Latest Odisha News

BREAKING NEWS

Yearly Archives

2023

ସେଲଫି ନେବାବେଳେ ଖସି ପଡ଼ିଥିଲେ ଯୁବକ, ୧୭ ଘଣ୍ଟାର ପରିଶ୍ରମ ପରେ ମିଳିଲା ମୃତ ଦେହ

ସୁନ୍ଦରଗଡ଼ : ଖଣ୍ଡାଧାର ଜଳପ୍ରପାତରୁ ଖସିପଡ଼ି ନିଖୋଜ ଯୁବକଙ୍କ ମୃତଦେହ ମିଳିଛି । ଯୁବକ ଜଣକ ସେଲଫି ନେଉ ନେଉ ଖଣ୍ଡାଧାର ଜଳପ୍ରପାତରୁ ଖସି ପଡ଼ି ନିଖୋଜ ହୋଇଯାଇଥିଲେ। ଘଟଣାସ୍ଥଳରେ ଓଡ୍ରାଫ ଟିମ୍‌ ପହଞ୍ଚି ବହୁତ ଖୋଜା ଖୋଜା କରିଥିଲେ ମଧ୍ୟ ପାଇନଥିଲେ ହେଲେ ଦୀର୍ଘ ୧୭ ଘଣ୍ଟାର ଅକ୍ଲାନ୍ତ…

ଜଣେ ବ୍ୟକ୍ତି ଉନ୍ନୟନ କର୍ତ୍ତପକ୍ଷଙ୍କଠାରୁ ଏକାଧିକ ପ୍ଲଟ ନେଇପାରିବେ ନାହିଁ : ହାଇକୋର୍ଟ  

ଭୁବନେଶ୍ୱର : ଜମି ଆବଣ୍ଟନ ପ୍ରସଙ୍ଗରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ  । ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତପକ୍ଷଙ୍କଠାରୁ ଏକାଧିକ ପ୍ଲଟ ନେବା ଉପରେ ରୋକ ଲଗାଇଲେ ହାଇକୋର୍ଟ । ଣେ ବ୍ୟକ୍ତି ଯେକୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ କେବଳ ଗୋଟିଏ ହିଁ ପ୍ଲଟ ନେଇପାରିବେ ।ଏହି…

ବରମୁଣ୍ଡା ଓଭରବ୍ରିଜରେ ସିରିଜ ଦୁର୍ଘଟଣା, ୫ ଗୁରୁତର

ଭୁବନେଶ୍ୱର : ବରମୁଣ୍ଡା ଓଭର ବ୍ରିଜରେ ବଡ ଧରଣର ଦୁର୍ଘଟଣା ଘଟିଯାଇଛି । ସଫେଇ ଗାଡ଼ିକୁ ପଛପଟୁ ପିଟିଲା ଟ୍ରକ୍ । ପଛକୁ ପଛ ପିଟିହେଲେ କାର୍‌, ସ୍କୁଟର ଏବଂ ଟ୍ରକ୍‌ । ଏହି ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି । ସୂଚନା ମୁତାବକ, ପ୍ରଥମେ ସ୍କୁଟରକୁ ପଛରୁ ଧକ୍କା ଦେଲା କାର୍‌ । ସ୍କୁଟର…

କବିତା : ଶୂନ୍ୟତା

ନିରୁପମା ପତି ନିସ୍ତବ୍ଧତାର ପଶାଖେଳ ସତେ ଯେମିତି କେହି ଜଣେ ଇସାରା ଦେଉଛି, ଖଳନାୟକ ଶକୁନିଙ୍କ ପରି ନ୍ୟାୟ, ଧର୍ମର ବିଲୋପ କରିବା ଲଢେଇ କରି ଛଡେଇ ଆଣିବେ ନାରୀର ଅସହାୟତାକୁ ଶତଶତ ଦୁର୍ଯ୍ୟୋଧନ ପ୍ରତୀୟମାନ ପରାକ୍ରମଶାଳୀ ଦୁଃଶାସନ ବି ପ୍ରସ୍ତୁତ ହେଲେଣି, ଅବିଶ୍ୱସ୍ତ…

