Latest Odisha News

BREAKING NEWS

Yearly Archives

2023

ଭାଷା ଭାଗବତ : ବିଶ୍ବାସୀ ବିଶ୍ବବାସୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ତ୍ୟର ନାହିଁ ଦୈର୍ଘ୍ୟ ପ୍ରସ୍ତ ନୈକଟ୍ୟ ଅଥବା ଦୂରତ୍ବ ନୁହେ ତା ମିଠା କିଂବା ପିତା ବଳ ଅଥବା ଦୁର୍ବଳତା ସତ୍ୟର ନାହିଁ ବିଶେଷଣ ନିର୍ଗୁଣ ଅଥବା ସୁଗୁଣ କରିଲେ ସତ୍ୟ ଅନୁଭବ ସକଳ ସ୍ବକର୍ମ ସଂଭବ ସତ୍ୟାସକ୍ତ ପ୍ରତ୍ୟେକ…

ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲେ କୁନି ଝିଅ ସହ ପରିବାରର ୩ ସଦସ୍ୟ

ଧାନବାଦ:ଝାରଖଣ୍ଡ ଧାନବାଦରେ ଭୟଙ୍କର ଅଗ୍ନିକାଣ୍ଡରେ ତିନି ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଏବଂ ଜଣେ ୪ବର୍ଷର ଶିଶୁ ଅଛନ୍ତି । ସମସ୍ତେ ଗୋଟିଏ ପରିବାରର ।  ଏକ  ଦୋକାନରେ ନିଆଁ ଲାଗିଯିବା କାରଣରୁ ଏକାଧିକ ଲୋକ ଫସି ରହିଥିଲେ । ସମସ୍ତଙ୍କୁ ଡାକ୍ତରଖାନାରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପ୍ରାଣ ହିଁ ଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପ୍ରାଣ ହିଁ ଜଗନ୍ନାଥ। ବିଭିନ୍ନ ପ୍ରକାର ଶରୀର (ଦେହ )ମାନଙ୍କ ମଧ୍ୟରେ ଆତ୍ମା ନିତ୍ୟ ବସ୍ତୁ ହିସାବରେ ବିରାଜମାନ କରିଥାଏ । ଏହି ପ୍ରାଣ (ଆତ୍ମା), ଆମର ଜଡ଼ ଦେହକୁ ଜୀବନ ପ୍ରଦାନ କରି ଚଳଚଞ୍ଚଳ କରେ…

ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦାବି-ଗାଜା ପଟ୍ଟି ଏବେ ହମାସ ନିୟନ୍ତ୍ରଣରୁ ମୁକ୍ତ

ନୂଆଦିଲ୍ଲୀ: ପାଲେଷ୍ଟାଇନ ଆତଙ୍କୀ ଅତର୍କିତ ଇସ୍ରାଏଲ ଉପରେ ଆକ୍ରମଣ କରିବା ଏବଂ ୫୦୦ରୁ ଅଧିକ ରକେଟ ମାଡ କରିବା ଘଟଣାର ପ୍ରାୟ ଏକମାସ ପରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ସୋମବାର ଦାବି କରିଛନ୍ତି, ହମାସ ଗାଜା ଉପରୁ ସମସ୍ତ ନିୟନ୍ତ୍ରଣ ହରାଇଛି । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ…

ଏମ୍ସ ଭୁବନେଶ୍ୱର ପକ୍ଷରୁ ରାଜ୍ୟରେ ପ୍ରଥମ ଅଭିନବ “ଟ୍ରାଭେଲ୍ ହେଲଥ୍ କ୍ଲିନିକ୍” ର ଶୁଭାରମ୍ଭ

ଭୁବନେଶ୍ୱର: ନିରାପଦ ଏବଂ ସୁସ୍ଥ ଭ୍ରମଣ ସହିତ ଅର୍ଥନୈତିକ ଅଭିବୃଦ୍ଧିକୁ ସୁରକ୍ଷା ଦେବାରେ ଟ୍ରାଭେଲ ମେଡିସିନର ଭୂମିକା ସମୟର ବଡ଼ ଆହ୍ଵାନ। ତେଣୁ ବିଦେଶ ଯାତ୍ରା କରିଥିବା ସମସ୍ତ ଯାତ୍ରୀଙ୍କ ପାଇଁ ଗୋଟିଏ ସ୍ଥାନରେ ପୂର୍ଣ୍ଣାଙ୍ଗ ସୂଚନା ଉପଲବ୍ଧ ହେବା ନିହାତି ଜରୁରୀ। ଏହାକୁ ଦୃଷ୍ଟିରେ ରଖି…

