Latest Odisha News

BREAKING NEWS

Yearly Archives

2023

୫ଦିନ ହେବ ନିଖୋଜ ଥିଲେ , ଆଜି ନଦୀପଠାରୁ ମିଳିଲା ଛାତ୍ରଙ୍କ ମୃତଦେହ

କଟକ : ଦୀର୍ଘ ୫ଦିନ ହେବ ନିଖୋଜ ଥିଲେ  । ଆଉ ଆଜି ଛାତ୍ରଙ୍କର ମୃତଦେହ ମିଳିଲା  । ଏମିତି କିଛି ଘଟଣା ଘଟିଛି କଟକରେ । ଗୋପାଳପୁର ନିକଟ କାଠଯୋଡି ପୋଲ ତଳୁ ମିଳିଛି ମୃତଦେହ  । ମୃତ ଛାତ୍ର ଜଣକ କଲ୍ୟାଣ ନଗର ଅଞ୍ଚଳର ସଂଗ୍ରାମ ଜେନାଙ୍କ ପୁଅ ସାହିଲ ଜେନା ବୋଲି ଜଣାପଡିଛି । ସୂଚନା…

ଶିଶୁ ଦିବସ: ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ

ଭୁବନେଶ୍ଵର: ଆଜିର ଶିଶୁ ଆସନ୍ତାକାଲିର ନାଗରିକ। ଦେଶ ନିର୍ମାଣରେ ଶିଶୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି କଥାକୁ ମର୍ମେ ମର୍ମେ ହୃଦୟଙ୍ଗମ କରିଥିଲେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ। ଛୋଟ ପିଲାଙ୍କୁ ଅଜସ୍ର ସ୍ନେହ କରୁଥିଲେ ସେ। ସେଥିପାଇଁ…

ମହାଭାରତ କାଳରେ ପାଣ୍ଡବମାନେ କରିଥିଲେ ପ୍ରତିଷ୍ଠା : ଆଜି ବି ଅକ୍ଷୁର୍ଣ୍ଣ ରହିଛି ଏହି ମନ୍ଦିର..

ନୂଆଦିଲ୍ଲୀ : ଭାରତରେ ଅନେକ ଜ୍ୟୋର୍ତିଲିଙ୍ଗ ରହିଛି । ପ୍ରତିଦିନ ଶହ ଶହ ଲୋକ ଏଠାକୁ ବୁଲିବାକୁ ଯାଆନ୍ତି  । କିନ୍ତୁ ଏହାପଛରେ ଥିବା ରହସ୍ୟମୟୀ କାହାଣୀ ସମ୍ପର୍କରେ ଖୁବ୍ କମ୍ ଲୋକଙ୍କୁ ଜଣା । ଉତ୍ତରପ୍ରଦେଶ ଫାରୁଖବାଦ ଜିଲ୍ଲାରେ ରହିଛି ପାଣ୍ଡେଶ୍ବରନାଥ ମନ୍ଦିର । ମହାଭାରତ କାଳରେ ମାତା…

୨୦ଫୁଟ ବୋରୱେଲରେ ଫସିଲେ ବୃଦ୍ଧା, ଉଦ୍ଧାର କାର୍ଯ୍ୟ ଜାରି

ସୋନପୁର: ସୋନପୁର କଇଁଫୁଲ ଗାଁରେ ଅଘଟଣ । ୨୦ଫୁଟ ବୋରୱେଲରେ ଫସିଲେ ବୃଦ୍ଧା । ବୃଦ୍ଧ ମହିଳା ଜଣଙ୍କ ହେଉଛନ୍ତି ୬୦ ବର୍ଷିୟା ଦୁଃଖୀ ନେଗୀ । ଗତକାଲି ରାତିରେ ଝିଅ ଘରକୁ ଆସିଥିବା ବେଳେ ବୋରୱେଲରେ ପଡିଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନୀଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି…

ପୋଷକ ତତ୍ତ୍ବରେ ଭରପୂର ଲାଉ : ଅନେକ ରୋଗ ପାଇଁ ମହୋଷଧି , ଆଜି ହିଁ ଖାଆନ୍ତୁ…

ନୂଆଦିଲ୍ଲୀ : ଆମେ ସାଧାରଣତଃ ଆମ ଶରୀରକୁ ପୋଷକ ତତ୍ତ୍ବ ଯୋଗାଇବା ଲାଗି ପ୍ରତିଦିନ ବିଭିନ୍ନ ପ୍ରକାରର ଫଳମୂଳ ଓ ପନିପରିବା ଖାଇଥାଉ । ଆଜି ଆମେ ଜାଣିବା ଲାଉ ଖାଇବା ଆମ ଶରୀର ପାଇଁ କେତେ ଲାଭ ଦାୟକ  । ଲାଉ ପାଟିକୁ ପିତା ଲାଗୁଥିବାରୁ କିଛି ଲୋକ ଏହାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ  ।…

