Latest Odisha News

BREAKING NEWS

Yearly Archives

2023

ଟିମ୍ ଇଣ୍ଡିଆ ପାଇବ ନୂଆ କୋଚ୍! କିଏ ହେବେ ରାହୁଲ ଡ୍ରାବିଡଙ୍କ ଉତ୍ତରାଧିକାରୀ?

ମୁମ୍ବାଇ: ବିଶ୍ୱକପ ପରାଜୟ ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ବିସିସିଆଇ ସହିତ କୋଚ ଭାବେ ନିଜ କାର୍ଯ୍ୟକାଳ ବୃଦ୍ଧି କରିବାକୁ ଚାହୁଁନାହାନ୍ତି। ଏଭଳି ଏକ ଖବର ମିଳୁଛି ଜାତୀୟ ଗଣମାଧ୍ୟମରୁ। ନିଜ ନିଷ୍ପତ୍ତି ବାବଦରେ ରାହୁଲ ଦ୍ରାବିଡ୍ ବିସିସିସିଆଇକୁ ଅବଗତ କରାଇଥିବା…

ବିଳମ୍ବିତ ରାତିରେ ଡାକ୍ତରଖାନା ଔଷଧ ଗୋଦାମରେ ଲାଗିଗଲା ନିଆଁ, ଲକ୍ଷାଧିକ ଟଙ୍କାର ଔଷଧ ଜଳିଗଲା

ବୌଦ୍ଧ:ରାତି ଅଧରେ ଡାକ୍ତରଖାନା ଔଷଧ ଗୋଦାମରେ ଲାଗିଗଲା ନିଆଁ । ଜଳିଗଲା ଲକ୍ଷାଧିକ ଟଙ୍କାର ଔଷଧ । ଏମିତି ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ । ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଔଷଧ ଗୋଦାମରେ ରାତି ଅଧରେ ଲାଗି ଯାଇଛି ନିଆଁ । ରାତି ପ୍ରାୟ ୨ଟାରେ ନିଆଁ ଲାଗି ଯାଇଥିଲା । ଚାହୁଁ…

ମହୁଆ ବିବାଦ: ଏଣିକି ସାଂସଦ ସେମାନଙ୍କର ନିଜସ୍ୱ ଇମେଲ୍, ପ୍ରଶ୍ନ ଏବଂ ଯାତ୍ରା ବିଲ୍କୁ ସମ୍ଭାଳିବେ

ନୂଆଦିଲ୍ଲୀ: ଲୋକସଭା ସଦସ୍ୟମାନଙ୍କୁ ଏବେ ନିଜସ୍ୱ ଡିଜିଟାଲ ସଂସଦୀୟ କାମ ଯେପରିକି ଗୃହରେ ପଚରା ଯିବାକୁ ଥିବା ପ୍ରଶ୍ନ, ଇମେଲ୍ ଆକ୍ସେସ୍ କରିବା ଏବଂ ଯାତ୍ରା ବିଲ୍ ଦାଖଲ କରିବା ଭଳି କାମ ପରିଚାଳନା କରିବାକୁ ପଡିବ। ଟିଏମସିର ମହୁଆ ମୋଇତ୍ରା ନିଜ ଅଫିସିଆଲ ଇମେଲର ପାସଓ୍ୱାର୍ଡ ଜଣେ ବାହାର…

ବିଧାନସଭାରେ ମନ୍ତ୍ରୀ କହିଲେ ପେଟ୍ରୋଲ ପମ୍ପରେ ହେଉଛି ଅନିୟମିତତା, ଏବେ ଜାଣି ରଖନ୍ତୁ କିଭଳି ରହିବେ ସତର୍କ

ଭୁବନେଶ୍ୱର: ରାଜ୍ୟରେ ପେଟ୍ରୋଲ ପମ୍ପ ଗୁଡିକରେ ହେରଫେର ହେଉଛି। ଗ୍ରାହକ ତେଲ ପକାଇବାକୁ ଆସି ଠକାମିର ଶିକାର ହେଉଥିବା ନେଇ ବିଧାନସଭାରେ ଖୋଦ୍ ଖାଉଟି ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି। ଗତ ବର୍ଷ ରାଜ୍ୟରେ ବିଭାଗ ଚଢାଉ କରି ୨୪ ଟି ମାମଲା…

କପୁରଥାଲା ଗୁରୁଦ୍ୱାରରେ ଗୁଳିକାଣ୍ଡ: ଜଣେ ପୋଲିସ କର୍ମୀ ମୃତ, ୩ ଗୁରୁତର

କପୁରଥାଲା: ପଞ୍ଜାବର କପୁରଥାଲା ଗୁରୁଦ୍ୱାରରେ ସକାଳୁ ସକାଳୁ ଗୁଳିକାଣ୍ଡ ଘଟିଛି । ଏଥିରେ ଜଣେ ପୋଲିସ କର୍ମୀଙ୍କର ମୃତ୍ୟୁ ଘଟିଛି । ଏକାଧିକ ପୋଲିସ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ଏହି ଘଟଣା ସକାଳ ସାଢେ ୭ଟାରେ ଘଟିଥିବା କୁହଯାଉଛି । ଗୁରୁଦ୍ୱାରରେ ନିହଙ୍ଗ ଶିଖ ପକ୍ଷରୁ…