ବାଦଶାହଙ୍କ ହାତ ଧରି ପାର୍ଟିକୁ ଗଲେ ମୃଣାଲ, ଭିଡ଼ିଓ ଭାଇରାଲ

ମୁମ୍ବାଇ: ବିବାହ ଚର୍ଚ୍ଚା ମଧ୍ୟରେ ବଲିଉଡର ଲୋକପ୍ରିୟ ରାପର ବାଦଶାହଙ୍କ ହାତ ଧରି ପାର୍ଟିକୁ ଗଲେ ଅଭିନେତ୍ରୀ ମୃଣାଲ ଠାକୁର । ଜୋର ଧରିଲା ଡେଟିଂ ଚର୍ଚ୍ଚା । କିଛି ଦିନ ହେବ ମୃଣାଲଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଥିଲା । ହେଲେ ସେ କାହାକୁ ଓ କେବେ ବିବାହ କରିବେ, ତାହା ସାମ୍ନାକୁ…

ସ୍କୁଲ ନ ଯାଇ ଘରେ ଲୁଚିଥିଲା ଛାତ୍ର, ଶିକ୍ଷକ ଆସି ଟେକି ନେଇଗଲେ

ପାଟନା : ଅଧିକାଂଶ ପିଲା ଛୋଟବେଳେ ସ୍କୁଲକୁ ଯିବାକୁ ଅମଙ୍ଗ ହୋଇଥାନ୍ତି । ପିଲାଦିନେ ସ୍କୁଲ ନ ଯିବା ପାଇଁ ସମସ୍ତଙ୍କର ନିଜସ୍ୱ କାରଣ ଥିଲା । ତେବେ ଆଜିର ଆଧୁନିକ ଶିକ୍ଷା ବ୍ୟବସ୍ଥାରେ ସବୁକିଛି ବଦଳି ଯାଇଛି । କୁହାଯାଏ ଯେ ପୂର୍ବରୁ ଯେତେବେଳେ ପିଲାମାନେସ୍କୁଲକୁ ନ ଯାଉଥିଲେ ସେତେବେଳେ…

କଣ୍ଟ୍ରାକ୍ଟର ମୋଟି କହିବାରୁ ଯୁବତୀ ନେଲେ ଏଭଳି ନିଷ୍ପତ୍ତି ଯାହା ତାଙ୍କୁ ଚର୍ଚ୍ଚାକୁ ଟାଣି ଆଣିଲା

ନିଜ ଚେହେରାକୁ ନେଇ ଲଜ୍ଜା ଅନୁଭବ କରିବା ଅନେକଙ୍କ ପାଇଁ ଆଜିର ଦୁନିଆରେ ଏକ ବଡ଼ ସମସ୍ୟା ପାଲଟିଛି । କାରଣ ହେଲା ଚେହେରାର ସୌନ୍ଦର୍ଯ୍ୟ ଯେତେ ଭଲ ଥିଲେ ବି ଯଦି ଶାରୀରିକ ଗଠନ ଠିକ ନାହିଁ ତେବେ କଥା ସରିଲା । ସେଥିଲାଗି ତାଙ୍କୁ ଅନେକ କଥା ଶୁଣିବାକୁ ପଡ଼ିଥାଏ । ଲୋକମାନେ ବୁଝନ୍ତି ନାହିଁ ଯେ…

ଘରୋଇ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ତରାବୋଇ ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ରୀ ଜଣକ ଆଇଟି (IT)ର ଦ୍ବିତୀୟ ବର୍ଷର ଛାତ୍ରୀ ସମ୍ପର୍ଣ୍ଣା ମହାନ୍ତି । ତେବେ ଏହା ଆତ୍ମହତ୍ୟା ନୁହଁ ତାଙ୍କୁ କେହ ହତ୍ୟା କରିଥିବା…

ସ୍ୱାମୀ ବିକିଙ୍କୁ ଗୋଇଠା ମାରିଲେ ଅଙ୍କିତା

ମୁମ୍ବାଇ: ଛୋଟପରଦାର ସୁବୁଠୁ ବେଶୀ ଲୋକପ୍ରିୟ ଓ ବିବାଦୀୟ ଶୋ ହେଉଛି ବିଗ୍ ବସ୍ । ବିଗ୍‌ବସ୍ ସିଜିନ୍‌୧୭ ପ୍ରଥମ ସପ୍ତାହରୁ ହିଁ ଚର୍ଚ୍ଚାକୁ ଆସିଛି । ଶୋ’ ଆରମ୍ଭରୁ ହିଁ ଘରଲୋକଙ୍କ ମଧ୍ୟରେ ଝଗଡା ହେଉଥିବା ଦେଖିବାକୁ ମିଳିଛି । ଏଥର ଟିଭି ସେଲିବ୍ରିଟିମାନଙ୍କ ସହିତ କଣ୍ଟେଣ୍ଟ କ୍ରିଏଟରମାନେ…