Latest Odisha News

BREAKING NEWS

Yearly Archives

2023

ଆଜି ଗୋପାଳର ନାର୍କୋ ଟେଷ୍ଟ; ପଚରା ଯାଇପାରେ ଏହି ସବୁ ପ୍ରଶ୍ନ

ଭୁବନେଶ୍ୱର :ନବଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ଆଜି ହେବ ନାର୍କୋ ଟେଷ୍ଟ । ଗତକାଲି ଗୁଜରାଟର ଗାନ୍ଧିନଗରଠାରେ ତାର ପଲିଗ୍ରାଫି ଟେଷ୍ଟ ହୋଇଥିବାବେଳେ ଆଜି ନାର୍କୋ ଟେଷ୍ଟ କରାଯିବ । ତେବେ ନାର୍କୋ ଟେଷ୍ଟରେ କି କି ପ୍ରଶ୍ନ ପଚରାଯିବ ଗୋପାଳକୁ ? ଗୋପାଳକୁ କି ପ୍ରଶ୍ନ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ଥିବା ମା ବିମଳାଙ୍କ ମନ୍ଦିରରେ ଷୋଳ ପୂଜା ଚାଲିଛି । ସକାଳ ଧୂପ ବେଳେ ପାଠ ଚାଲିଛି ଚଣ୍ଡୀ ଓ ଦୁର୍ଗା ସହସ୍ର ନାମ। ଅତ୍ୟନ୍ତ ଆଡମ୍ବର…

ଆଜି ଭୁବନେଶ୍ୱର ଆସିବେ ରାଷ୍ଟ୍ରପତି; କାର୍ଯ୍ୟକ୍ରମ ପାଇଁ ସାମ୍ବାଦିକଙ୍କୁ ମନା

ଭୁବନେଶ୍ୱର:ଆଜି ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ଦୁଇଦିନିଆ ଓଡ଼ିଶା ଗସ୍ତରେ ଗସ୍ତରେ ଆସି ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ଦିନ ୧୧ଟା ୫୫ରେ ରାଷ୍ଟ୍ରପତି ବାୟୁସେନାର ଏକ ସ୍ଵତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚିବେ । ରାଜ୍ୟପାଳ…

ଗଳ୍ପ : ବାଳ ଶ୍ରମିକ

ପ୍ରସେନଜିତ୍ ସେଠୀ ରାମ ବାବୁ ବହୁତ୍ ଶିଶୁ ପ୍ରିୟ। ଶିଶୁଟିଏ ଦେଖିଲେ ତାଙ୍କ ମନରେ ଗୋଟେ ଅହେତୁକ ଆପଣାର ପଣ ଜାଗ୍ରତ ହୁଏ। ଶିଶୁଟି ପୁଅ ହେଉ କି ଝିଅ; ଧନୀ ଘରର ହେଉ କି ଗରିବ ଘରର; କାଳିଆ ଭୁସୁଣ୍ଡା ଟାଏ ହେଉ କି ଧୋବ ଫରଫର; ଅତି ବାଳୁଙ୍ଗା ଟାଏ ହେଉ କି ପୁରା ଶାନ୍ତ ଶିଷ୍ଟ ଅବା ପୁରା…

ରାଷ୍ଟ୍ରପତି ପୁରସ୍କାର ପାଇବେ ବିରଞ୍ଚି ନାରାୟଣ ମିଶ୍ର

ଜଗତସିଂହପୁର: ରାଷ୍ଟ୍ରପତି ପୁରସ୍କାର ପାଇବେ କଷ୍ଟମ୍ସ ବିଭାଗର ଅବସରପ୍ରାପ୍ତ ଅତିରିକ୍ତ କମିଶନର । ନାଉଗାଁ ଥାନା ଅନ୍ତର୍ଗତ ପଦ୍ମପୁର (ବ୍ରାହ୍ମଣ ଶାଶନ) ଗାଁର ବିରଞ୍ଚି ନାରାୟଣ ମିଶ୍ରଙ୍କୁ ଉଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତି ପୁରସ୍କୃତ କରିବେ । ବିରଞ୍ଚି କଷ୍ଟମସ ବିଭାଗର ଆସିଷ୍ଟାଣ୍ଟ…

