Latest Odisha News

BREAKING NEWS

Yearly Archives

2023

ଦ୍ବିତୀୟ ଥର ପାଇଁ ଅପରାଜିତାଙ୍କୁ ‘ପ୍ରତିଷ୍ଠା ଦିବସ’ରେ ଆମନ୍ତ୍ରଣ କରାନଯିବା ପଛର କାରଣ କ’ଣ?

ଭୁବନେଶ୍ୱର: ରାତି ପାହିଲେ ରାଜଧାନୀ ଭୁବନେଶ୍ୱରର ୭୫ତମ ପ୍ରତିଷ୍ଠା ଦିବସ। ଏହାକୁ ନେଇ ବିଏମସି ତରଫରୁ ବ୍ୟାପକ ଆୟୋଜନା ହୋଇଛି। ହେଲେ ଖୋଦ୍ ରାଜଧାନୀର ସାଂସଦ ତଥା ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ କୁହାଯାଉଥିବା ଅପରାଜିତା ଷଡ଼ଙ୍ଗୀଙ୍କୁ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଏହି…

ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନ ବେଳେ ହିଂସା, ୧୦ ପୋଲିସ ଆହତ

ସମ୍ବଲପୁର: ବୁଧବାର ସନ୍ଧ୍ୟାରେ ସମ୍ବଲପୁରରେ ହନୁମାନ ଜୟନ୍ତୀ ରାଲି ବେଳେ ଘଟିଥିବା ହିଂସାକାଣ୍ଡରେ ସମ୍ବଲପୁରର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ (ଏଏସପି) ଏବଂ ଧନୁପାଲି ଥାନାର ଆଇଆଇସି ସମେତ ୧୦ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଆହତ ଆଇଆଇସି ଅନିତା ପ୍ରଧାନଙ୍କୁ ବୁର୍ଲାକୁ ଚିକିତ୍ସା ପାଇଁ…

ଟଙ୍କଧର ତ୍ରିପାଠୀ ହେଲେ ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ

ଝାରସୁଗୁଡା: ବିଜେପି ନେତା ଟଙ୍କଧର ତ୍ରିପାଠୀ ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ବିଜେପି ପଞ୍ଜାବର ଜଳନ୍ଧର ଲୋକସଭା ଆସନ ସହ ଝାରସୁଗୁଡା ବିଧାନସଭା ଉପନିର୍ବାଚନପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଗତକାଲି ବିଜେପିର ସଂସଦୀୟ ବୋର୍ଡ ବୈଠକ ବସିଥିଲା। ଏହି ବୈଠକ…

ଏୟାରଲିଫ୍ଟ ହେଲେ ଦୁଇ ଗୁରୁତର, ଭଦ୍ରକରେ ୧୪୪ ଧାରା ଜାରି

ଭଦ୍ରକ: ମଙ୍ଗଳବାର ଭଦ୍ରକ ଜିଲ୍ଲା ପ୍ରଶାସନ ରାନ୍ଦିଆରେ ବେଦାନ୍ତ-ଫାକର ପ୍ଲାଣ୍ଟର ୨୦୦ ମିଟର ପରିସରରେ ଧାରା ୧୪୪ ଲାଗୁ କରିଛନ୍ତି। ଗତକାଲି କମ୍ପାନୀରେ ଦୁର୍ଘଟଣା ଘଟିବାରୁ ଦୁଇଜଣ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ଏହାକୁ ନେଇ ଉତ୍ତେଜନା ଲାଗି ରହିବାରୁ ପୋଲିସ ଏପ୍ରିଲ୍ ୧୪ ସଂଧ୍ୟା ୬ଟା…

୫ ବର୍ଷ ପୂର୍ବରୁ ଜାଣି ହେବ ଜଣେ ବ୍ୟକ୍ତି କେଉଁ ରୋଗର ଶିକାର ହେବେ !

