Latest Odisha News

BREAKING NEWS

Yearly Archives

2023

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୧୫)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ବୀରା ଖୁସି ହୋଇଗଲା, “ନିଶ୍ଚୟ, ଆମେ ନିଶ୍ଚୟ ଯିବା ନା!” ସମୀରା ଉଠି ପଡ଼ି କହିଲା, “ଚାଲ, ତା'ହେଲେ ଆମ ପାର୍ଟି ଡ୍ରେସ୍ ସବୁ କାଢ଼ିବା ।” “ବୀରା, ଏ ବୀରା, ରେଡ଼ି ହେଲୁଣି?” ପାର୍ଟିକୁ ଯିବାପାଇଁ ଖୁବ୍…

କବିତା : ନିରୁଦ୍ଦିଷ୍ଟ ସ୍ବର

ଗଦଧର ସାହୁ ଟୁଆଁ ଟୁଇଁ ଗପ ସପନ ହେଲାଣି ଟୁଇଁଙ୍କିଲି ଟୁଇଁଙ୍କିଲି ପାଇଁ, ଜେଜି ମାଆ ସ୍ଵର ନୀରବି ଯାଇଛି ଜରା ନିବାସରେ ରହି । ଘରକୁ ବୈକୁଣ୍ଠ ପୁର କରିଥିଲା ସେନେହ ମମତା ଦେଇ, ସେ କଥା ଉତ୍ତର ଆଜି ସେ ଖୋଜଇ ଦୂର ବୃଦ୍ଧାଶ୍ରମେ ରହି । ଗପ ଜଣା ଥିଲା ଗପି ପାରୁ…

ଭାଷା ଭାଗବତ : ଓଡ଼ିଆର ସ୍ଥିତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଏଠି ମରିବା ପରେ ଯାଇ କେହି ସମ୍ମାନ ପାରେ ପାଇ ଅନୁକରଣ କରି କରି ଓଡ଼ିଆ ଯାଉଛି ବିସ୍ମରି ଅତି ଅଧିକ କଥା କହି ଯେ ପାରେ ଉଲ୍ଲସିତ ହୋଇ କରିପାରେନି କିଛି କାମ ବୃଥା ପାଟିର ପରିଶ୍ରମ ପୁନର୍ଲିଖନ ବାରଂବାର ହେବାରୁ ଓଡ଼ିଆ…

କର୍ଣ୍ଣାଟକରେ ଉପମୁଖ୍ୟମନ୍ତ୍ରୀ ମୁସ୍‌ଲିମ ହୁଅନ୍ତୁ, ୫ ବିଧାୟକଙ୍କୁ ଦିଆଯାଉ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ: ସୁନୀ…

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ସରିବା ପରେ ସୁନି ଉଲମା ବୋର୍ଡର ମୁସଲମାନ ନେତା ନୂଆ ସରକାର ଗଠନ ନେଇ ନିଜର ଦାବି ଉପସ୍ଥାପନ କରିଛନ୍ତି। କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ପଦ ମୁସଲମାନ ସମ୍ପ୍ରାଦୟରୁ ହେବା ଦରକାର ବୋଲି ୱାକ୍ ଅଫ୍ ବୋର୍ଡ ଚେୟାରମ୍ୟାନ୍ ଶାଫି ସାଦୀ କହିଛନ୍ତି। କେବଳ…

ଖରାଦିନେ ଲଗାନ୍ତୁ ପୁଦିନା ଫେସ୍‌ ମାସ୍କ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ…

