Latest Odisha News

BREAKING NEWS

Yearly Archives

2023

ରାସ୍ତାରେ ଡ୍ରେନ୍ ପାଣି : ପ୍ରତିବାଦରେ ବସ୍ତିବାସିନ୍ଦା ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ଧାରଣା

ପାରାଦୀପ:   ଅଠରବାଙ୍କୀ ନିକଟ ନିର୍ମାଣ ଧିନ ଓଭରବ୍ରିଜ୍ ଉପରେ ଧାରଣା ରେ ବସିଲେ ସ୍ଥାନୀୟ ବସ୍ତିବାସିନ୍ଦା ଓ ସ୍କୁଲ ଛାତ୍ରଛାତ୍ରୀ। ସୂଚନାନୁଯାୟୀ ପାରାଦୀପ ଅଠରବାଙ୍କୀ ଠାରୁ ଦୋଛକି ପର୍ଯ୍ୟନ୍ତ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ରାସ୍ତା ଉପରେ ଡ୍ରେନେଜ ପାଣି ଜମି ହୋଇରହୁଛି।…

ଯେଉଁଠି ହାର ମାନିଲା ବଡ ବଡ ମେସିନ ସେଠି କମାଲ ଦେଖାଇଲା ରାଟ ମାଇନର୍ସଙ୍କ ହାତ: ଦେଖନ୍ତୁ ଭିଡିଓ

ଉତ୍ତରକାଶୀ:ବୋଧହୁଏ ଆଉ କେଇ ଘଣ୍ଟା ପରେ ଶେଷ ହେବ ପ୍ରତୀକ୍ଷା । ସତର ଦିନର ସଂଘର୍ଷ ପରେ ନୂଆ ଜୀବନ ପାଇବେ ଶ୍ରମିକ । ଉତ୍ତରକାଶୀରେ ଫସିଥିବା ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ । ସୁଡଙ୍ଗ ମୁହଁରେ ଆମ୍ବୁଲାନ୍ସ ଅପେକ୍ଷା କରି ରହିଛି । ଡାକ୍ତରୀ ଟିମ ମଧ୍ୟ ପ୍ରସ୍ତୁତ…

‘ବ୍ରହ୍ମାସ୍ତ୍ର’ର ରେକର୍ଡ ଭାଙ୍ଗିଲା ‘ଟାଇଗର-୩’, ଜାଣନ୍ତୁ ବକ୍ସ ଅଫିସରେ କେତେ କରିଛି…

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ସ୍ପାଇ ଥ୍ରିଲର ଫିଲ୍ମ 'ଟାଇଗର-୩' ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି । ନଭେମ୍ବର ୧୨ ତାରିଖ ଦୀପାବଳୀର ବିଶେଷ ଉତ୍ସବରେ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିଥିଲା ​​ଏବଂ ଦର୍ଶକ ଏହାକୁ ବହୁତ ପସନ୍ଦ ମଧ୍ୟ କରିଛନ୍ତି । ଚଳଚ୍ଚିତ୍ରଟି ପ୍ରଥମ ଦିନରେ ଏକ…

ଶେଷ ପର୍ଯ୍ୟାୟରେ ଉତ୍ତରକାଶୀ ଟନେଲ୍ ରେସକ୍ୟୁ, କିଛି କ୍ଷଣ ମଧ୍ୟରେ ଉଦ୍ଧାର ହେବେ ୪୧ ଶ୍ରମିକ

ଉତ୍ତରକାଶୀ: ଶେଷ ପର୍ଯ୍ୟାୟରେ ଉତ୍ତରକାଶୀ ଟନେଲ୍ ରେସକ୍ୟୁ। ଟନେଲ ଭିତରକୁ ପଶିଲେ ଏନଡିଆରଏଫ ଓ ଆମ୍ବୁଲାନ୍ସ। ଦଉଡ଼ି ଓ ସିଡ଼ି ମଧ୍ୟ ଟନେଲ ଭିତରକୁ ପ୍ରବେଶ କରିଥିବା ସୂଚନା ରହିଛି। ସମାନ୍ତରାଳ ପାଇପ ପଶିବା କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ଯେ କୌଣସି ମୁହୂର୍ତ୍ତରେ ବାହାରକୁ ଆସିପାରନ୍ତି ୪୧…

ଘରୋଇ ଉପାୟରେ କେମିତି ହେବ ଉତ୍ତମ ନିଦ୍ରା ?

ନୂଆଦିଲ୍ଲୀ : ସାଧାରଣତଃ ରାତିରେ ଭଲ ନିଦ ହେବା ପାଇଁ ଅନେକ ଲୋକ ବିଭିନ୍ନ ସମୟରେ ମେଡିସିନ୍ ଖାଇଥାନ୍ତି  । କିନ୍ତୁ ଏସବୁ ଖାଇବା ଆମ ସ୍ବାସ୍ଥ୍ୟ ପାଇଁ ବହୁ କ୍ଷତିକାରକ  । ଆସନ୍ତୁ ଜାଣିବା ଘରୋଇ ଉପାୟରେ ଭଲ ନିଦ୍ରା ପାଇଁ କଣ କରିବା  । ଏପରି କିଛି ସ୍ୱତନ୍ତ୍ର ଖାଦ୍ୟପେୟ ରହିଛି, ଯାହାକୁ…

