Latest Odisha News

BREAKING NEWS

Yearly Archives

2023

ପରଲୋକରେ ସାହାରା ଗ୍ରୁପ ଅଧ୍ୟକ୍ଷ ସୁବ୍ରତ ରୟ

ନୂଆଦିଲ୍ଲୀ: ମଙ୍ଗଳବାର ବିଳମ୍ବିତ ରାତିରେ ହୃଦଘାତ ଯୋଗୁଁ ମୁମ୍ବାଇରେ ସାହାରା ଗ୍ରୁପ୍ର ଅଧ୍ୟକ୍ଷ ସୁବ୍ରତ ରୟଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ଭାରତର ଅନ୍ୟତମ ପ୍ରମୁଖ ବ୍ୟବସାୟୀ ସୁବ୍ରତ ରାୟ ସାହାରା ଇଣ୍ଡିଆର ପ୍ରତିଷ୍ଠାତା ଥିଲେ। ରୟ ୨୦୦୨ରେ…

ଟିଭିରେ ଆସିବନି ଦି କପିଲ ଶର୍ମା ଶୋ’, ଏବେ ଓଟିଟିରେ

ମୁମ୍ବାଇ: ଛୋଟପରଦାରେ ସବୁଠୁ ଲୋକପ୍ରିୟ କମେଡ଼ି ଶୋ ହେଉଛି ଦି କପିଲ ଶର୍ମା ଶୋ । ଏହି ଶୋକୁ ଲୋକେ ଖୁବ୍ ପସନ୍ଦ କରିଥାନ୍ତି । ଏହା ଦୀର୍ଘ ସମୟ ଧରି ପରଦାରେ ଆଉ ଦେଖିବାକୁ ମିଳୁନାହିଁ । ଏହି ଶୋ ବର୍ତ୍ତମାନ ଟିଭିରେ ପ୍ରସାରିତ ହେବ ନୁହେଁ ବରଂ ଓଟିଟି ପ୍ଲାଟଫର୍ମରେ ଟେଲିକାଷ୍ଟ ହେବ ।…

ଅଜବ ପୋକ; ଦେଖିବାକୁ ଠିକ୍ କାଠ ଖଣ୍ଡ ପରି

ୟୁରୋପ: ଦୁନିଆରେ ବିଭିନ୍ନ ପ୍ରକାରର କୀଟ ରହିଛନ୍ତି । ସେଥିମଧ୍ୟରୁ କିଛି ଦେଖିବାକୁ ଭୟଙ୍କର ହୋଇଥିବା ବେଳେ ଆଉ କିଛି ଭାରି କୌତୁକିଆ ଓ ସୁନ୍ଦର ମଧ୍ୟ ହୋଇଥାନ୍ତି । ହେଲେ ଏ ବିଚିତ୍ରମୟ ଦୁନିଆରେ ଅନେକ ବିଚିତ୍ର ଜୀବ ମଧ୍ୟ ଦେଖାଯାଆନ୍ତି । ଏବେ ସୋସିଆଲ୍ ମିଡିଆରେ ଏମିତି ଏକ କୀଟର ଭିଡିଓ…

ଏମିତି ଏକ ମନ୍ଦିର ଯେଉଁଠି ରାମଙ୍କ ବିନା ପୂଜା ପାଉଛନ୍ତି ମାଆ ସୀତା

ମୁମ୍ବାଇ : ଭଗବାନ ରାମଙ୍କ ବିନା ମାଆ ସୀତା ଅସମ୍ପୂର୍ଣ୍ଣ କୁହାଯାଏ । ସେଥିପାଇଁ ସବୁ ମନ୍ଦିରରେ ରାମଙ୍କ ସହ ମାଆ ସୀତାଙ୍କ ପ୍ରତିମା ସ୍ଥାପନ କରାଯାଇଥାଏ । ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ମନ୍ଦିର ଉଦ୍‌ଘାଟନ ହେବାକୁ ଯାଉଛି । ଯେଉଁଠି ରାମଲାଲାଙ୍କ ସହ ମାଆ ସୀତା, ଭାଇ ଲକ୍ଷ୍ମଣ ଓ…

ଯୁବକଙ୍କ ଦେଶୀ ଯୋଗାଡ଼: ନଳକୂପରୁ ବାହାରୁଛି ପାଣି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନିଆରା ଭିଡିଓ ଦେଖିବାକୁ ମିଳିଥାଏ । ସେଥିମଧ୍ୟରେ କେତେକ ଦେଶୀ ଯୋଗାଡ଼ ମଧ୍ୟ ରହିଥାଏ । ଯାହାକୁ ବ୍ୟବହାର କରି ଅନେକ ଲୋକ ଉପକୃତ ମଧ୍ୟ ହୋଇଥାନ୍ତି । ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।…