ମାନସିକ ଭାରସାମ୍ୟ ହରାଇଛନ୍ତି ଜୟନାରାୟଣ: ବିଜେଡି

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟାକାଣ୍ଡ ଭଳି ସ୍ପର୍ଶକାତର ମାମଲାରେ ବାରମ୍ଵାର ଅରୁଚିକର ମନ୍ତବ୍ୟ ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ମାନସିକ ଭାରସାମ୍ୟ ହରାଇଛନ୍ତି । ତେଣୁ ତୁରନ୍ତ ତାଙ୍କର ମାନସିକ ସ୍ଵାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ବିଜୁ ଜନତା ଦଳ, ବିଜେପି ନେତୃବୃନ୍ଦଙ୍କୁ ପରାମର୍ଶ…

ଭୂକମ୍ପରେ ମୃତ୍ୟୁ ସଂଖ୍ୟା ଟପିଲା ୧୯ ହଜାର, ଉଦ୍ଧାର କାର୍ଯ୍ୟରେ ବାଧକ ସାଜିଛି କୋହଲା ପାଗ

ନୂଆଦିଲ୍ଲୀ: ତୁର୍କୀ ଏବଂ ସରିଆରେ ମାନବୀୟ ସଙ୍କଟ। ଭୂକମ୍ପରେ ମୃତ୍ୟୁ ସଂଖ୍ୟା ଟପିଲା ୧୯ ହଜାର। ଭାରତୀୟ ସମୟ ରାତି ୯ଟା ସୁଦ୍ଧା ଏହା ହେଉଛି ତୁର୍କୀ ଏବଂ ସିରିଆରେ ପ୍ରାଣ ହରାଇଥିବା ମୃତକଙ୍କ ସଂଖ୍ୟା। ଫେବୃଆରୀ ୬ରେ ତୁର୍କୀ ଏବଂ ସିରିଆର ପଶ୍ଚିମ ଏସୀୟ ଦେଶରେ ଘଟିଥିବା ଏହି ଭୂକମ୍ପରେ…

ଖେଲୋ ଇଣ୍ଡିଆ ୟୁଥ ଗେମ୍ସ: ଓଡିଶା ପାଇଁ ଟେନିସରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଲେ ଆରାଧ୍ୟା-ସୋହିନୀ

ଭୋପାଳ: ଏଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ଓଡିଶାର ପ୍ରଦର୍ଶନ ଗୁରୁବାର ଚମତ୍କାର ରହିଛି । ଟେନିସରେ ଆରାଧ୍ୟା ବର୍ମା ଓ ସୋହିନୀ ସଞ୍ଜୟ ମହାନ୍ତି ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ୧୮ ବର୍ଷରୁ କମ ବାଳିକା ଡବଲ୍ସରେ ଆରାଧ୍ୟା-ସୋହିନୀ ମଧ୍ୟପ୍ରଦେଶ ଯୋଡିଙ୍କୁ…

ବିଏମ୍‌ସି ନେଇଥିବା ବର୍ଦ୍ଧିତ ହୋଲଡିଂ ଟିକସକୁ ସୁଧ ସହ ଫେରାଉ: ବିଜେପି

ଭୁବନେଶ୍ୱର: ବିଏମ୍‌ସିର ହୋଲଡିଂ ଟିକସ ବୃଦ୍ଧି ନିଷ୍ପତି ବେଆଇନ ବୋଲି ହାଇକୋର୍ଟଙ୍କ ରାୟ ପ୍ରକାଶ ପାଇଛି । ଏହା ବିଏମ୍‌ସିକୁ ଶକ୍ତ ଚାପୁଡା ଏବଂ ହୋଲଡିଂ ଟିକସ ବୃଦ୍ଧି ନିଷ୍ପତି ରଦ୍ଦ ହେବା ଫଳରେ ଭୁବନେଶ୍ୱରବାସୀ ଆଶ୍ୱସ୍ତି ହୋଇଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ…