Latest Odisha News

BREAKING NEWS

Yearly Archives

2023

‘କହୋ ନା ପ୍ୟାର୍ ହେ’ ମିଳିଥିଲେ ମୁଁ ଅମିଷାଙ୍କଠାରୁ ଭଲ ଅଭିନୟ କରିଥାନ୍ତି: ଏମିିତି କହିଲେ କରୀନା

ମୁମ୍ବାଇ: ‘କହୋ ନା ପ୍ୟାର୍ ହେ’ରେ ମୋତେ ଅଭିନୟ ପାଇଁ ସୁଯୋଗ ମିଳି ନ ଥିଲା । ହେଲେ ଏହି ସୁଯୋଗ ମିଳିଥିଲେ ମୁଁ ଅଭିନେତ୍ରୀ ଅମିଷା ପଟେଲଙ୍କଠାରୁ ବହୁତ ଭଲ କରିପାରିଥାନ୍ତି । ଦର୍ଶକ ବି ମୋ ଅଭିନୟକୁ ବେଶ୍ ପସନ୍ଦ କରିଥାନ୍ତେ । ନିକଟରେ ଏକ ସାକ୍ଷାତକାରରେ ଏମିତି କିଛି କହିଛନ୍ତି ବଲିଉଡ଼…

ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ୪ ଫୁଟ ଲମ୍ବର କୁମ୍ଭୀର

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଡୁବୁଡୁବି ନଦୀର ମହାପଦା ପୋଲ ନିକଟରୁ ୪ ଫୁଟ ଲମ୍ବର କୁମ୍ଭୀର ଉଦ୍ଧାର ହୋଇଛି । କୁମ୍ଭୀରକୁ ଦେଖି ଲୋକେ ଭୟଭୀତ ହେବା ସହ, ନଦୀରେ ରହିଥିବା ଅନ୍ୟ କୁମ୍ଭୀରକୁ ଧରିବା ପାଇଁ ବାରମ୍ବାର ଅଭିଯୋଗ ପରେ ବି ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ…

ୱାର-୨ରେ ଆଲିଆଙ୍କ ଏଣ୍ଟ୍ରି, ଖୁବ୍‌ଶୀଘ୍ର ହେବ ସୁଟିଂ ଆରମ୍ଭ

ମୁମ୍ବାଇ : ବଲିଉଡରେ ଜୁନିୟର ଏନଟିଆର ଏବଂ ହ୍ରିତିକ ରୋଶନଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଦୁହେଁ ହିନ୍ଦୀ ଫିଲ୍ମ ୱାରର ସିରିଜ ୱାର-୨ରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ସହିତ ଫିଲ୍ମରେ ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କ ଏଣ୍ଟ୍ରି ହୋଇଛି । କୁହାଯାଉଛି ଟ୍ରିପଲ ଆର ପରେ ଆଲିଆ ଏବଂ…

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା: ୧୦ କୋଟି ପରିବାରକୁ ପଠାଯିବ ନିମନ୍ତ୍ରଣ

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ହେବ ରାମ ମନ୍ଦିର ପ୍ରତିଷ୍ଠା । ଏନେଇ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଦୀ ଆଦିତ୍ୟନାଥଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇଛି । ବର୍ତ୍ତମାନ ୧୦ କୋଟି ପରିବାରଙ୍କୁ ଏହି ନିମନ୍ତ୍ରଣ ପତ୍ର ପଠାଯିବାର ଯୋଜନା ରହିଛି । ଏନେଇ…

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଉତ୍ତର ଦ୍ୱାରରେ ବିଶ୍ରାମ ଗୃହ

ପୁରୀ: ଏଣିକି ବିନା କଷ୍ଟରେ ଜଗା ଦର୍ଶନ କରିପାରିବେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁ। କାରଣ ଠାକୁର ଦର୍ଶନ ଲାଗି ଶ୍ରୀମନ୍ଦିର ଉତ୍ତର ଦ୍ୱାର ଦେଇ ଦିବ୍ୟାଙ୍ଗଙ୍କ ପାଇଁ କରାଯିବ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା। ଶ୍ରୀମନ୍ଦିର ରୀତି ନୀତି ଓ ପରମ୍ପରାକୁ ନଜରରେ ରଖି ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ…

