କେତେ ସୁରକ୍ଷିତ ପେନକିଲର୍ ?
ନୂଆଦିଲ୍ଲୀ : ଆମେ ସାଧାରଣତଃ କୌଣସି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ପେନକିଲର୍ ଖାଇଥାଉ । କିନ୍ତୁ କୌଣସି ଡାକ୍ତରଙ୍କ ପରାମର୍ଶ ନେଇନଥାଉ । କିନ୍ତୁ ଆପଣ ମାନେ ଜାଣନ୍ତି କି ଏହା ଆମ ଶରୀର ପାଇଁ କେତେ ସୁରକ୍ଷିତ । ଗତକାଲି ପେନକିଲର ବାବଦରେ ଏକ ଚେତାବନୀ ଦେଇଛନ୍ତି ଭାରତୀୟ…