ଆପଣଙ୍କୁ ବ୍ୟାଙ୍କର ହିନ୍ଦୀ ନାମ ଜଣା ଅଛି କି ? ଏହାର ମଧ୍ୟ ରହିଛି ଫୁଲ୍ ଫର୍ମ , ଆସନ୍ତୁ ଜାଣିବା…
ନୂଆଦିଲ୍ଲୀ : ଆମେ ଆମ ଦୈନନ୍ଦିନ ଜୀବନରେ ଏପରି ଅନେକ ଶଦ୍ଦ କହିଥାଉ , ଯାହାର ସଠିକ୍ ଅର୍ଥ ଆମେ ଜାଣିନାହୁଁ । ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, ତୁରନ୍ତ ବ୍ୟାଙ୍କଗୁଡ଼ିକ କଥା ଆମ ମନକୁ ଆସେ । ଏହି ଶବ୍ଦ ଆମର ଦୈନନ୍ଦିନ ଜୀବନରେ ଏତେ ଜଡିତ ଯେ , ଆମେ ଏହାକୁ ଦିନରେ ଅନେକ ଥର…