ATM କାଟି ଲକ୍ଷଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
ନୂଆପଡା: ATM କାଟି ଲକ୍ଷଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଥାନାରେ ଅଭିଯୋଗ ପରେ ତଦନ୍ତ ଚଳାଇଛି ପୋଲିସ । ନୂଆପଡା ଜିଲ୍ଲା ଖଡ଼ିଆଳରେ ଥିବା ଏକ ଏଟିଏମକୁ କାଟି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଲୁଟେରା ।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଖଡ଼ିଆଳ ମିଶନ ନିକଟରେ ଥିବା…