ଭୁବନେଶ୍ୱର: ଅସୁସ୍ଥ ହେବା ପୂ୍ର୍ବରୁ ଜାଣି ହେବ ରୋଗ । ଶୀଘ୍ର ସୁସ୍ଥ ହେବା ପାଇଁ ନିଆଯାଇ ପାରିବ ପଦକ୍ଷେପ । ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଦ୍ୱାରା ଆଧୁନିକ ଚିକିତ୍ସାରେ ଏହା ସମ୍ଭବ ହୋଇ ପାରିବ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ତଥା ଏହି କ୍ଷେତ୍ରରେ କୃତ୍ରିମ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏସିଡ୍ ମାଡ଼, ଆକ୍ରମଣକାରୀ ସହ ୫ ଆହତ

ଜଗତସିଂହପୁର (ତାରପଦ ମହାନ୍ତି): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଜଡ଼ତିରା ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏସିଡ୍ ମାଡ଼ ହୋଇଛି । ଏସିଡ୍ ମାଡ଼ରେ ଆକ୍ରମଣକାରୀ ସହ ୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବିପିନ…

ଝିଅକୁ ଦୁଷ୍କର୍ମ ଧମକ ଦେଇଥିବା ଆଇଆଇଟି ଛାତ୍ରଙ୍କୁ କ୍ଷମା କଲେ କୋହଲି

ମୁମ୍ବାଇ: ବମ୍ବେ ହାଇକୋର୍ଟ ବୁଧବାର ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ଝିଅକୁ ଦୁଷ୍କର୍ମର ଧମକ ଦେଇଥିବା ଯୁବକକୁ ଦୋଷମୁକ୍ତ କରିଛି । ଅଭିଯୁକ୍ତଙ୍କ ଉପରେ ଲଗା ଯାଇଥିବା ମାମଲାକୁ ଖାରଜ କରି ଦିଆଯାଇଛି । କୋହଲି ଓ ଅନୁଷ୍କା ଉକ୍ତ ଅଭିଯୁକ୍ତଙ୍କୁ…

ନୂଆପଡାରେ ଆଇପିଏଲ ବେଟିଂ, ୫ ଗିରଫ

ନୂଆପଡ଼ା: ଖରିଆର ରୋଡ଼ ସହରରେ ଆଇପିଏଲ ବେଟିଂ (ଜୁଆ) ଚାଲୁଥିବା ବେଳେ ପୋଲିସ ଖବର ପାଇ ଚଢାଉ କରି ପାଞ୍ଚ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପୂର୍ବରୁ ସେମାନଙ୍କ ଠାରୁ ବିପୁଳ ପରିମାଣର ବେଟିଂ ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରିଛି। ଏବେ ଏହି ବେଟିଂ…

ବର ବଦଳରେ କନ୍ୟା ଆସିଲା ଘୋଡ଼ା ଚଢ଼ି, ଅତିଥି ଦେଖି ଆଶ୍ଚର୍ଯ୍ୟ

ଦିନ ଥିଲା ବିବାହ ସମୟରେ କନ୍ୟା ଘରର ଏକ କୋଣରେ ରହୁଥିଲେ । ରୀତିନୀତି କରିବା ପାଇଁ ବେଦୀକୁ ହାତେ ଓଢ଼ଣା ଦେଇ ଆସିବାକୁ ପଡ଼ୁଥିଲା । ବର କିମ୍ବା ବରଯାତ୍ରୀଙ୍କୁ ଆଖି ଉଠାଇ ଅନାଉ ନ ଥିଲା କନ୍ୟା । କିନ୍ତୁ ଆଜିକାଲି କନ୍ୟାମାନେ ନିଜ ବିବାହକୁ ବହୁତ ଖୁସିରେ ଉପଭୋଗ କରୁଛନ୍ତି । ସେଥିପାଇଁ…

କିଟରେ ୱାଇ-୨୦ କନସଲଟେସନ୍ ସମ୍ମିଳନୀ, ଯୋଗଦେବେ ୨୦ ଦେଶର ସାଂସଦ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟ ସମ୍ମାନଜନକ ୟୁଥ-୨୦ କନ୍‍ସଲ୍‍ଟେସନ୍‍ ସମ୍ମିଳନୀ ଅପ୍ରେଲ୍‍ ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ଆମେରିକା, ବ୍ରିଟେନ୍‍, ଜର୍ମାନ୍‍, ୟୁକ୍ରେନ୍‍, ସୁଇଜରଲାଣ୍ଡ, ପୋଲାଣ୍ଡ, ଆର୍ମେନିଆ, ସ୍ଲୋଭାକିଆ, ବୁଲ୍‍ଗେରିଆ, କଙ୍ଗୋ,…