Latest Odisha News

BREAKING NEWS

Yearly Archives

2023

ସୀମିତ ଓଭର ବିଶିଷ୍ଟ ମୁକାବିଲାରୁ ବ୍ରେକ ନେଇ ପାରନ୍ତି କୋହଲି

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ୨୦୨୩ ସମାପ୍ତ ପରେ ଭାରତୀୟ କ୍ରିକେଟ ନୂଆ ଯୁଗରେ ପ୍ରବେଶ କରିବ । ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ସମ୍ପୂର୍ଣ୍ଣ ଯୁବ ଟିମ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି । ରିପୋର୍ଟ ମୁତାବକ ବିରାଟ କୋହଲି ୫୦ ଓଭର ଓ ଟି୨୦…

ଭୟାଭୟ ଅଗ୍ନିକାଣ୍ଡ , ଜଳିଗଲା ୨୦ ଏକର ରୁ ଉର୍ଦ୍ଧ୍ଵ ଧାନ ଫସଲ

ବୋରିଗୁମ୍ମା: ଧାନ ଫସଲରେ ଲାଗିଲା ନିଆଁ । ଜଳିଗଲା ୨୦ଏକର ରୁ ଉର୍ଦ୍ଧ୍ଵ ଧାନ ଫସଲ । ବୋରିଗୁମ୍ମା ବ୍ଲକ କାଠରଗଡା ଗ୍ରାମରେ ହୋଇଛି ଏହି ଅଘଟଣ । ଗତ କାଲି ବିଳମ୍ବିତ ରାତ୍ରିରେ କୁମୁଳିଆ ସାହିର ଏକ ଧାନ ଖଳା ଘଟିଛି ଅଗ୍ନିକାଣ୍ଡ। ସୂଚନା ଅନୁସାରେ, ଗତକାଲି ରାତିରେ ସମସ୍ତେ ଶୋଇଥିବା…

ଆଜି ଦ୍ୱିତୀୟ ଦିନରେ ଉତ୍ତରପଟ କାନ୍ଥର କରାଯାଉଛି ଲେଜର ସ୍କାନିଂ

ପୁରୀ : ଗତକାଲିଠାରୁ ଆରମ୍ଭ ହୋଇଛି ରତ୍ନଭଣ୍ଡାର ଲେଜର୍ ସ୍କାନିଂ । ଆଜି ଉତ୍ତରପଟ ଲେଜର ସ୍କାନିଂ କରାଯାଉଛି  । ଦକ୍ଷିଣ ପାର୍ଶ୍ବ କାନ୍ଥର ମଧ୍ୟ ଅନୁଧ୍ୟାନ କରାଯାଉଛି । କେତେ ଜାଗାରେ ଫାଟ ରହିଛି, ଏହା କେଉଁ ଅବସ୍ଥାରେ ରହିଛି, ସବୁର ଟିକିନିକି ଯାଂଚ କରାଯାଉଛି ।ଏଥିଲାଗି ପୁରୀରେ ୭ ଜଣିଆ…

ଆସନ୍ତୁ ନଜର ପକାଇବା ହିରୋ ସାଜିଥିବା ର‌୍ୟାଟ ହୋଲ ମାଇନର୍ସଙ୍କ ଦୁଃଖ ଭରା ଜୀବନୀ ଉପରେ

ସିଲକାୟାରା: ଭାରତବାସୀ ଆଶ୍ୱସ୍ତ ଓ ଖୁସି । ସେମାନଙ୍କ ଅତି ନଜର ୪୧ ଶ୍ରମିକ ୧୭ ଦିନ ପରେ ଭଲରେ ବାହାରକୁ ଆସି ପାରିଛନ୍ତି । ଏମାନଙ୍କ ଜୀବନ ବଂଚାଇବାରେ ହିରୋ ସାଜିଥିଲେ ର‌୍ୟାଟ ହୋଲ ମାଇନର୍ସ । ଯେଉଁଠାରେ ଅତ୍ୟାଧୂନିକ ଜ୍ଞାନ କୌଶଳ ଫେଲ ମାରୁଥିଲେ ସେଠାରେ ଏହି ପ୍ରତିବନ୍ଧିତ ର‌୍ୟାଟ ହୋଲ…

