ଆପଣଙ୍କ କଥା ଶୁଣେ କି ଫେସବୁକ୍? ଜାଣନ୍ତୁ ଫେସବୁକ୍ ଓ ବିଜ୍ଞାପନ ମଧ୍ୟରେ ଥିବା କନେକ୍ସନ୍
ଓଡ଼ିଶା ସମ୍ବାଦ ବ୍ୟୁରୋ: ଅନେକ ଥର ଆମେ ଲକ୍ଷ କରୁ ଯେ ଆମେ ଯେଉଁ ବିଷୟବସ୍ତୁ ସମ୍ପର୍କରେ କଥାବାର୍ତ୍ତା କରୁ ସେହି ସମ୍ବନ୍ଧୀୟ ବିଜ୍ଞାପନ ଆମ ଫୋନ୍ କିମ୍ବା ଲାପଟପରେ ଦୃଶ୍ୟମାନ ହୁଏ। ଏହା ବିଶେଷତଃ ଫେସବୁକ୍ କିମ୍ବା ଇନଷ୍ଟାଗ୍ରାମ ଆପରେ ଅଧିକ ଦେଖାଯାଏ। ଏହା ବ୍ୟତୀତ ଅନ୍ୟ ୱେବସାଇଟରେ ମଧ୍ୟ…