ଭାଷା ଭାଗବତ : ସ୍ଥିରଗତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆତ୍ମନିଯୁକ୍ତ ପ୍ରତିନିଧି ପର ମତରେ ହୋଇ ବାଂଧି ଲଂଘିଲେ ନିଜର ପରିଧି ଭୋଗଇ ମାନସିକ ବ୍ୟାଧି କାଳ ସହିତ କରି ସଂଧି କାମ କରିଲେ ନିରବଧି ମିଳିବ ଅଭିନବ ଶାଂତି ତାହା ହିଁ ଲୋଡ଼େ ବୃଦ୍ଧ ବ୍ୟକ୍ତି ନ କଲେ ସ୍ବସୀମା ଲଂଘନ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକଙ୍କ ଭିତରେ ବିଭିନ୍ନ ଗୋଷ୍ଠୀ ଓ ନିଯୋଗ ପ୍ରତିଷ୍ଠିତ ହୋଇଛି। ଆମେ ଆଜି ସେହିପରି ଏକ ନିଯୋଗ ସାବତ ନିଯୋଗ ଓ ଏକ ଗୋଷ୍ଠୀ ଯେଉଁମାନେ ମହାପ୍ରଭୁଙ୍କ ପ୍ରତ୍ୟେକ…

ଅଧିକ ଲେମ୍ବୁପାଣି ପିଉଛନ୍ତି କି ?  

ଖରାଦିନେ ଲେମ୍ବୁପାଣିର ଅଧିକ ଚାହିଦା ରହିଛି। ଘରେ ହେଉ ବା ରେଷ୍ଟୁରାଣ୍ଟ୍, ହୋଟେଲ୍ ହେଉ ବା ମେଡ଼ିକାଲ୍ ସବୁଆଡ଼େ ଲେମ୍ବୁପାଣିର ଗୁରୁତ୍ୱକୁ ନେଇ ଚର୍ଚ୍ଚା । ଲେମ୍ବୁପାଣିର ଗୁରୁତ୍ୱକୁ ଜାଣିଲା ପରେ ଏବେ ଅଧିକାଂଶ ଲୋକ ଚା’ ଓ କଫି ବଦଳରେ ଲେମ୍ବୁପାଣି ପିଇବାକୁ ପସନ୍ଦ କରୁଛନ୍ତି । ଖରାଦିନେ…

ପ୍ରସନ୍ନ ଆଚାର୍ଯ୍ୟଙ୍କ ମନ୍ତବ୍ୟ ନିଜର ରାଜନୈତିକ ସ୍ବାର୍ଥ ପାଇଁ ସାଧନ କହି କାଉଣ୍ଟର କଲା ବିଜେପି

ଝାରସୁଗୁଡା: ସମ୍ବଲପୁର ହିଂସାକାଣ୍ଡ ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ । ସମ୍ବଲପୁରର ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ବିଜେପି ଉପରେ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ କହିଛି ବିଜେପି। ସୋମବାର ପ୍ରେସମିଟ୍ କରି ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ବିଜେପି…

ସୁନାର କୁଲ୍‌ଫି, ଭାଇରାଲ ହେଲା ଭିଡ଼ିଓ

ଇନ୍ଦୋର: ଗ୍ରୀଷ୍ମ ସମୟରେ କୁଲଫି ହେଉଛି ସବୁଠାରୁ ପ୍ରିୟ ଖାଦ୍ୟ । ଏହାର ଥଣ୍ଡା ଏବଂ ମିଠା ସ୍ୱାଦ କେବଳ ଗରମରୁ ଆରାମ ଦେଇଥାଏ । ବଜାରରେ ଅନେକ ପ୍ରକାରର କୁଲଫି ଉପଲବ୍ଧ ହୋଇଥାଏ । ଯେମିତି କି ପ୍ଲେନ୍ କୁଲଫି, ପିସ୍ତା କୁଲଫି , ଆମ୍ବ ଏବଂ ବାଦାମ କୁଲଫି ଆଦି ରହିଛି । କିନ୍ତୁ ଆପଣ କେବେ…

ହଠାତ ଗାଏବ ହୋଇଗଲା ପୋଷା କୁକୁର: ଚାଲିଗଲା ୮୦୦ କିଲୋମିଟର ଦୂର

ନ୍ୟୁୟର୍କ: କୁକୁର ଏବଂ ମାଲିକଙ୍କ ମଧ୍ୟରେ ସମ୍ପର୍କ ବହୁତ ନିବିଡ଼ । କୁକୁର ନିଜ ମାଲିକଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ । ଏଥି ସହିତ ଅନେକ ମାଲିକ ମଧ୍ୟ ସେମାନଙ୍କର କୁକୁରକୁ ପିଲାଙ୍କ ପରି ପାଳିଥାନ୍ତି । ଯଦି କାହାର କୁକୁର ହଠାତ୍ ଗାଏବ ହୋଇଯାଏ, ତେବେ ମାଲିକ ତାପାଇଁ ପ୍ରତ୍ୟେକ…