ସ୍ୱଳ୍ପ ଗଳ୍ପ : କବି ଓ କାଗଜ ଡଙ୍ଗା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮୪  ଜଣେ କବି ଥିଲେ । ଏଇ କବିଙ୍କର ଆସକ୍ତିମାନଙ୍କ ଭିତରୁ ଗୋଟିଏ ପ୍ରମୁଖ ଆସକ୍ତି ଥିଲା କାଗଜଡଙ୍ଗା। ଯଦି ପାଖରେ ତାଙ୍କର କିଛି ବଳକା ସମୟ ରହିଥାଏ ତେବେ ଯେଉଁଠି ଗୋଟିଏ ବହମାନ ଜଳର…

ଭାଷା ଭାଗବତ : ଅନେକ ଚିଂତାଧାରା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ବିଶୁଦ୍ଧ ହେଲେ ଆମ ଚିଂତା କାମରେ ରହଇ ଶିଷ୍ଡତା *ଚିଂତା* ରୁ *କର୍ମ* ହୁଏ ଜାତ କାମରେ ହୋଇଲେ ଅଭ୍ୟସ୍ତ *ଅଭ୍ୟାସ* ପାଲଟେ ଚରିତ୍ର *ଚରିତ୍ର* ହୁଏ ବ୍ୟକ୍ତିଗତ କିଛି ବି କରୁଁ *ଉଦ୍‌ଭାବନ* କି ଜିଉଁ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ୱରୂପ

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ଓ ନିଜେ ବିଶ୍ଵକର୍ମା (ଅନନ୍ତ ମହାରଣା )ରୂପେ ଆସି ଚତୁର୍ଦ୍ଧା ମୂର୍ତ୍ତି ଗଠନ କାହାଣୀ ଆମେ ଅଳ୍ପେ ବହୁତେ ଜାଣିଛେ । କିନ୍ତୁ ଏହି ଚତୁର୍ଦ୍ଧା ମୂର୍ତ୍ତିଙ୍କ ପ୍ରକୃତ ସ୍ୱରୂପ ଅବା ତତ୍ତ୍ୱ ସଠିକ ଭାବେ…

କାଲି ଥିଲା ଛୋଟ ଛାଡଖାଇ, ଆଜି ପାଳନ କରାଯିବ ବଡ ଛାଡଖାଇ, ବଡି ଭୋରୁ ଆମିଷ ଦୋକାନରେ ଲାଗିଛି ଲମ୍ବା ଲାଇନ୍

ଭୁବନେଶ୍ଵର: କାଲିଥିଲା ଛୋଟ ଛାଡଖାଇ, ଆଜି ପାଳନ କରାଯିବ ବଡ ଛାଡଖାଇ । ମାସେ ହେଲା ପାଟିରେ ଆମିଷ ବାଜିନଥିବା ବେଳେ ଲୋକେ ଅନାଇ ରହିଥିଲେ ଛାଡଖାଇକୁ । ହେଲେ ଅବାରରେ ଅର୍ଥାତ ମଙ୍ଗଳବାର ଛାଡଖାଇ ପଡିବାରୁ ଅନେକ ଲୋକ ଆମିଷ ଖାଇପାରି ନାହାନ୍ତି । ତେଣୁ ଆଜିକୁ ଅପେକ୍ଷା କରି ରହିଥିଲେ ।…

ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

ଆନନ୍ଦପୁର : ଥମୁନି ଲୁଟେରାଙ୍କ ଲୁଟପାଟ୍  । ବନ୍ଧୁକ ଦେଖାଇ ଦୋକାନୀଙ୍କ ଘରୁ ଲୁଟି ନେଲେ ସୁନାଗହଣା । ଏମିତି କିଛି ଘଟଣା ଦେଖିବାକୁ ମିଳିଛି  କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଟୁକୁଣା ଗାଁରେ । ପ୍ରଥମେ ବାଇକରେ ଆସିଲେ । ବନ୍ଧୁକ ଦେଖାଇଲେ ଏବଂ ଭୟଭୀତ କରି ଲକ୍ଷାଧିକ ଟଙ୍କାର ସୁନା…

ଆଜି ୪ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

ପୁରୀ : ଆଜି ମହାପ୍ରଭୂଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ  । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଆଜି ୪ ଘଣ୍ଟା ଲାଗି ସାଧାରଣ ଦର୍ଶନ ବନ୍ଦ ରହିବ  ।  ସନ୍ଧ୍ୟା ୫ଟାରୁ ରାତି ୯ଟା ଯାଏଁ ଜଗା ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ । ଦତ୍ତ ମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କର ଏହି ସେବା କରିବେ ।…