Latest Odisha News

BREAKING NEWS

Yearly Archives

2023

ମଣିପୁର ହିଂସା: ବିଜେପି ବିଧାୟକଙ୍କୁ ବୋମାମାଡ଼,ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଇମ୍ଫାଲ: ମଣିପୁର ହିଂସା ତୀବ୍ର ରୂପ ନେଇଛି। ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଏପଟେ ଦଙ୍ଗାକାରୀମାନେ ବିଜେପି ବିଧାୟକଙ୍କ ଉପରେ ବୋମାମାଡ଼ କରିଛନ୍ତି। ଗୁରୁବାର ଇମ୍ଫାଲ୍‌ରେ ବିଜେପି ବିଧାୟକ ଭୁଙ୍ଗଜାଗିନ ଭାଲ୍‌ତେଙ୍କ ଉପରେ ବୋମା ମାଡ଼…

ଆଜି ଶିମିଳିପାଳ ଅଭୟାରଣ୍ୟ ବୁଲି ଦେଖିବେ ମହାମହିମ, ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟ ବନ୍ଦ

ଭୁବନେଶ୍ୱର : ଆଜି ଶିମିଳିପାଳ ଅଭୟାରଣ୍ୟ ବୁଲି ଦେଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜି ହେଉଛି ଦ୍ୱିତୀୟ ଦିନ । ଆଜି ଶିମିଳିପାଳ ଅଭୟାରଣ୍ୟ ବୁଲି ଦେଖିବାର ପ୍ଲାନ ରହିଛି । ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ସାଧାରଣ ପର୍ଯ୍ୟଟକଙ୍କ ପାଇଁ…

ସର୍ବିଆରେ ପୁଣି ଗୁଳିକାଣ୍ଡ; ୮ ମୃତ, ୧୦ ଆହତ, ଦୁଇ ଦିନରେ ଗଲାଣି ୧୭ ଜୀବନ

 ବେଲଗ୍ରେଡ୍; ସର୍ବିଆରେ ପୁଣି ଭୟଙ୍କର ଗୁଳିକାଣ୍ଡ। ଜଣେ ୨୧ ବର୍ଷୀୟ ସନ୍ଦିଗ୍ଧ ଆଖିବୁଜା ଗୁଳିମାଡ଼ରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି। ଗୁରୁବାର ରାତିରେ ସର୍ବିଆ ରାଜଧାନୀ ଦକ୍ଷିଣ ବେଲଗ୍ରେଡ୍ ଠାରୁ ୫୦ କିମି ଦୂରର ମ୍ଲାଡେନୋଭାକ୍‌ରେ ଏହି ଗୁଳିକାଣ୍ଡ ହୋଇଛି। ଗତ…

ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ କାର୍‌ ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗ; ତେଜିଲା ଆନ୍ଦୋଳନ

କୋଲକାତା: ପଶ୍ଚିମବଙ୍ଗ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭଯୋଗ ହୋଇଛି। ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ଆନ୍ଦୋଳନାକାରୀମାନେ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଗୁରୁବାର ରାତିରେ ପୂର୍ବ…

ଗୀତା ଫୋଗାଟ ଓ ତାଙ୍କ ସ୍ୱାମୀ ପବନ ସରୋହାଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ୍ !

ନୂଆଦିଲ୍ଲୀ: ଗିରଫ ହେଲେ କୁସ୍ତି ଯୋଦ୍ଧା ଗୀତା ଫୋଗାଟ୍। ଦିଲ୍ଲୀର ଜନ୍ତର ମନ୍ତର ଆନ୍ଦୋଳନ କରୁଥିବା ତାଙ୍କ ଭଉଣୀମାନଙ୍କୁ ଭେଟିବାକୁ ଯାଉଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଗୀତା ଓ ତାଙ୍କ ସ୍ୱାମୀ ପବନ ସରୋହାଙ୍କୁ…

