ଶିଶୁ ଗପ : ଟିକେ ଭୁଲ୍ ପାଇଁ
କୁଞ୍ଜ ବିହାରୀ ସାହୁ
ସକାଳେ ପାଗ ଭଲ ଥିଲା, ଅଥଚ ଉପରେବେଳା ପାଗ ସମ୍ପୂର୍ଣ୍ଣ ବଦଳିଗଲା । ଆକାଶ ମେଘୁଆ ହେଇଗଲା । ତୁହାକୁ ତୁହା ବର୍ଷା ଆଉ ବିଜୁଳି ମାରିଲା ।
ରୋଷେଇ ଘରେ ସାନୁ ବିସ୍କୁଟ ଖାଉଥିଲା । ତା ମୁଣ୍ଡରେ କଅଣ ଜୁଟିଲା କେଜାଣି ଦାଣ୍ଡଦୁଆରକୁ ଆସି ଦେଖିଲା ରାସ୍ତାରେ…