Latest Odisha News

BREAKING NEWS

Yearly Archives

2023

ଦିଲ୍ଲୀ ମୁଖ୍ୟ ସଚିବଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ: ପୁଅର କମ୍ପାନୀକୁ ଦେଇଥିଲେ ୮୫୦ କୋଟିର ଫାଇଦା

ନୂଆଦିଲ୍ଲୀ: ତେଜିଲା ଦିଲ୍ଲୀ ସରକାରରେ ଥିବା ମୁଖ୍ୟ ସଚିବ ନରେଶକୁମାରଙ୍କ ପୁଅ ସହ ଜଡିତ ଦୁ୍ର୍ନୀତି ମାମଲା । କେଜରିୱାଲ ସରକାରରେ ଥିବା ଭିଜିଲାନ୍ସ ମନ୍ତ୍ରୀ ଆତିଶ ସିଂହ ପ୍ରାଥମିକ ଯାଞ୍ଚ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୬୫୦ ପୃଷ୍ଠାର ଏକ ପ୍ରାଥମିକ ରିପୋର୍ଟ ପ୍ରଦାନ…

୨୧ରେ ବିଧାନସଭା ଉପବାଚସ୍ପତି ନିର୍ବାଚନ : ସମସ୍ତ ସଦସ୍ୟଙ୍କୁ ଚିଠି ଲେଖି ଜଣାଇଲେ ବିଧାନସଭା ସଚିବ

ଭୁବନେଶ୍ବର : ନଭେମ୍ବର ୨୧ ତାରିଖରେ ବିଧାନସଭା ଉପବାଚସ୍ପତି ନିର୍ବାଚନ । ୨୧ ତାରିଖ ସକାଳ ୯ଟା ୩୦ରେ ଭୋଟ୍ ଗ୍ରହଣ ହେବ । ଏଥିଲାଗି ୨୦ ତାରିଖରେ ନାମାଙ୍କନ ଦାଖଲ ହେବ  । ଏ ନେଇ ସମସ୍ତ ସଦସ୍ୟଙ୍କୁ ଚିଠି ଲେଖିଛନ୍ତି ବିଧାନସଭା ସଚିବ  । ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ପଦବୀ ଖାଲି…

ଆସନ୍ତାକାଲି ସୁଦ୍ଧା ଅବପାତରେ ପରିଣତ ହେବ ଲଘୁଚାପ କ୍ଷେତ୍ର : ୩ ଜିଲ୍ଲାରେ ଅତିପ୍ରବଳ ବର୍ଷିବ !

ଭୁବନେଶ୍ବର : ଆସନ୍ତାକାଲି ସୁଦ୍ଧା ଅବପାତରେ ପରିଣତ ହେବ ଲଘୁଚାପ କ୍ଷେତ୍ର । ୧୬ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ  । ଏହାର ପ୍ରଭାବରେ ୧୮ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ…

ଉତ୍ତରକାଶୀ ଟନେଲ ଟ୍ରାଜେଡି, ମିଳିଲା ଫସିଥିବା ଓଡିଆ ଶ୍ରମିକଙ୍କ ପରିଚୟ

ମୟୁରଭଞ୍ଜ: ଉତ୍ତରକାଶୀ ଟନେଲ ଟ୍ରାଜେଡିରେ ଫସିଥିବା ୫ ଓଡିଆ ଶ୍ରମିକଙ୍କ ମଧ୍ୟରୁ ୩ ଶ୍ରମିକଙ୍କ ପରିଚୟ ମିଳିଛି । ଟନେଲ ଭିତରେ ମୟୁରଭଞ୍ଜର ୩ ଜଣ ଯୁବକ ଫଶି ରହିଛନ୍ତି । ସେମାନେ ହେଲେ ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଯୋଗୀବନ୍ଧ ଗ୍ରାମର ବିଶ୍ୱେଶ୍ୱର ନାୟକ, ବେଡ଼ାକୁଦ ଗ୍ରାମର ଧୀରେନ ନାୟକ ଓ…

ଆଉ ନାହାନ୍ତି ଓବେରୟ ଗ୍ରୁପର ମାଲିକ ପୃଥ୍ୱରାଜ ସିଂହ ଓବେରୟ

ନୂଆଦିଲ୍ଲୀ:ଭାରତର ହୋଟେଲ ଇଣ୍ଡଷ୍ଟ୍ରିକୁ ନୂଆ ପରିଚୟ ଦେଇଥିବା ଓବେରୟ ହୋଟେଲର ଅଧ୍ୟକ୍ଷ ପୃଥ୍ୱରାଜ ସିଂହ ଓବେରାୟଙ୍କର ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ପୃ୍‌ଥ୍ୱୀରାଜଙ୍କୁ ୯୪ ବର୍ଷ ହୋଇଥିଲା । ତାଙ୍କର ଅନ୍ତିମ ସଂସ୍କାର ଆଜି ସନ୍ଧ୍ୟାରେ କାପସହେଡାରେ ଥିବା…