ଭାରତୀୟ ଲାଇସେନ୍ସରେ କେଉଁ ଦେଶରେ ଚଲାଇ ହେବ ଗାଡ଼ି, ଜାଣନ୍ତୁ

ନୂଆଦିଲ୍ଲୀ: ଅଧିକାଂଶ ଲୋକ ବିଦେଶ ଭ୍ରମଣ କରିବାକୁ ଭଲ ପାଆନ୍ତି, କିନ୍ତୁ ଅଧିକାଂଶ ଦେଶରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ଏକ ପ୍ରକାର ପରିବହନର ସାହାଯ୍ୟ ନେବାକୁ ପଡେ । ଏପରି କିଛି ଦେଶ ଅଛନ୍ତି ଯେଉଁମାନେ ଭାରତୀୟମାନଙ୍କୁ ଡ୍ରାଇଭିଂ ଲାଇସେନ୍ସ ସହିତ କାର ଚଳାଇବାକୁ ଅନୁମତି…

ମୃତଦେହ ପାଣିରେ କାହିଁକି ଭାସେ , ଜାଣନ୍ତୁ ଏହାର କାରଣ

ଆମ ଜୀବନରେ ଅନେକ କଥା ଅଛି, ଯାହା ଆମକୁ ଅଜଣା । କିନ୍ତୁ ଆଉ କିଛି ବିଷୟରେ ବି ସାମାନ୍ୟ ଧାରଣା ଥାଏ ମାତ୍ର ସମ୍ପୂର୍ଣ୍ଣ ଜାଣି ନ ଥାଉ । ଯେମିତି ପାଣିରେ ବହୁତ ଜିନିଷ ବୁଡ଼ି ଯାଉଥିବା ବେଳେ ମୃତଦେହ ନ ବୁଡ଼ି କାହିଁକି ଭାସିଥାଏ । ଏପରି ପ୍ରଶ୍ନ ଅନ୍‌ଲାଇନ୍ ପ୍ଲାଟ୍‌ଫର୍ମ ‘କୋରା’ରେ ୟୁଜରମାନେ…

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି; ଏଣିକି ସରଳ ହେବ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନସନ୍ ଗ୍ରହଣ

ଭୁବନେଶ୍ବର: ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର। ଏଣିକି ଚାକିରିରୁ ଅବସର ଗ୍ରହଣ କରିବା ପରେ ସହଜରେ ପେନସନ୍ ନମିଳିଲେ ପେନସନ୍ ଅଦାଲତଙ୍କ ଦ୍ବାରସ୍ଥ ହୋଇପାରିବେ। ଚାକିରିରୁ ଅବସର ଗ୍ରହଣ ପରେ ଦୀର୍ଘ ଦିନ ଧରି ପେନସନ୍ ପାଇନଥିବା କର୍ମଚାରୀମାନେ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟରେ ପେନସନ୍…

ବାଜପେୟୀଙ୍କ ଭୂମିକାରେ ନଜର ଆସିବେ ପଙ୍କଜ

ମୁମ୍ବାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ନଜର ଆସିବେ ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀ । ଏହି ଫିଲ୍ମକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାରେ । ବାଜପେୟୀଙ୍କ ଜୀବନୀ ଉପରେ ଆଧାରିତ ଏକ ଫିଲ୍ମ ପାଇଁ ସେ ପ୍ରସ୍ତୁତ ହେଉଛନ୍ତି । ସେ ‘ମେଁ ଅଟଳ ହୁଁ’ ଫିଲ୍ମରେ ଅଟଳ…

ଦୀପାବଳୀରେ ହିଟ ହେଲା ଭୋକାଲ ଫର ଲୋକାଲ

ନୂଆଦିଲ୍ଲୀ: ଦୀପାବଳୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୋକାଲ ଫର ଲୋକାଲ ଅନୁରୋଧ ହିଟ ହୋଇଯାଇଛି । କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ମୂଖ୍ୟ ପ୍ରବୀଣ ଖଣ୍ଡୱାଲାଙ୍କ ମତରେ ଦେଶରେ ଏଥର ୩.୭୫ ଲକ୍ଷ କୋଟି ଟଙ୍କାର ସ୍ୱଦେଶୀ କାରୋବାର ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ଦେଶବାସୀ…