ଗଜପତି ପରେ ରାୟଗଡାରେ ଆତଙ୍କ ରଚିଲା ମହାବଳ ବାଘ, ଭୟରେ ଲୋକେ

ରାୟଗଡା: ଗତ କିଛିଦିନ ହେବ ଗଜପତି ଜିଲ୍ଲାରେ ବାଘ ଆତଙ୍କ ରଚିଥିବା ବେଳେ ଏବେ ରାୟଗଡା ବାସୀଙ୍କୁ ଖେଳିଛି ବାଘ ଆତଙ୍କ । ମହାରାଷ୍ଟ୍ର ଜଙ୍ଗଲରରୁ ପଳାଇ ଆସିଥିବା ମହାବଳ ବାଘ ଏବେ ରାୟଗଡ଼ାରେ । ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଲଗାଯାଇଥିବା ଟ୍ରାପ କ୍ୟାମେରାରେ କଏଦ ହୋଇଛି ବାଘ ।…

ଆସୁଛି ‘କାନ୍ତାରା-୨’, କେଜିଏଫ ଓ ବାହୁବଳିକୁ ଦେବ କଡ଼ା ଟକ୍କର !

ମୁମ୍ବାଇ: ରିଲିଜ୍ ହେଲା ‘କାନ୍ତାରା-୨’ର ଟିଜର। ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏହି କନ୍ନଡ ଚଳଚ୍ଚିତ୍ର ‘କାନ୍ତାରା’ ସୁପରହିଟ୍ ହୋଇଥିଲା। ଏହାର ଅଭିନୟ ତଥା ନିର୍ଦ୍ଦେଶନା ଦେଇ ଇତିହାସ ସୃଷ୍ଟି କରିଥିଲେ ଅଭିନେତା ଋଷବ ସେଟ୍ଟୀ। ଏହି ଚଳଚ୍ଚିତ୍ରର ଗୋଟିଏ ଭାଗ ବକ୍ସ ଅଫିସରେ…

ଉଦ୍ଧାର କାର୍ଯ୍ୟର ସଫଳତା ପାଇଁ ଭଗବାନଙ୍କୁ ପ୍ରାର୍ଥନା କଲେ ବିଦେଶୀ ବିଶେଷଜ୍ଞ

ଉତ୍ତରକାଶୀ: ୧୭ ଦିନ ବିତିଗଲାଣି । ତଥାପି ମିଳୁନଥିଲା ସଫଳତା ।  ଯେମିତି ବିଜ୍ଞାନ ଏଠି ବିଫଳ ହୋଇ ପଡିଥିଲା ! ପ୍ରକୃତି ପାଖରେ ଯେମିତି ହାର ମାନି ଯାଇଥିଲା ଯନ୍ତ୍ର । ସୂର୍ଯ୍ୟ, ଚନ୍ଦ୍ରରେ ପହଞ୍ଚି ପାରୁଛି..ହେଲେ ୫୦ମିଟର ମାଟିତଳେ ପହଞ୍ଚି ପାରୁନି ମଣିଷ ! ଏହା ପ୍ରକୃତିର ଚାଲେଞ୍ଜ…

ଥାନା ବାବୁଙ୍କ ଟଙ୍କା ଗୋଦାମ : ଏଯାବତ୍ ଘର ଓ କ୍ବାର୍ଟର୍ସରୁ ମିଳିଲାଣି ୩୭ ଲକ୍ଷ ଟଙ୍କା

କଟକ : ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥିଙ୍କ ଘରୁ ମିଳିଲା ପ୍ରଚୁର ଟଙ୍କା । କଟକ ବକ୍ସିବଜାର କ୍ବାର୍ଟର୍ସରୁ ୨୯ ଲକ୍ଷ ୭୭ ହଜାର ଟଙ୍କା ଜବତ ହୋଇଛି । କାଲି ଆଇଆଇସିଙ୍କ ବୈପାରୀଗୁଡା ଘର ଓ ଅଫିସରୁ ପ୍ରାୟ ୭.୫ ଲକ୍ଷ ଟଙ୍କା ଜବତ ହୋଇଥିଲା । ଏଯାବତ୍ ଆଇଆଇସିଙ୍କ ଘର ଓ କ୍ବାର୍ଟର୍ସରୁ…

ଉର୍ଦ୍ଦୁ ଏବଂ ମୁସଲିମ ବହୁଳ ଅଞ୍ଚଳ ସ୍କୁଲରେ ଏଣିକି ଶୁକ୍ରବାର ହେବ ସାପ୍ତାହିକ ଛୁଟି

ପାଟନା: ବିହାର ଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ଯାହା ଶୀତଦିନଆ ରାଜନୀତିକୁ ଉଷୁମ କରିଦେଇଛି । ଏହି ନିଷ୍ପତ୍ତିକୁ ନେଇ ସରକାର ଉପରେ ବର୍ଷିଛନ୍ତି ବିରୋଧୀ । ସରକାର ଏପରି ଏକ ନିଷ୍ପତ୍ତି କାହିଁକି ନେଇଛନ୍ତି ଏବଂ ଏହା ପଛରେ କ’ଣ କାରଣ ରହିଛି ଏ ନେଇ ପ୍ରଶ୍ନ…