ଖାଇବା ତେଲ ଆମଦାନୀ ୧୬ ପ୍ରତିଶତ ବୃଦ୍ଧି

ମୁମ୍ବାଇ: ଖାଦ୍ୟରେ ଲୁଣର ଯେପରି ଭୂମିକା ରହିଛି ତେଲର ମଧ୍ୟ ସମାନ ଭୂମିକା ରହିଛି। ଖାଦ୍ୟକୁ ସୁସ୍ୱାଦୁ କରିବା ପାଇଁ ଖାଇବା ତେଲ ଭଲ କାମ କରିଥାଏ। କିନ୍ତୁ ଏହାର ଦାମ ବଢିବା କଥା ଶୁଣିଲେ ମନ ପିତା ହୋଇଯାଏ। ଏହାକୁ ନେଇ ଘରେ ଘରେ ଗୃହିଣୀ ଚିନ୍ତାରେ ପଡିଯାଆନ୍ତି। ଭାରତରେ ଅକ୍ଟୋବର ୨୦୨୩…

ପୁରୀ ଷ୍ଟେସନ କୋଚିଂ ଡିପୋରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ପୁରୀ: ପୁରୀ ରେଳ ଷ୍ଟେସନ କୋଚିଂ ଡିପୋରେ ଅଗ୍ନିକାଣ୍ଡ । ରିପେୟାର ଲାଇନରେ ଥିବା ଏକ କୋଚ୍ ରେ ଅଗ୍ନିକାଣ୍ଡ ଘଟିଛି । ମରାମତି ପାଇଁ ଷ୍ଟେସନରେ ରଖାଯାଇଥିଲା ଏସି କୋଚ୍ । ଇଲେକ୍ଟ୍ରିକାଲ ମେଣ୍ଟେନାନ୍ସ ପାଇଁ ଆଜି ଷ୍ଟେସନକୁ ଆସିଥିଲା କୋଚ୍ । ହୁତୁହୁତୁ ହୋଇ କୋଚଟି ଜଳୁଥିବା ବେଳେ…

ନୂଆବର୍ଷରୁ ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖା ମନା

ପୁରୀ: ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଜାନୁଆରୀ ୧ ତାରିଖରୁ ଏହି ନିୟମ ଲାଗୁ ହେବାକୁ ଯାଉଛି  । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ଛତିଶା ନିଯୋଗକୁ ଚିଠି ଲେଖିଛି । ବର୍ତ୍ତମାନ ଲୋକଙ୍କୁ ଏ ନେଇ ସଚେତନ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର…

୧୮ ଘଣ୍ଟା ମୃତ୍ୟୁ ସହ ଲଢିଲେ, ବୋରୱେଲରୁ ବାହାରକୁ ଆସିବା ପରେ ଆଖି ବୁଜିଲେ ବୃଦ୍ଧା

ସୋନପୁର: ସୋନପୁର କଇଁଫୁଲ ଗାଁରେ ୨୦ଫୁଟ ବୋରୱେଲରୁ ଉଦ୍ଧାର କରାଯାଇଥିବା ବୃଦ୍ଧାଙ୍କର ମୃତ୍ୟୁ ଘଟିଛି ।  ଏନେଇ ଡାକ୍ତରଖାନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ବୋରୱେଲରୁ ଉଦ୍ଧାର ପରେ ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି ।…

ଭୁଲବଶତଃ ଅନ୍ୟ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଯାଇଛି କି ? କିପରି ଫେରସ୍ତ ପାଇବେ ଆପଣଙ୍କ ଟଙ୍କା; ଜାଣନ୍ତୁ

ନୂଆଦିଲ୍ଲୀ: ଅନଲାଇନରେ ଟଙ୍କା କାରବାର ସୁବିଧା ଯେତିକି ଭଲ ସେତିକି ବିପଦ ମଧ୍ୟ। କାରଣ ବେଳେ ବେଳେ ଯଦି ସଠିକ୍ ଆକାଉଣ୍ଟକୁ ଟଙ୍କା ନଯାଏ ତେବେ ନିଜକୁ ହିଁ କ୍ଷତି ସହିବାକୁ ପଡେ। ଅନେକ ଥର ଭୁଲରେ ହେଉ କିମ୍ବା ଶୀଘ୍ର ଦେୟ କରିବା ବେଳେ ଟଙ୍କା ଭୁଲ କିମ୍ବା ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର…