ଝାରସୁଗୁଡା ସହର ଭିତରେ ପଶିଲେ ହାତୀପଲ, ରାତିରେ ବଜାର ବୁଲିଲେ
ଝାରସୁଗୁଡ଼ା:ସହର ଭତରକୁ ପଶି ଆସିଲେ ହାତୀପଲ । ସାରା ରାତି ବୁଲିଲେ । ଗୋଟିଏ ବା ଦୁଇଟି ନୁହଁନ୍ତି । ପୁରା ୧୨ଟି ହାତୀ । ଅନ୍ଧାର ରାତିର ଶୂନଶାନ ସଡକରେ ଯେମିତି ରାଜ କରୁଥିଲେ । ଲୋକେ ଜଣିବା ପରେ ଭୟରେ କବାଟ କିଳି ଲୁଚି ରହିଥିଲେ । ଏ ଦୃଶ୍ୟ ଥିଲା ଝାରସୁୁଗୁଡା ସହରର ।
ଶନିବାର…