ସ୍ୱଳ୍ପ ଗଳ୍ପ : ଏକ ଚିତ୍ରାତ୍ମାର କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮୨  ୧୮୯୦ର ଛବି । ଭିକ୍ଟୋରିଆ ଯୁଗର ଛବି। ସେ ସମୟରେ ଏହି ଭଳି ଛବିର ଖୁବ୍ ପ୍ରଚଳନ ଥିଲା। ଅନେକେ ନିଜର ଶୋଇବାଘରର କାନ୍ଥରେ ଏଇଭଳି ଛବିମାନ ଟାଙ୍ଗିବାକୁ ଆଗ୍ରହ ପ୍ରକାଶ କରୁଥିଲେ । ଏହିଭଳି ଛବିରେ କିଛି ବିଶ୍ୱାସ ଅଛି,…

ଆଜିଠୁ ସାରା ରାଜ୍ୟରେ ବିଜେପିର ଜନ ଆକ୍ରୋଶ କାର୍ଯ୍ୟକ୍ରମ: ବ୍ଲକ ଘେରାଉ

ଭୁବନେଶ୍ୱର:ବିଜେଡି ସରକାରର ପିସି କାରବାରକୁ ନେଇ ଗର୍ଜିଛି ବିଜେପି । ଏହାର ପ୍ରତିବାଦରେ ଆଜିଠୁ  ଆରମ୍ଭ କରି ଜନ ଆକ୍ରୋଶ କାର୍ଯ୍ୟକ୍ରମ । ଆଜିଠୁ ବିଜପି ପକ୍ଷରୁ ବ୍ଲକ ଘେରାଉ କାର୍ଯ୍ୟକ୍ରମ ମଧ୍ୟ କରାଯିବ । ୧୮ ତାରିଖ ପର୍ଯ୍ୟନ୍ତ ସମସ୍ତ ବ୍ଲକ ଓ ପୈାରାଂଚଳରେ ବିଜେପିର ଜନ ଆକ୍ରୋଶ…

ଆଜି ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର; ଆସନ୍ତାକାଲିଠୁ ବର୍ଷା ସମ୍ଭାବନା

ଭୁବନେଶ୍ୱର:  ଆଜିଠୁ ବଦଳିପାରେ ପାଗ । ଆଜି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ କ୍ଷେତ୍ର  । ଏହା କ୍ରମେ ଘନୀଭୂତ ହୋଇ ୧୬ ତରିଖ ବେଳକୁ ଅବପତାର ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତାକାଲି ଅର୍ଥାତ  ୧୫ ତାରିଖରୁ ପାଗ ମେଘୁଆ ରହିବ ।  ହାଲୁକା…

ଶିଶୁ କବିତା : ଆମେ ସବୁ ସୁନାଫୁଲ

ବନ୍ଦିତା ଦାଶ  ଭାରତ ଆମର ଘର, ଆମେସବୁ ସୁନାଫୁଲ ହାତରେ ମିଶାଇ ହାତ ଗାଇବା ଏକତା ଗୀତ ଶୁଣିବକି ତୁମେସବୁ କୁହ ଏଥର ଛୋଟିଆ ଆମର ସ୍ଵପ୍ନ ଆମେ ନୋହୁଁ କେହି ଭିନ୍ନ ମନରେ ମିଶାଇ ମନ ଶାନ୍ତିର ବାରତା ଗାନ ହେଉ ଆଜି ଆମ ପାଇଁ ମୂଳ ମନ୍ତର।୧। ଛୋଟ ବୋଲି କହିଦେଇ ଆମକୁ ଏଡ଼ାଇ ଦେଇ…

ଶିଶୁଙ୍କ ପାଇଁ ଦିନଟିଏ, ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ

ନଭେମ୍ବର ୧୪ ତାରିଖ ଆଜିର ଦିନକୁ ସାରା ଦେଶରେ ‘ଶିଶୁ ଦିବସ’ ଭାବେ ପାଳନ କରାଯାଉଛି । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିବସକୁ ଦେଶବ୍ୟାପୀ ଶିଶୁ ଦିବସ ଭାବରେ ପାଳନ କରାଯାଇଥାଏ ।  ୧୮୮୯ ମସିହା ନଭେମ୍ବର ୧୪ ତାରିଖରେ ସେ ଉତ୍ତର ପ୍ରଦେଶର…