Latest Odisha News

BREAKING NEWS

Yearly Archives

2023

‘କର୍ଣ୍ଣାଟକରେ ହାରିବାରୁ ଚାଉଳ ଦେଉନି ବିଜେପି’, ୨୦ ରେ କଂଗ୍ରେସର ରାଜ୍ୟବ୍ୟାପୀ ବିକ୍ଷୋଭ

ଭୁବନେଶ୍ୱର: ଚଳିତ ମାସ ୨୦ ତାରିଖରେ କେନ୍ଦ୍ରର ବିଜେପି ସରକାର ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କର୍ଣ୍ଣାଟକ କଂଗ୍ରେସ। ପ୍ରତ୍ୟେକ ଜିଲ୍ଲାରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କର୍ଣ୍ଣାଟକ ପିସିସି ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର କହିଛନ୍ତି।…

୨୦୨୪ ପୂର୍ବରୁ ହେବ କି ଲୋକସଭା ନିର୍ବାଚନ ? କଣ କହୁଛି ସର୍ଭେ ?

ଭୁବନେଶ୍ୱର: ପାଖାପାଖି ବର୍ଷେ ସମୟ ବାକି ରହିଛି ୨୦୨୪ ଲୋକସଭା ନିର୍ବାଚନକୁ । ଲୋକସଭା ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ବିଜେପି, କଂଗ୍ରେସ ସହ ଅନ୍ୟ ସମସ୍ତ ରାଜନୈତିକ ଦଳ ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଗୋଟି ଚାଳନା କରୁଛନ୍ତି । ନରେନ୍ଦ୍ର ମୋଦିଙ୍କ…

ବିରୋଧୀଙ୍କ ଠାରୁ ଦୁରେଇଲେ କେସିଆର, ମୋଦିଙ୍କ ସହ ବନ୍ଧୁ ବାନ୍ଧିଲେ!

ଭୁବନେଶ୍ୱର: ବଦଳୁଛି ବିରୋଧୀଙ୍କ ଏକତାର ସମୀକରଣ। ପାଟନାରେ ବିରୋଧୀ ଏକାଠି ହେବା ଦିନ ପାଖେଇ ଆସୁଥିବା ବେଳେ ଏବେ ପ୍ରମୁଖ ବିରୋଧୀଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଛି। ଆସନ୍ତା ୨୩ ତାରିଖରେ ବିରୋଧୀ ଏକ ହେବା ସହ ଆଗାମୀ ଦିନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ବଡ଼ ପ୍ରସ୍ତୁତି…

କରଣଙ୍କ ସଙ୍ଗୀତ ସେରିମନିରେ ଧୁମ୍ ନାଚିଲେ ଧର୍ମେନ୍ଦ୍ର, ସନ୍ନି ଦେଓଲ

ମୁମ୍ବାଇ: ବଲିଉଡର ଭେଟରାନ ଅଭିନେତା ଧର୍ମେନ୍ଦ୍ରଙ୍କ ନାତି ତଥା ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲଙ୍କ ବିବାହ ୧୮ ତାରିଖରେ ଅନୁଷ୍ଠିତ ହେବ । ଏନେଇ ଧର୍ମେନ୍ଦ୍ରଙ୍କ ଜୁହୁସ୍ଥିତ ଘରକୁ ସୁନ୍ଦର ଭାବେ ସଜ୍ଜାଯାଉଛି । ଏବେ ତାଙ୍କର ପ୍ରି ୱେଡିଂ କାର୍ଯ୍ୟକ୍ରମ ଯୋରସୋରରେ ଚାଲିଛି । ସଙ୍ଗୀତ…

ଇଣ୍ଡୋନେସିଆ ଓପନ ବ୍ୟାଡମିଂଟନ: ଫାଇନାଲରେ ଚିରାଗ-ସାଇରାଜ

ଜାକାର୍ତା: ଚଳିତ ଇଣ୍ଡୋନେସିଆ ଓପନ ବ୍ୟାଡମିଂଟନରେ ଭାରତର ସାତ୍ୱିକସାଇରାଜ ରଂକିରେଡ୍ଡୀ ଓ ଚିରାଗ ସେଟ୍ଟୀ ଯୋଡି ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି । ସେମାନେ ସେମିଫାଇନାଲରେ ଦକ୍ଷିଣ କୋରିଆର ଏମଏଚ କଂଗ ଓ ଏସଜେ ସିୟୋଙ୍କୁ ୧୭-୨୧, ୨୧-୧୯, ୨୧-୧୮ରେ ପରାସ୍ତ କରିଥିଲେ । ପ୍ରଥମ ସେଟ…

