ଭୟଙ୍କର ଗ୍ରୀଷ୍ମପ୍ରବାହ; ୭୨ ଘଣ୍ଟା ମଧ୍ୟରେ ୫୪ ମୃତ, ୪୦୦ ଡାକ୍ତରଖାନାରେ ଭର୍ତ୍ତି
ଲକ୍ଷ୍ନୌ: ଉତ୍ତର ପ୍ରେଦଶର ବଲିୟା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଗତ ୩ ଦିନ ମଧ୍ୟରେ ଅତିକମରେ ୫୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୦୦ ଅସୁସ୍ଥଙ୍କର ଚିକିିତ୍ସା ଚାଲିଛି । ମାତ୍ରାଧିକ ତାତି ଓ ଭୀଷଣ ଗ୍ରୀଷ୍ମ ପ୍ରବାହ ଏମାନଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ଡାକ୍ତରଙ୍କ କହିବା…