ଫିଟ୍ ରହିବା ପାଇଁ ଶୀତଦିନେ ଖାଆନ୍ତୁ ଅଦା ହାଲୁଆ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତି
ଭୁବନେଶ୍ଵର: ଆସିଛି ଶୀତ ଋତୁ । ଶୀତ ସହ ଥଣ୍ଡା, ଜ୍ଵର ଓ କାଶ ଭଳି ରୋଗର ଆଶଙ୍କ ମଧ୍ୟ ବଢିବାରେ ଲାଗିଛି । ଏହି ଶୀତ ଋତୁରେ ହେଉଥିବା ବିଭିନ୍ନ ସ୍ଵାସ୍ଥ୍ୟଗତ ସମସ୍ୟାରୁ ରକ୍ଷା ପାଇବା ପାଇଁ ଲୋକମାନେ ଅନେକ ପ୍ରକାର ଉପଚାର କରିଥାନ୍ତି । ବିଭିନ୍ନ ପ୍ରକାର ଔଷଧ ସହ ଅନେକ ଗରମା ଗରମ ଖାଦ୍ୟ…