Latest Odisha News

BREAKING NEWS

Yearly Archives

2023

ଦ୍ୱିତୀୟ ଦିନରେ ରଜୌରୀ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ହାର୍ଡକୋର ଆତଙ୍କବାଦୀ ନିପାତ

ଶ୍ରୀନଗର: ଦ୍ବିତୀୟ ଦିନରେ ପହଞ୍ଚିଛି କାଶ୍ମୀର ରଜୌରୀ ସେକ୍ଟରର ବାଜିମଲ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାବଳ ମଧ୍ୟରେ ଏନକାଉଣ୍ଟର । ସେନା ଗୁଳିରେ ଜଣେ ଆହଙ୍କୀ ନିପାତ । ନିହତ ଆତଙ୍କୀ ହେଉଛି ପାକିସ୍ତାନର ନାଗରିକ ତଥା ଜଣେ ହାର୍ଡକୋର ଆତଙ୍କବାଦୀ । ସେ ପାକିସ୍ତାନ ଓ ଆଫଗାନିସ୍ତାନରେ ତାଲିମ…

ଆସନ୍ତା ଡିସେମ୍ବର ୧ରେ କୋଣାର୍କ ମହୋତ୍ସବ, ଅନୁଷ୍ଠିତ ହେବ ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀ

ପୁରୀ: କୋଣାର୍କ ସୂର୍ଯ୍ୟମନ୍ଦିର ନିକଟ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ସବୁ ବର୍ଷ ପରି ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ଚଳିତବର୍ଷ ଡିସେମ୍ବର ୧ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ କୋଣାର୍କ ଉତ୍ସବ। ଏହାସହିତ ଚନ୍ଦ୍ରଭାଗା ବେଳାଭୂମିରେ ମଧ୍ୟ ଅନୁଷ୍ଠିତ ହେବ…

ରାଜସ୍ଥାନରେ କଂଗ୍ରେସ ଉପରେ ବର୍ଷିଲେ ମୋଦି-ଶାହ: କହିଲେ ‘ଏଣିକି ଖାଲି କମଳ ହିଁ ଫୁଟିବ’

ଜୟପୁର: ରାଜସ୍ଥାନକୁ ଆଉ କେବେ ଫେରିବନି ଗେହଲଟ ସରକାର । କଂଗ୍ରେସର ବିଦାୟ ସମୟ ଆସି ଯାଇଛି । ରାଜସ୍ଥାନର ସବୁରି ମୁହଁରେ କେବଳ କମଳ ହିଁ କମଳ । ବିଧାନସଭା ନିର୍ବାଚନ ପ୍ରଚାରର ଶେଷ ଦିନରେ ଏମିତି କହି କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ…

କେନ୍ଦ୍ର ସରକାର ଆଣିବେ ନୂଆ ନିୟମ; ‘ଡିପ୍‌ଫେକ୍‌’ ଭିଡିଓ ପ୍ରସ୍ତୁତକାରୀଙ୍କୁ ମିଳିବ ଦଣ୍ଡ

ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତା ବା ଏଆଇ ଜରିଆରେ ଏବେ ବିଭିନ୍ନ ସେଲିବ୍ରେଟିଙ୍କ ଡିପଫେକ ଫଟୋ ଏବଂ ଭିଡିଓ ପ୍ରସ୍ତୁତ କରାଯାଉଛି। ପ୍ରତିଷ୍ଠିତ ଲୋକଙ୍କ ଫଟୋ ଏବଂ ଭିଡିଓକୁ ବିକୃତ ଭାବେ ସୋଶିଆଲ ମିଡିଆରେ ଭାଇରାଲ କରାଯାଉଉଛି। ତେବେ ବଢିଚାଲିଥିବା ଡିପ୍‌ଫେକ୍‌ ସମସ୍ୟାର ସମାଧାନ ପାଇଁ ନୂଆ…

IRCTC ୱେବସାଇଟ୍‌ରେ ସାମୟିକ ବୈଷୟିକ ତ୍ରୁଟି, ଇ-ଟିକେଟ ବୁକିଂରେ ବାଧାପ୍ରାପ୍ତ

ଭୁବନେଶ୍ୱର: ଅନଲାଇନରେ ହୋଇ ପାରୁନାହିଁ ରେଳ ଟିକେଟ୍ ବୁକିଂ। ଯାତ୍ରୀ ଅସନ୍ତୁଷ୍ଟ। ଆଇଆରସିଟିସି ୱେବସାଇଟ୍‌ରେ ସାମୟିକ ବୈଷୟିକ ତ୍ରୁଟି ଦେଖାଦେଇଛି। ବୈଷୟିକ ତ୍ରୁଟି ଯୋଗୁଁ ଇ-ଟିକେଟ ବୁକିଂରେ ହେଉଛି ବାଧାପ୍ରାପ୍ତ। ଫଳରେ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ହଜାର ହଜାର ଲୋକ ଅସୁବିଧାର…

