୍ୱାଗତ କରାଯାଇଛି । ଏହି ହାଇ ପ୍ରୋଫାଇଲ ଯାତ୍ରା ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ପ୍ରଥମ ମହିଳା  ଜିଲ ବାଇଡେନଙ୍କ ଦ୍ୱାରା ରାତ୍ରିଭୋଜନ ପ୍ରସ୍ତୁତ କରାଯାଇଛି ।…