Latest Odisha News

BREAKING NEWS

Yearly Archives

2023

ତିନି ଦଶନ୍ଧି ପରେ ଭାରତରେ ଅନୁଷ୍ଠିତ ହେବ ମିସ୍ ୱାର୍ଲ୍ଡ ୨୦୨୩ ପ୍ରତିଯୋଗିତା

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ପରେ ଭାରତରେ ଅନୁଷ୍ଠିତ ହେବ ମିସ୍ ୱାର୍ଲ୍ଡ ୨୦୨୩ ପ୍ରତିଯୋଗିତା। ୨୭ ବର୍ଷ ପରେ ପୁଣି ଥରେ ମିସ୍ ୱାର୍ଲ୍ଡ ୨୦୨୩ ଫାଇନାଲ୍ ଆୟୋଜନ କରିବାକୁ ଭାରତ ପ୍ରସ୍ତୁତ। ୧୯୯୬ ରେ ଏହି କାର୍ଯ୍ୟକ୍ରମ ଶେଷ ଥର ପାଇଁ ଆୟୋଜିତ ହୋଇଥିଲା। ନଭେମ୍ବର-ଡିସେମ୍ବର ମଧ୍ୟରେ ଏହି…

ଦାଣ୍ଡକୁ ବାହାରିଲେ ମୃତ୍ୟୁର ଭୟ: ପ୍ରଶାସନ କହୁଛି ଗୃହବନ୍ଦୀ ରୁହ

ଢେଙ୍କାନାଳ:ଏଠି ପ୍ରତି ମୁହୂର୍ତ୍ତରେ ଘାରୁଛି ମୃତ୍ୟୁର ଭୟ । ଘର ବାହାରେ ଯେମିିତି ଜଗି ବସିଛି ଯମ । କେତେବଳେ କିଏ ତା ହାବୁଡରେ ପଡିଯିବ ଏବଂ ଜୀବନ ଦୀପ ଲିଭିଯିବ କିଏ ଜାଣେ ? କେବଳ ଭଗବାନ ହିଁ ଭରସା । ଗୋଟିଏ ମାସରେ ଏଠି ୧୦ ଜଣଙ୍କ ଅତର୍କିତ ମୃତ୍ୟୁ ୩ ବ୍ଲକବାସୀଙ୍କୁ କରି ଦେଇଛି…

ୟୁକ୍ରେନରେ ଭୟଙ୍କର ବିପର୍ଯ୍ୟୟ, ବନ୍ୟା ପ୍ରବଣ ଅଞ୍ଚଳ ବୁଲି ସମୀକ୍ଷା କଲେ ରାଷ୍ଟ୍ରପତି

ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧ ଅବସରରେ ୟୁକ୍ରେନର ସବୁଠାରୁ ବଡ ଡ୍ୟାମ କାଖୋୱକା ଭାଙ୍ଗିବା ପରେ ୟୁକ୍ରେନରେ ଅତି ଭୟଙ୍କର ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଯାହାକୁ ନେଇ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛି। ନୋଭା କାଖୋୱକା ଡ୍ୟାମ୍‌ ଭୁଶୁଡ଼ିବା ପରେ ୩୦ଟି ବସତି ସଂପୂର୍ଣ୍ଣ ବୁଡ଼ି ଯାଇଛି। ଆହୁରି…

ଟ୍ୱିଟର ଭଳି ଭାରତରେ ଭେରିଫାଇଏଡ୍‌ ନିୟମ ଲାଗୁ କଲା ମେଟା, ଜାଣନ୍ତୁ ମାସକୁ କେତେ ଦେବାକୁ ହେବ

ନୂଆଦିଲ୍ଲୀ: ଟ୍ୱିଟର ଭଳି ମେଟା ମଧ୍ୟ ଭାରତରେ ଭେରିଫାଇଏଡ୍‌ ନିୟମ ଲାଗୁ କରିଛି। କମ୍ପାନୀ ସିଇଓ ମାର୍କ ଜୁକରବର୍ଗ ଏହି ଘୋଷଣା କରିଛନ୍ତି। ମେଟା ଭେରିଫାଏଡ୍ ସିଷ୍ଟ ଭାରତ, ୟୁକେ ଓ କାନାଡ଼ାରେ ଉପଲବ୍ଦ ରହିଥିବା ବେଳେ ବ୍ରାଜିଲ୍‌ରେ ଖୁବ୍‌ଶୀଘ୍ର ଲାଗୁ ହେବ ବୋଲି ଜୁକରବର୍ଗ ଘୋଷଣା କରିଛନ୍ତି।…