କଟକର ଐତିହାସିକ ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା

କଟକ: କାହିଁ କେଉଁ କାଳରୁ ବାଲିଯାତ୍ରାର ଗୌରବମୟ ଇତିହାସ ରହିଆସିଛି । ବର୍ଷ ବର୍ଷ ଧରି ଚାଲିଆସୁଥିବା ଐତିହାସିକ ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରାକୁ ମିଳିଲା ନାହିଁ ଜାତୀୟ ମାନ୍ୟତା । ଏନେଇ ଚିଠି ଲେଖି ସ୍ପଷ୍ଟ କରିଛି କେନ୍ଦ୍ର ସଂସ୍କୃତି ବିଭାଗ  । ଯାହା ପରେ କଟକ ମେୟର ସୁବାସ ସିଂ ସୂଚନା…

ପଞ୍ଚୁକର ପ୍ରଥମ ଦିନ: ଚନ୍ଦ୍ରମଉଳି ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର

ଆଠଗଡ: ଆଜି ହେଉଛି କାର୍ତ୍ତିକ ମାସର ପହିଲି ପଞ୍ଚୁକ । ପବିତ୍ର ବ୍ରତ ପାଳନ ପାଇଁ ଧବଳେଶ୍ଵର ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ପଞ୍ଚୁକର ପ୍ରଥମେ ଦିନରେ ଚନ୍ଦ୍ରମଉଳି ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର । କାର୍ତ୍ତିକ ମାସ ଧର୍ମର ମାସ ହୋଇଥିବାରୁ ଦେବ ଦେବ…

ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ପୋଲିସ, ୫ ଗିରଫ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପୋଲିସକୁ ବଡ ସଫଳତା । ୩୨ କେଜିର ଗଞ୍ଜେଇ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ମାନେ ବିଲାସପୁର ଜିଲ୍ଲା ମଟିଆରି ଗ୍ରାମର ବୋଲି ଜଣା ପଡିଛି । ସୂଚନା ଅନୁସାରେ, ଉଲୁଣ୍ଡା ପୋଲିସ ପେଟ୍ରୋଲିଙ୍ଗ୍ କରୁଥିବା ସମୟରେ…

ହମାସକୁ ନେତନ୍ୟାହୁଙ୍କ ଅଫର: ୧୦ ଜଣ ବନ୍ଧକଙ୍କୁ ଛାଡିଲେ ଗୋଟିଏ ଦିନ ଯୁଦ୍ଧ ବିରତି

ତେଲ ଅବିବ: ଥମୁନି ଇସ୍ରାଏଲ-ହମାସ ଯୁଦ୍ଧ  । ପାଲେଷ୍ଟାଇନର ହମାସ ଗ୍ରୁପ ଏବେ ବି ଇସ୍ରାଏଲ ନାଗରିକଙ୍କୁ ବନ୍ଧକ ଭାବେ ରଖିଛି । ଇତିମଧ୍ୟରେ ଇସ୍ରାଏଲ-ଗାଜା ମଧ୍ୟରେ ଯୁଦ୍ଧ ବିରତି ନେଇ ଆଲୋଚନା ସକାରାତ୍ମକ ସ୍ଥିତିରେ ପହଞ୍ଚିଛି । ଏହି ଯୁଦ୍ଧ ବିରତି ବଦଳରେ ହମାସ ଇସ୍ରାଏଲରୁ ବନ୍ଧକ ଭାବେ…

ସୁଟିଂ ସେଟରେ ଆହତ ହେଲେ ଅଭିନେତା ଶ୍ରୀତମ ଦାସ, ହସ୍ପିଟାଲରେ ହେଲେ ଭର୍ତ୍ତି

ଭୁବନେଶ୍ଵର: ସୁଟିଂ ସେଟରେ ଆହତ ହେଲେ ଓଲିଉଡ୍ ଅଭିନେତା ଶ୍ରୀତମ ଦାସ । ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଭୁବନେଶ୍ଵରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତଙ୍କ ଗୋଡରେ ଓ ଡାହାଣ ହାତରେ ଆଘାତ ଲାଗିଥିବା ନେଇ ସୂଚନା ମିଳିଛି । ସୂଚନା ଅନୁସାରେ, ଆସୁଥିବା ନୂତନ ଓଡିଆ…