୫ ଦିନ କଥକ ନୃତ୍ୟ କରି ବିଶ୍ୱ ରେକର୍ଡ଼
ମହାରାଷ୍ଟ୍ର: ଶାସ୍ତ୍ରୀୟ ନୃତ୍ୟ ଏବଂ ସଙ୍ଗୀତରେ ଭାରତର ଝିଅମାନେ ବହୁତ ଆଗରେ । ବର୍ଷ ବର୍ଷ ଧରି ବିଶ୍ୱ ତାଙ୍କର ପ୍ରଶଂସକ ହୋଇଆସୁଛି । ଏହି ପରିପ୍ରେକ୍ଷୀ ମହାରାଷ୍ଟ୍ରର ଜଣେ ୧୬ ବର୍ଷୀୟା ଯୁବତୀ ଲଗାତର ୫ ଦିନ କଥକ ନୃତ୍ୟ କରି ବିଶ୍ୱ ରେକର୍ଡ଼ କରିଛନ୍ତି ।
ମହାରାଷ୍ଟ ଲାଟୁରର ସୃଷ୍ଟି…