ଆଫଗାନ ଗଭର୍ଣ୍ଣରଙ୍କ ଅନ୍ତିମ ସଂସ୍କାର ବେଳେ ବିସ୍ଫୋରଣ: ୧୫ ମୃତ, ୫୦ ଆହତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଫଗାନିସ୍ତାନରେ ଚାଞ୍ଚଲ୍ୟ। ବଦଖଶାନ ପ୍ରଦେଶର ଗଭର୍ଣ୍ଣରଙ୍କ ଅନ୍ତିମ ସଂସ୍କାର ବେଳେ ବିସ୍ଫୋରଣ। ଏହି ବିସ୍ଫୋରଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ଆହତ ହୋଇଥିବା ସୂଚନା ରହିଛି। ବଦଖଶାନ ପ୍ରଦେଶର ରାଜଧାନୀ ଫୈଜାବାଦରେ ଏହି ବିସ୍ଫୋରଣ ଘଟିଛି ବୋଲି ପ୍ରଦେଶର…

୫୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ହେବ କି ନାଁ ସୂଚନା ଦେଲେ ଆର୍‌ବିଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ: ଦୁଇ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର ଘୋଷଣା ପରେ ପ୍ରାୟ ୫୦ ପ୍ରତିଶତ ନୋଟ୍ ବ୍ୟାଙ୍କ୍‌କୁ ଫେରିଆସିଲାଣି। ବାକି ଟଙ୍କା ଧୀରେ ଧୀରେ ଫେରୁଛି ବୋଲି ଆର୍‌ବିଆଇ ଗଭର୍ଣ୍ଣ ଶକ୍ତିକାନ୍ତ ଦାସ କହିଛନ୍ତି। ଏହାର ଭିତରେ ୫୦୦ ଟଙ୍କିଆ ନୋଟ୍‌କୁ ପ୍ରତ୍ୟାହାର ନେଇ ଗୁଜବ ଉଠିଲାଣି।…

ପୂର୍ବ କାଳରୁ ଝିଅମାନ ୧୭ ବର୍ଷର ମାଆ ହେଉଥିଲେ, ଗର୍ଭପାତ ସମ୍ପର୍କିତ ମାମଲାର ଶୁଣାଣି କରି ଏପରି କହିଲେ କୋର୍ଟ

ଗାନ୍ଧୀନଗର: ଗର୍ଭପାତ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଗୁଜରାଟ ହାଇକୋର୍ଟ ଯେଉଁ ବୟାନ ଦେଇଛନ୍ତି ତାକୁ ନେଇ ଚର୍ଚା ହେଉଛି। ପୂର୍ବ କାଳରେ ଝିଅମାନେ ୧୪-୧୫ ବର୍ଷରେ ବିବାହ କରୁଥିଲେ। ୧୭ ବର୍ଷରେ ମାଆ ହେଉଥିଲେ ବୋଲି କହିଛନ୍ତି କୋର୍ଟ। କେବଳ ସେତିକି ନୁହେଁ ଏକିଲଙ୍କୁ ମନୁ ଶ୍ରୁତି…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୪୦)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ମୁଁ ଭାବୁଛି, ସେ ସ୍ୱପ୍ନଟା ଏପର୍ଯ୍ୟନ୍ତ ତା\' ମନରୁ ଯାଇନି । ଏମିତିରେ ବି ସେ ଖୁବ୍‌ ହାଲ୍‌କା ଫୁଲ୍‌କା, ଏବଂ ଜମା ବି ସିରିୟସ୍ ନୁହଁ...” ସମୀରା ଚୁପ୍‌ଚୁପ୍ କରି ସିଡ଼୍‌କୁ କହିଲା, “ହୁଁ, ମତେ ତ ଏତେ…

ପାଟଣାଗଡ଼ରେ ଚାଞ୍ଚଲ୍ୟ, ବୋମା ବିସ୍ଫୋରଣରେ ଯୁବକ ଗୁରୁତର

ଓଡ଼ିଶା ସମ୍ବାଦ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକରେ ବୋମା ବିସ୍ଫୋରଣ। ଉକ୍ତ ବ୍ଲକର ବିଲେଇସାଥୀ ଗାଁ ନିକଟରେ ପରିତ୍ୟକ୍ତ ଅବସ୍ଥାରେ ଏକ ପଲିଥିନ ଭିତରେ ଥିବା ବୋମା ହେଲା ବିସ୍ଫୋରଣ। ଏହି ବିସ୍ଫୋରଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ହେଲେ ଉକ୍ତ ଗ୍ରାମର ହେମସାଗର…

ଭାଷା ଭାଗବତ : ପ୍ରକୃତି ବିଧାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସମ୍ପର୍କ୍କିତ କି ସଂପର୍କିତ ସମ୍ବର୍ଦ୍ଧିତ କି ସଂବର୍ଧିତ ବାଛିଲେ ଦ୍ବିତୀୟ ପ୍ରକାର ଲିପିର ଗତି ଦ୍ରୁତତର ହେବାର ଅଛି ସଂଭାବନା ତେବେ ବି ହେଉନାହିଁ ଘେନା ମନରେ କେଉଁ ଦୁର୍ଭାବନା ରଖି କରିଚାଲିଛୁଁ ମନା ଯେ କେହି…