ଅନୁବାଦ କବିତା : ଅକିଞ୍ଚନ

ମୂଳ ହିନ୍ଦୀ : ଅଶୋକ ବାଜପେୟୀ  ଯଦି ତିଷ୍ଠିବ ତେବେ ସେ ହିଁ ତିଷ୍ଠିବ ଆମ ସମସ୍ତଙ୍କ ଭିତରେ ସେହି ଅକିଞ୍ଚନ ମଣିଷଟି ଯିଏ ରୁଆବ ଆଗରେ କାକୁତିମିନତି ହୁଏନି, ନିଜ ପିଲାଙ୍କ ନମ୍ୱର ବଢାଇବା ଲାଗି ଯାଏନି ମାଷ୍ଟରଙ୍କ ଘରକୁ, ଯିଏ ରାସ୍ତାରେ ପଡିଥିବା ଆହତକୁ ସବୁ କାମ ଛାଡି ସବା ଆଗେ…

ଭାଷା ଭାଗବତ : ଦେଶକୁ ଦୁର୍ଦିନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଗୋଷ୍ଠୀ, ସାମ୍ମୁଖ୍ୟ, ସଂଘ, ଦଳ ସବୁଠି ଦିଶୁଛି କେବଳ ପରିବାରର ପ୍ରତିପତ୍ତି ହେଉଛି ବହୁମୁଖୀ କ୍ଷତି ଉଚ୍ଚେ ଆସୀନ ନେତାଗଣ ଥାଉ ବା ନ ଥାଉ କାରଣ କରଂତି ଏକାକୀ ନିଷ୍ପତ୍ତି ଏଥିଯୋଗୁଁ ତ ଅଧୋଗତି ତଡ଼ା ନ ପାଇବା ପର୍ଯଂତ…

ମିଛ ବିଜ୍ଞାପନ ଦେଇନି,ଦୋଷୀ ସାବ୍ୟସ୍ତ ହେଲେ ମୃତ୍ୟୁ ଦଣ୍ଡ ପାଇଁ ପ୍ରସ୍ତୁତ: ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ ଉତ୍ତର…

ନୂଆଦିଲ୍ଲୀ: ପତଞ୍ଜଳି କମ୍ପାନୀର ବିଜ୍ଞାପନକୁ ନେଇ ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ ଉତ୍ତର ରଖିଛନ୍ତି ନିଜେ ବାବା ରାମଦେବ। ସେ କହିଛନ୍ତି, ଔଷଧକୁ ନେଇ ସେ କୌଣସି ମିଛ ବିଜ୍ଞାପନ ବା ମିଛ ପ୍ରଚାର କରୁନାହାଁନ୍ତି । ଯଦି ତାଙ୍କର ଔଷଧରେ ତ୍ରୁଟି ପ୍ରମାଣିତ ହେବ ତେବେ ସୁପ୍ରମକୋର୍ଟ ତାଙ୍କ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସର୍ବ ଧର୍ମ ଓ ଦର୍ଶନ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା   ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।ଗଣ ଦେବତା ଶ୍ରୀ ଜଗନ୍ନାଥ, ଭାରତ ଭୂଖଣ୍ଡରେ ବିକଶିତ ନାନା ଧର୍ମ ଓ ବିବିଧ ଦର୍ଶନର ଉପରେ ରହି ନିଜକୁ ଜଣଙ୍କର (ଗୋଟିଏ ଧର୍ମ ବା ଦର୍ଶନ ) ପ୍ରତିପାଦିତ ନକରି ସାଧାରଣ ଭାବରେ ସମସ୍ତଙ୍କର (ସର୍ବ ଧର୍ମ…

ଜିତିବ ଜୀବନ-ଅନ୍ତ ହେବ ଅପେକ୍ଷା.. ଆଉ କେଇ ଘଣ୍ଟା ପରେ ବାହାରକୁ ଆସିବେ ଟନେଲରେ ଫସିଥିବା ଶ୍ରମିକ

ଉତ୍ତରକାଶୀ:ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ୧୨ ଦିନ ପରେ ବାହାରକୁ ବାହାରିବେ ଟନେଲରେ ଫସି ରହିଥିବା ଶ୍ରମିକ । ସେମାନଙ୍କୁ ବାହାର କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଚାଲିଛି । ଏପଟେ ପରିବାର ଲୋକେ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି । ଉତ୍ତରାଖଣ୍ଡ ଟନେଲରେ ଫସିଥିବା ସିଲକ୍ୟାରା…