ଗାଁ ରାସ୍ତାରେ ଜିଆରଏସଙ୍କ ମୃତଦେହ
ସମ୍ବଲପୁର : ସମ୍ବଲପୁର ରେଢାଖୋଲରେ ଅଭାବନୀୟ ଘଟଣା ଘଟିଛି । ନାକଟିଦେଉଳ ଥାନା ଘୋଷରାମାଳ –ରାଇଲ ରାସ୍ତାରୁ ଜିଆରଏସଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଘୁସୁରାମାଲ ପଞ୍ଚାୟତରେ କାର୍ଯ୍ୟରତ ଜିଆରଏସ ଦିନବନ୍ଧୁ ଦାସ ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତକାଲି ଦୀନବନ୍ଧୁ କୌଣସି…