ଡଙ୍ଗା ନୁହେଁ, ଘୋଡ଼ା ପିଠିରେ ବସି ମାଛ ଧରନ୍ତି ଲୋକେ
ବେଲଜିଅମ୍ : ସାଧାରଣତଃ ମତ୍ସ୍ୟଜୀବୀମାନେ ଡ଼ଙ୍ଗାରେ ଯାଇ ସମୁଦ୍ରରେ ମାଛ ଧରୁଥିବା ସମସ୍ତେ ଦେଖିଥିବେ । ହେଲେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଡ଼ଙ୍ଗାରେ ନୁହେଁ ଘୋଡ଼ା ପିଠିରେ ବସି ସମୁଦ୍ରରେ ମାଛ ଧରିଥାନ୍ତି ମତ୍ସ୍ୟଜୀବୀମାନେ । ଏପରି ନିଆରା ଢଙ୍ଗରେ ମାଛ ଧରିନ୍ତି ଏଠାକାର ମତ୍ସ୍ୟଜୀବୀମାନେ ।…