ଗୋଲାକାର ଅଣ୍ଡା : ମୂଲ୍ୟ ଏତେ ଅଧିକ ଯେ ବିଶ୍ୱାସ କରିହେବ ନାହିଁ

ଅଷ୍ଟ୍ରେଲିଆ: ଅଣ୍ଡା ଆମ ସ୍ୱାସ୍ଥ୍ୟ ପାଇଁ ହିତକର । ସେଥିଲାଗି କୁହାଯାଏ ‘ସଣ୍ଡେ ଅର ମଣ୍ଡେ , ରୋଜ ଖାଓ ଅଣ୍ଡେ’ । ସାଧାରଣତଃ ଡ଼ାକ୍ତରମାନେ ପ୍ରତିଦିନ ଅଣ୍ଡା ଖାଇବାକୁ ପରାମର୍ଶ ଦେଇଥାନ୍ତି । ଅଣ୍ଡାର ବ୍ୟବହାର ପାଇଁ ଅନେକ ବିଜ୍ଞାପନ ମଧ୍ୟ ପ୍ରସ୍ତୁତ କରାଯାଉଛି । ଲୋକମାନେ ମଧ୍ୟ ଏହାକୁ…

୪୫ ଡିଗ୍ରୀରେ ଫୁଟିଲା ପଶ୍ଚିମ ଓଡ଼଼ିଶାର ୫ ସହର, ଭୁବନେଶ୍ୱରରେ ଆଜି ବି ୪୪ ପାର୍

ଭୁବନେଶ୍ୱର: ସକାଳୁ ତାତୁଛି, ରାତି ଯାଏ ଜାଳୁଛି । ଉପକୂଳରୁ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ଟକମକ ହୋଇ ଫୁଟୁଛି । ଆଜି ପଶ୍ଚିମ ଓଡ଼ିଶାର ୫ଟି ସ୍ଥାନରେ ପାରଦ ୪୫ ଡିଗ୍ରୀ ଉପରେ ରହିଥିବା ବେଳେ ରାଜ୍ୟର ୧୨ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ସୋନପୁରରେ ରାଜ୍ୟର ସର୍ବାଧିକ…

କୋର୍ଟରେ ହାଜର ହେଲେ ଅମିଷା; ମିଳିଲା ସର୍ତ୍ତମୂଳକ ଜାମିନ

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଅମିଷା ପଟେଲ ଶନିବାର ରାଞ୍ଚି ସିଭିଲ କୋର୍ଟରେ ହାଜର ହୋଇଛନ୍ତି । ଏକ ଠକେଇ ମାମଲାରେ ସେ କୋର୍ଟରେ ହାଜର ହୋଇଥିଲେ । ତାଙ୍କୁ ଜୁନ୍ ୨୧ ପର୍ଯ୍ୟନ୍ତ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୨୧ ରେ ହେବ ।…

ବରିଷ୍ଠ ରାଜସ୍ୱ ସହାୟକଙ୍କ ୧୫ ପ୍ଲଟ୍ ସହ ଅନ୍ୟ ସମ୍ପତ୍ତି ଠାବ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ବାରିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ବରିଷ୍ଠ ରାଜସ୍ୱ ସହାୟକ ଭିଜିଲାନ୍ସ ଜାଲରେ ଫସିଛନ୍ତି । ବରିଷ୍ଠ ରାଜସ୍ୱ ସହାୟକ ରାମଚନ୍ଦ୍ର ସେନଙ୍କ ୫ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଥିବା ବେଳେ ବାବୁଙ୍କ ସମ୍ପତ୍ତି ସମସ୍ତଙ୍କୁ ତାଜୁବ୍ କରିଛି ।…

ଟେଷ୍ଟ କ୍ରିକେଟରେ ଚଳିତ ଶତାବ୍ଦୀର ସବୁଠାରୁ ବୃହତ ବିଜୟ ହାସଲ କଲା ବାଂଲାଦେଶ

ଢ଼ାକା: ଏଠାରେ ଅନୁଷ୍ଠିତ ଏକମାତ୍ର ଟେଷ୍ଟରେ ବାଂଲାଦେଶ ୫୪୬ ରନରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ବାଂଲାଦେଶର ଏହା ସବୁଠାରୁ ବୃହତ ବିଜୟ । ସେହିପରି ଆନ୍ତର୍ଜାତୀୟ ଟେଷ୍ଟରେ ଏହା ରନ ବ୍ୟବଧାନରେ ତୃତୀୟ ବୃହତ ବିଜୟ । ୧୯୨୮ରେ ଇଂଲଣ୍ଡ ୬୭୫ ରନରେ ଅଷ୍ଟ୍ରେଲିଆକୁ, ୧୯୩୪ରେ ଅଷ୍ଟ୍ରେଲିଆ ୫୬୨…