ତ୍ୱଚା ସୁନ୍ଦର ଦିଶିବା ପାଇଁ ମହିଳା ମାନେ ବିଭିନ୍ନ ଉପାୟ ଆପଣେଇ ଥାଆନ୍ତି । ବିଭିନ୍ନ ପ୍ରକାର ମାସ୍କ ମଧ୍ୟ ବ୍ୟବହାର କରନ୍ତି । ଆଜି ଆମେ ଆପଣଙ୍କୁ ପୁଦିନା ଫେସ୍‌ ମାସ୍କ ତିଆରି କରିବାର ପଦ୍ଧତି କହିବୁ । ଯାହା ଗ୍ରୀଷ୍ମ ଋତୁରେ ଚର୍ମକୁ ଥଣ୍ଡା ରଖିବାରେ ସାହାଯ୍ୟ କରିବା ସହ ତ୍ୱଚା…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ସେବକ ପାଲଟିବା ଅତ୍ୟନ୍ତ ଦୁର୍ଲଭ ବ୍ୟାପାର। କିନ୍ତୁ ଶ୍ରୀଜଗନ୍ନାଥଙ୍କ ସେବା ପରମ୍ପରା ଦେଖିଲେ ମନହୁଏ ସତେ ଯେମିତି ପ୍ରତ୍ୟେକ ସେବା ଓ ତାର ପାଳନ କରୁଥିବା…

ଇମ୍ରାନଙ୍କ ବିରୋଧରେ ରୁଜୁ ହେଲା ମାରାତ୍ମକ କେସ

ଇସଲାମାବଦ: ପାକିସ୍ତାନ ତେହରିକ ଏ ଇନ୍ସାଫର ମୂଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ରୁଜୁ ହୋଇଛି ମାରାତ୍ମକ କେସ । ପାକିସ୍ତାନ ଆର୍ମି ଆକ୍ଟ ୫୯, ୬୦ରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏଥିରେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ମୃତ୍ୟୁଦଣ୍ଡ ମଧ୍ୟ ମିଳିପାରେ…

କୋଲକାତା ସମ୍ମୁଖରେ ୧୪୫ ରନର ବିଜୟ ଲକ୍ଷ୍ୟ ରଖିଲା ଚେନ୍ନାଇ

ଚେନ୍ନାଇ: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ଦ୍ୱିତୀୟ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ ୧୪୫ ରନର ବିଜୟ ଲକ୍ଷ୍ୟ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ରଖିଛି । ଟସ ଜିତି ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ସ୍ପିନରଙ୍କୁ ସୁହାଉଥିବା ପିଚରେ ଦଳ ବଡ ସ୍କୋର…

ରାମ୍ପରେ ଚାଲିଲେ ବରିଷ୍ଠ ନାଗରିକ: ସମସ୍ତଙ୍କୁ କଲେ ମନ୍ତ୍ରମୁଗ୍ଧ

ଭୁବନେଶ୍ୱର: ସାଧାରଣ ଜୀବନରେ କୁହାଯାଏ ଯେ, ମଣିଷ ୬୦ ବର୍ଷ ବୟସରେ ପହଁଚିଲେ ଜୀବନ ଯେମିତି ସେଇଠି ଅଟକିଯାଏ । ସବୁ ଦକ୍ଷତା, ପ୍ରଦର୍ଶନ ଓ ପାରଦର୍ଶିତାର ଯେମିତି ସେହିଠାରୁ ଶେଷ ହୋଇଯାଏ । ଏଭଳି ମାନସିକତା ଆମ ଭିତରେ ଯେମିତି ଏକ ନିୟମିତ ଭାବନା ଆକାରରେ ବସା ବାନ୍ଧିଛି । ଏକଥା ଭୁଲ…

ଆସନ୍ତାକାଲିଠୁ ଭୁବନେଶ୍ୱରରୁ ଦୁବାଇ ମଧ୍ୟରେ ସିଧାସଳଖ ବିମାନ ସେବା

ଭୁବନେଶ୍ୱର: ଭୁବନେଶ୍ୱରରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ଉଡ଼ାଣ । ବିଦେଶକୁ ଭୁବନେଶ୍ୱରରୁ ପ୍ରଥମ ବିମାନ ଦୁବାଇକୁ ସୋମବାର ଉଡ଼ାଣ କରିବ । ଇଣ୍ଡିଗୋ ଏୟାରବସ୍-୩୨୦ ବିମାନ ସପ୍ତାହକୁ ୩ ଥର ଦୁବାଇକୁ ଉଡ଼ାଣ ଭରିବ । ଏପ୍ରିଲ୍ ୧ ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକେଟ୍ ବିକ୍ରିର…