କୁକୁଡା ଦେଇ ଫେରିବା ବେଳେ ଦୁର୍ଘଟଣା ; ୨ ମୃତ, ୨ ଗୁରୁତର

ବାଲେଶ୍ୱର : ସକାଳୁ ସକାଳୁ ଦୁର୍ଘଟଣା ୨ ମୃତ, ୨ ଗୁରୁତର । ଅଜଣା ଗାଡ଼ି ସହ ଧକ୍କା ହେଲା ମିନିଟ୍ରକ୍‌ । ମୃତକ ୨ ଜଣ ହେଲେ ସୈଫୁଲ ଗାଜି ଓ ଅଶରଫ୍‌ ସର୍ଦ୍ଦାର । ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କଲେଜ ଛକ ନିକଟ ଜଗନ୍ନାଥ ଢ଼ାବା ନିକଟରେ ମର୍ମନ୍ତୁଦ ସଡ଼କ…

କବିତା : ନିର୍ବାଣ

ସୁପ୍ରିୟା ପଣ୍ଡା ଗୁଡ଼ାଏ ମାୟାଜାଲ ଭିତରେ ଯେତେବେଳେ ଛନ୍ଦିହୁଏ ତୁମେ ଖୁବ୍ ମନେପଡ଼ ସିଦ୍ଧାର୍ଥ ଦୁଃଖ, ଯନ୍ତ୍ରଣା, କାମନା, ବାସନା ସମସ୍ତେ ମିଶି ତୁମକୁ ଗୌତମ ଡାକିବା ପାଇଁ ଯେମିତି ବାଧ୍ୟ କରିଦିଅନ୍ତି । ଥରେ ଗୌତମ ଉଚ୍ଚାରି ଦେଲେ ଶାନ୍ତ ହୋଇଯାଏ ସବୁତକ ଉଦବେଳନ ହୃଦୟରୁ…

ଭାଷା ଭାଗବତ : ଶବାରାଧନା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅତୀତ ରହିଛି ମଥାରେ ଚଳିତ କାଳ ତ କଥାରେ ଯାହା ଆମର ଭବିଷ୍ଯତ ଗଢ଼ିପାରିବ ଆମ ହାତ ମଥାର ସ୍ମୃତି ସର୍ବପ୍ରିୟ ଏବର ସ୍ଥିତି ଶୋଚନୀୟ ଭବିଷ୍ଯତ ଗଢ଼ିବା ପାଇଁ ତେବେ ବି ହାତ ଚଳୁନାହିଁ ପ୍ରଥା, ପଦ୍ଧତି, ରୀତି ପାଳି ନିଜ…

ମାଣ୍ଡିଆ ଆଇସକ୍ରିମ

ଆମ ରନ୍ଧାବଢ଼ାରୁ…. ଖରାଦିନର ମଜା ଆଇସକ୍ରିମ ଖାଇବାରେ ଥାଏ। ସେଇ ଆଇସକ୍ରିମ ଯଦି ଫାଇବର୍ ଯୁକ୍ତ ହେଲା ତେବେ ଆଜିକାଲିର ସ୍ୱାସ୍ଥ୍ୟ ସଚେତନ ଲୋକଙ୍କ ପାଇଁ ତାଠାରୁ ଭଲ ଆଉ କିଛି ହୋଇନପାରେ । ଆଜି ଆମେ ପ୍ରସ୍ତୁତ କରିବା ମାଣ୍ଡିଆ ଆଇସକ୍ରିମ। ଆବଶ୍ୟକୀୟ ଉପକରଣ : ମାଣ୍ଡିଆ ଗୁଣ୍ଡ, ଗୁଣ୍ଡ…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୫)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ କଥା ଅଧାରୁ ମିସେସ୍ ମାହେଶ୍ୱରୀ ହସ୍ତକ୍ଷେପ କରି କହିଲେ, “ବହୁତ ହେଇଗଲା, ଏ ସବୁ ବୀରା! ତୋ'ର ସବୁ ବଦମାସୀଠାରୁ ଇୟେ ବଳିଗଲା । ଭଉଣୀ ନାଁରେ ମିଛ କହିବା ଓ ଲଞ୍ଚ ନଷ୍ଟ କରିବା ପାଇଁ ତୋ'ର ଦଣ୍ଡ ଆଜି ତୋ'ର…