ବଜ୍ରକାପ୍ତା କାତି ଡିଲ୍ ବେଳେ ୪ ଗିରଫ

ବାରିପଦା: ବଜ୍ରକାପ୍ତା କାତି ଚୋରାଚାଲଣ ବେଳେ ଚାରି ଜଣ ବନ୍ୟଜନ୍ତୁ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି ବନ ବିଭାଗ । ସେମାନଙ୍କ ନିକଟରୁ ପ୍ରବଳ ମାତ୍ରାରେ ବଜ୍ରକାପ୍ତା କାତି ଜବତ ହୋଇଛି । ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲାରେ । ସୂଚନା ମୁତାବକ, ବିଶେଷସୂତ୍ରରୁ ଖବରପାଇ…

ପୁଣି ଜଣେ ଅଭିନେତ୍ରୀଙ୍କ ପ୍ରେମରେ କ୍ରିକେଟର

ମୁମ୍ବାଇ: ବଲିଉଡ୍ ଓ କ୍ରିକେଟ ଦୁନିଆର ସଂଯୋଗ ବିଷୟରେ ସମସ୍ତେ ଜାଣନ୍ତି । ପୂର୍ବରୁ ଅନେକ ଅଭିନେତ୍ରୀ କ୍ରିକେଟରମାନଙ୍କୁ ବିବାହ କରି ଘର ସଂସାର କରିସାରିଛନ୍ତି । ଅଧିକାଂଶ ସମୟରେ କ୍ରିକେଟରମାନେ ଅଭିନେତ୍ରୀମାନଙ୍କୁ ଡେଟ୍ କରୁଥିବା କଥା ଆମେ ଶୁଣିଛନ୍ତି । ଏବେ ପୁଣି ଏକ କ୍ରିକେଟର ଓ…

ସ୍କୁଲ ପିଲାଙ୍କ ଦୀର୍ଘଦିନର ସମସ୍ୟା ଦୂର କରି ନିଆରା ଢଙ୍ଗରେ ଶିଶୁଦିବସ ପାଳିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ଵର: ପବିତ୍ର ଶିଶୁ ଦିବସ ଅବସରରେ ଫୁଟ୍ ଓଭର ବ୍ରିଜ ଲୋକାର୍ପଣ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆଜିର ଶିଶୁ କାଲିର ଭବିଷ୍ୟତ। ଶିଶୁମାନେ ହେଉଛନ୍ତି ଦେଶର ଶକ୍ତି ଓ ପ୍ରଗତିର ସୂତ୍ରଧର। ପିଲାଙ୍କ ଭବିଷ୍ୟତର ପ୍ରଥମ ସିଢି ବିଦ୍ୟାଳୟ। ତେଣୁ ସେମାନେ କିପରି ସିୁରକ୍ଷିତ ବିଦ୍ୟାଳୟ ଯିବେ…

‘ଲିଭ୍‌-ଇନ୍‌’ରେ ରହି ଖୁସିରେ ଥିଲୁ, ଗୋଟିଏ କାରଣ ପାଇଁ ବିବାହ କଲୁ: କରୀନା

ମୁମ୍ବାଇ: ଲିଭ୍ ଇନ୍‌ରେ ଥିଲୁ । ବର୍ଷେ କି ଦୁଇ ବର୍ଷ ନୁହେଁ ୫ ବର୍ଷ ଲିଭ୍ ଇନ୍‌ରେ ଥିଲୁ । ବହୁତ ଖୁସିରେ ଥିଲୁ । କିନ୍ତୁ କେବଳ ସନ୍ତାନ ପ୍ରାପ୍ତ କରିବାକୁ ଚାହୁଁଥିବାରୁ ବିବାହ କରିବାକୁ ନିଷ୍ପତ୍ତି ନେଲୁ ଓ ବିବାହ ବି କଲୁ । ଏମିତି କିଛି କହିଛନ୍ତି ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ…

ନକଲି ଟଙ୍କା କାରବାର ଅଭିଯୋଗ; ୫ ଅଭିଯୁକ୍ତ ଗିରଫ, ୩ ଫେରାର

ବ୍ରହ୍ମପୁର: ନକଲି ଟଙ୍କା ବଦଳରେ ଅସଲି ଟଙ୍କା ଦେଇ ଠକାମୀର ଶିକାର ହେଲେ ବ୍ୟବସାୟୀ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପରୁରେ । ଦୁଇ ବ୍ୟବସାୟୀଙ୍କ ଠାରୁ ୨୮ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଠକେଇର ଶିକାର ହୋଇଥିବା ଦୁଇ ଯୁବକ ହେଲେ ସଚିନ ମହାପାତ୍ର…